Movie prime

ଶେଷରେ ଅକ୍ଷୟ ଙ୍କ ଅସଲି ଚେହେରା ର ପରଦା ଫାସ କଲେ ଅଭିନେତ୍ରୀ ରବିନା ଟଣ୍ଡନ, ସେଦିନ ଟିପ୍ ଟିପ୍ ବର୍ଷା ପାନି ଗୀତ ସୁଟିଂ ରେ ସେ ମୋ ଦେହ ରେ...

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ରବିନା ଟଣ୍ଡନଙ୍କୁ ବେଶ ଭଲ ଭାବରେ ଜାଣିଛନ୍ତି।ରବିନା ଟଣ୍ଡନ ଙ୍କୁ ପରଦା ଉପରେ ଦେଖିବା ପାଇଁ ଦର୍ଶକ ମାନେ ମଧ୍ୟ ଖୁବ ପଶନ୍ଦ କରନ୍ତି। ସେ ହେଉଛନ୍ତି ବଲିଉଡ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଅଭିନେତ୍ରୀ।
ତେବେ ଆପଣ ମାନେ ଜାଣିଥିବେ କି ଦର୍ଶକ ମାନେ ରବିନା ଟଣ୍ଡନ ଓ ଅକ୍ଷୟ କୁମାର ଙ୍କ ଯୋଡ଼ି କୁ ଖୁବ ପସନ୍ଦ କରନ୍ତି।ସେମାନେ ବହୁତ ଏକାଠି କାମ କରିଛନ୍ତି।
Special Report
ଉଭୟଙ୍କ ସହ ଜଡିତ ଏକ ଖବର ସମସ୍ତଙ୍କ ସାମ୍ନାକୁ ଆସିଛି ଏବଂ ରବିନା ଟଣ୍ଡନ୍ ନିଜେ ସମସ୍ତଙ୍କୁ ଏହି କଥା କହିଛନ୍ତି। ଅକ୍ଷୟ କୁମାର ଙ୍କ ଏକ ଭୁଲ୍ କାମ ପାଇଁ ସେ ବହୁତ କଷ୍ଟ ପାଇଥିଲେ ବୋଲି କହୁଥିଲେ।
ରବିନା ଟଣ୍ଡନ ନିଜ ଏବଂ ଅକ୍ଷୟ କୁମାରଙ୍କ ବିଷୟରେ କିଛି କହିଛନ୍ତି ଯେତେବେଳେ ଦୁହେଁ ଏକାଠି ଥିଲେ ଏବଂ ପରସ୍ପରକୁ ବହୁତ ପସନ୍ଦ କରୁଥିଲେ ଏହାପରେ ସେମାନେ ବିବାହ ବନ୍ଧନରେ ମଧ୍ଯ ବାନ୍ଧି ହେବା ପାଇଁ ଚାହୁଁ ଥିଲେ। 
Special Report
ହେଲେ ଏହାପରେ ଏଭଳି ଏକ ଘଟଣା ଘଟି ଯାଇଥିଲା ଯାହା ପାଇଁ ରବିନା ଟଣ୍ଡନ ଖୁବ ଦୁଃଖୀ ହୋଇ ଯାଇଥିଲେ। ରବିନା ଏବଂ ଅକ୍ଷୟ କୁମାରଙ୍କର ବହୁତ ଭଲ ସମ୍ପର୍କ ଥିଲା, ଦୁହେଁ ପରସ୍ପରର ଅତି ନିକଟତର ଥିଲେ।
ତାଙ୍କର ସମ୍ପର୍କ ମଧ୍ୟ ବେଶ ଭଲ ଥିଲା, ସେଥିପାଇଁ ଆଜି ମଧ୍ୟ ଉଭୟଙ୍କ ବିଷୟରେ ଅନେକ ଆଲୋଚନା ମଧ୍ଯ ହେଉଛି। ମାତ୍ର ଯେତେବେଳେ ରବିନା,ଅକ୍ଷୟ ଙ୍କ ଠାରୁ ଅଲଗା ହୋଇ ଯାଇଥିଲେ ସେତେବେଳେ ରବିନା ଖୁବ୍ କାନ୍ଦି ଥିଲେ।
Special Report
ଆଉ ସେ ସେହି ଦୁଃଖ କୁ ସହ୍ୟ ନକରି ପାରି ଘରୁ କାର ନେଇ ବାହାରି ଯାଇଥିଲେ। ଏହାପରେ ସେ ରାସ୍ତାରେ ଦେଖିଲେ କି କିଛି ପିଲା ରାସ୍ତାରେ ଛିଡ଼ା ହୋଇ ବର୍ଷା ରେ ଓଦା ହୋଇ କାନ୍ଦୁଛନ୍ତି।
ଅପର ପକ୍ଷରେ ତାଙ୍କର ମାଆ ତାଙ୍କୁ ପ୍ଲାଷ୍ଟିକ ଜରି ସାହାଯ୍ୟରେ ବର୍ଷାରୁ ରକ୍ଷା କରୁଛନ୍ତି। ଏହାକୁ ଦେଖି ରବିନା ଭାବି ଥିଲେ କି ଭଗବାନ ତାଙ୍କୁ ବେଶ ଭଲ ଜୀବନ ଦେଇଛନ୍ତି। ଆଉ ଏଥିପାଇଁ ସେ ଭଗବାନ ଙ୍କୁ କୃତଜ୍ଞତା ଜଣାଇ ଘରକୁ ଫେରି ଯାଇଥିଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.