Movie prime

ଏମିତି ଏକ ମନ୍ଦିର ଯାହା ବିଷୟରେ କେହି ଜାଣି ନାହାଁନ୍ତି ଦେଖନ୍ତୁ ସୂର୍ଯ୍ୟୋଦୟ ପରେ ଗଲେ ହେବାକୁ ଲାଗେ ଏମିତି ଯାହା ଦେଖି ସମସ୍ତେ କାବା

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ବ୍ୟବହାର କରୁଥିବା ନୋଟ ପଛରେ ମଙ୍ଗଳ ଯାନ ର ଚିତ୍ର ନିଶ୍ଚିତ ଭାବରେ ଦେଖିଥିବେ। ହେଲେ ଆପଣ ମାନେ ଜାଣିଛନ୍ତି କି ସେହି ମଙ୍ଗଳ ଯାନ କୁ ଆମର ଯେଉଁ ସଂଯୋଗ ଥିଲା ତାହା ସବୁ ଦିନ ପାଇଁ ତୁଟି ଯାଇଛି।
Special report
ଆଉ ଏହି କଥା କି ISRO ମଧ୍ୟ ନିଶ୍ଚିତ କରି କହି ସାରିଛି। କାରଣ ସେଥିରେ ଥିବା ଫିଓଲ ସରି ଯାଇଛି। ଯେଉଁ ଇନ୍ଧନ ସ୍ପେସ କ୍ରାଫ୍ଟ କୁ ଶକ୍ତି ପ୍ରଦାନ କରିଥାଏ ତାହା ଏବେ ସରି ଯାଇଛି।
ଏପ୍ରିଲ୍ ମାସ ୨୦୨୨ ରେ ଏକ ଗ୍ରହଣ ଲାଗିଥିଲା। ଆଉ କେବଳ କିଛି ସମୟ ପାଇଁ ହିଁ ଏହି ସ୍ପେସ ସିପ ରୋଦ୍ର ବିନା ରହି ପାରେ। କାରଣ ଏହାର ଖାଇବା ଖରା ହିଁ ହୋଇଥାଏ ଯାହା ଦ୍ଵାରା ସେମାନଙ୍କୁ ଶକ୍ତି ମିଳିଥାଏ।
Special report
ଖରା ବିନା ଏମାନେ ଅପରେଟ୍ କରି ପାରିବେ ନାହିଁ। ମାତ୍ର ଯେଉଁ ଗ୍ରହଣ ଲାଗିଥିଲା ଯାହା ଫଳରେ କି ଏହାକୁ ସାତ ଘଣ୍ଟା ପର୍ଯ୍ୟନ୍ତ ବିନା ଖରାରେ ରହିବାକୁ ପଡ଼ିଥିଲା। ଆଉ ଏଥିରେ ଯେଉଁ ଇନ୍ଧନ ଥିଲା ତାହା ମଧ୍ୟ ସରି ଯାଇଥିଲା।
Special report
ଏହା ଅନେକ ସମୟ ଧରି ଅପରେଟ କରି ଆସୁଛି ଲଗାତାର ଏହା ୮- ୯ ବର୍ଷ ରେଗୁଲାର ଅପରେଟ୍ କରି ଆସୁଛି। ଆଉ ଏହାପରେ ଏହା ପୁରା ଶଟ୍ ଡାଉନ୍ ହୋଇ ଯାଇଛି। ଏହାର ଦ୍ଵିତୀୟ ମିଶନ ଏବେ ISRO କରିବାକୁ ଯାଉଛି।
ତେବେ ଆପଣ ମାନେ ଆଉ ଏକ ରହସ୍ୟମୟ କଥା ଜାଣିଛନ୍ତି କି ଭାରତର ରାଜସ୍ଥାନରେ ଏକ ରହସ୍ୟମୟ ମନ୍ଦୀର ରହିଛି। ଏହାର ନାମ ମଧ୍ଯ ହେଉଛି କିରାଡୁ ମନ୍ଦୀର। ଏହି ମନ୍ଦିରକୁ ଏକଅଭିଶାପ ଦିଆ ଯାଇଥିଲା।
Special report
କୁହା ଯାଇଥିଲା କି ଏହି ମନ୍ଦିରର ଆଖ ପାଖରେ ଯେ କେହି ମଧ୍ୟ ଥିବ ସେ ଏକ ପଥର ପାଲଟି ଯିବ। ଏଠାକୁ ଯଦି ଆପଣ ଯିବେ ତେବେ ଏଠାରେ ଆପଣଙ୍କୁ ଶାନ୍ତି ହିଁ ମିଳିବ। ଆଉ ଏହା ସହର ଠାରୁ ଖୁବ୍ ଦୁରରେ ମଧ୍ୟ।
ଏଠାକୁ ଯିବା ପାଇଁ କେହି ପଶନ୍ଦ କରି ନଥାନ୍ତି ଆଉ ତାହା ପ୍ରାୟତଃ ରାତ୍ରୀ ସମୟରେ। ଏଠାରେ ଆପଣଙ୍କୁ ଖୁବ୍ କମ୍ ପର୍ଯ୍ୟଟକ ମାନେ ଯାଉ ଥିବାର ଦେଖିବାକୁ ମିଳିବେ। ଏବେ ପର୍ଯ୍ୟନ୍ତ ଅନେକ ଲୋକ ଅଛନ୍ତି ଯେଉଁ ମାନେ ଏହି ମନ୍ଦିରର କାହାଣୀ ସମ୍ପର୍କରେ ଜାଣି ନାହାଁନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.