Movie prime

ଚର୍ଚ୍ଚାରେ ମହିଳାଙ୍କ ଦାଢ଼ି ଦେଖିଲେ ଆଶ୍ଚର୍ୟ୍ଯ ହୋଇଯିବେ ବିଶ୍ୱାସ ନହେଲେ ବି ପୁରା ସତ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ପୁରୁଷ ମାନେ ସାଧାରତଃ ଦାଢି ରଖିବା ପାଇଁ ଭଲ ପାଇଥାନ୍ତି। ଆପଣ ମାନେ ଜାଣିଥିବେ ଆଜି କାଲି ମଧ୍ଯ ଏହି ଦାଢି ରଖିବାର ଟ୍ରେଣ୍ଡ ମଧ୍ୟ ଚାଲିଛି । କାରଣ ପୁରୁଷ ମାନେ ଭାବିଥନ୍ତି କି ଦାଢି ଥିବାରୁ ସେମାନେ ଅଧିକା ସ୍ମାର୍ଟ ଓ ହ୍ୟଣ୍ଡସମ୍ ଦେଖା ଯାଆନ୍ତି। ସେଥି ପାଇଁ ଅଧିକ ପରୁଷ ମାନେ ଦାଢି ମଧ୍ଯ ରଖିଥାନ୍ତି। ହେଲେ ଆପଣ ମାନଙ୍କୁ ଆଜି ଆମେ ଅଜବ ଏକ ଦୃଶ୍ୟ ଦେଖାଇବାକୁ ଯାଉଛୁ।
ଦେଖନ୍ତୁ ଏହି ଦୃଶ୍ୟ କୁ ଭଲ ଭାବରେ ଏହି ଦୃଶ୍ୟରେ ଆପଣ ମାନେ ଦେଖିଥିବେ କି ଜଣେ ମହିଳା ଦାଢି ରଖି ଥିବାର। ସେହି ମହିଳା ଜଣକ ହେଉଛନ୍ତି ଆମେରିକା ର ତାଙ୍କ ନାମ ମଧ୍ୟ ହେଉଛି ଡାକୋଟା ସେ ତାଙ୍କ ଦାଢି ରଖିବାକୁ ଖୁବ୍ ପସନ୍ଦ ମଧ୍ଯ କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଏହି ଦାଢି ସହ ସେ ଅନେକ ସ୍ମାର୍ଟ ମଧ୍ୟ ଦେଖା ଯାଉଛନ୍ତି। ଏବଂ ତାଙ୍କୁ ମଧ୍ୟ ଧଢି ରଖିବା ଖୁବ୍ ଭଲ ଲାଗୁଛି।
ଡାକୋଟା କହିଛନ୍ତି କି ତେର ବର୍ଷ ବୟସରେ ତାଙ୍କର ପ୍ରଥମେ ଦାଢି ଉଠିବାକୁ ଲାଗିଥିଲା। ଏହା ପରେ ସେ ମଧ୍ୟ ଅନେକ ଥର ସେଭିଂ ମଧ୍ଯ କରୁଥିଲେ । ଦିନ ଥିଲା ଦିନକୁ ଦୁଇ ଦୁଇ ଥର ମଧ୍ଯ ସେଭିଂ କରୁଥିଲେ ସେ ହେଲେ ତାହାର କୌଣସି ଲାଭ ହେଲା ନାହିଁ। ତାଙ୍କର ସେହି ଭଳି ଭାବରେ ଦାଢି ଉଠିବାକୁ ଲାଗିଲା ସେଥି ପାଇଁ ସେ ବିଉଟି ପାର୍ଲର ରେ ଅଧିକ ସମୟ ଅତିବାହିତ କରିବା ସହ ଡ଼ାକ୍ତର ଙ୍କୁ ମଧ୍ୟ ଦେଖାଇ ଥିଲେ।
ହେଲେ ଏହାର କୌଣସି ପ୍ରକାରର ପ୍ରଭାଵ ପଡି ନଥିଲା ତାଙ୍କ ଦାଢି ଦିନକୁ ଦିନ ବଢ଼ିବାରେ ଲାଗିଲା। ଡ଼ାକ୍ତର ମାନେ ମଧ୍ୟ ଏହାର କାରଣ ଜାଣି ପାରିଲେ ନାହିଁ। ଏଥି ପାଇଁ ତାଙ୍କୁ ଅନେକ ସମାଲୋଚନା ର ଶିକାର ମଧ୍ୟ ହେବାକୁ ପଡିଛି। ସେଥି ପାଇଁ ଏବେ ମଧ୍ୟ ସେ ସ୍ଥିର କରି ନେଇଛନ୍ତି କି ଏହି ଦାଢି ସହ ହିଁ ସେ ନିଜର ଜୀବନ ଅତିବାହିତ କରିବେ। ଏବଂ ସେ ତାଙ୍କ ଦାଢି ସହ ଖୁସୀରେ ଅଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.