Movie prime

ଏଲିଅନ ମାନଙ୍କ ସହ ଯୋଗାଯୋଗ କରିବାରେ ସଫଳ ହୋଇଥିଲେ ! ପ୍ରଥମ ଥର ଚନ୍ଦ୍ରରେ ପାଦ ଦେଇଥିବା ନିଲ ଆର୍ମଷ୍ଟ୍ରଙ୍ଗ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଚନ୍ଦ୍ରରୁ ଫେରିବା ପୂର୍ବରୁ ନିଲ ଆର୍ମଷ୍ଟ୍ରଙ୍ଗ ସାମ୍ନାକୁ ଆସିଯାଇଥିଲା ଏଲିୟନ। ଆମେରିକାର ନାସା ଯିଏ ଆପୋଲୋ ୧୧ ରୁ ଡିଲିଟ କରିଛି ଏଲିଏନ କୁ ନେଇ ତଥ୍ୟ। ରେକଡ୍ ହୋଇଥିଲା ନିଲ ଆର୍ମଷ୍ଟ୍ରଙ୍ଗ ଏବଂ ଏଲିୟନ ମାନଙ୍କ ମଧ୍ୟରେ କଥାବାର୍ତ୍ତା।
Special Report
ଯାହାକୁ ସବୁଦିନ ପାଇଁ ଲୁଚାଇ ଦେଇଛି ନାସା। ଆଉ ବୋଧେ ସେଥି ପାଇଁ କରୁନାହିଁ ଚନ୍ଦ୍ରପୃଷ୍ଠ କୁ ଯାତ୍ରା। ବନ୍ଧୁଗଣ ଆମେରିକାର ନାସା ପ୍ରଥମେ ଚନ୍ଦ୍ରପୃଷ୍ଟ କୁ ମଣିଷକୁ ନେଇ ଯିବାରେ ସଫଳ ହୋଇଥିଲା। 
ଏହି ମିଶନ ସାମିଲ ହୋଇଥିଲେ ଏରୋନଟିକାଲ ଇଞ୍ଜିନିୟର ନିଲ ଆର୍ମଷ୍ଟ୍ରଙ୍ଗ ଏବଂ ତାଙ୍କର ଦୁଇ ଜଣ ସାଥୀ। ୧୮୬୯ ମସିହାରେ ପ୍ରଥମେ ଚନ୍ଦ୍ରପୃଷ୍ଠ ରେ ପାଦ ଥାପନ୍ତି ନିଲ ଆର୍ମଷ୍ଟ୍ରଙ୍ଗ। ଆପୋଲୋ ୧୧ ହେଉଛି ସେହି ପ୍ସେସ ଗ୍ରାଫ ଯିଏ ପ୍ରଥମ ଥର ପାଇଁ ଚନ୍ଦ୍ରକୁ ଯାତ୍ରା କରେ।
Special report
ଚନ୍ଦ୍ରପୃଷ୍ଠକୁ ଓଲ୍ହାଇଲା ପରେ ନିଲ ସମସ୍ତ ଦିଗକୁ ଯାଞ୍ଚ କରନ୍ତି। ମାଟି ଠାରୁ ଆରମ୍ଭ କରି ସେଠାରେ ପାଣି ରହିଛି କି ନାଇଁ ତାହାର ସତ୍ୟତା ଖୋଜନ୍ତି। ନାସାକୁ ଗୋଟାଏ ପରେ ଗୋଟାଏ ଫୋଟ ପଠେଇବାକୁ ଲାଗନ୍ତି ନିଲ୍ ଆର୍ମଷ୍ଟ୍ରଙ୍ଗ। 
ଚନ୍ଦ୍ରରେ ବିତିଚାଲେ ସମୟ ପରେ ସମୟ। ହେଲେ ହଠାତ୍ ସବୁକିଛି ଏପଟ ସେପଟ ହୋଇଯାଏ। ଆପୋଲୋ-୧୧ ସ୍ପେସ କାମ କରେନି। ନାସାରୁ ବିଚ୍ଛିନ୍ନ ହୋଇଯାଏ ସବୁ ସମ୍ପର୍କ। ଏହା ସେତିକି ବେଳେ ହୁଏ ଯେତେବେଳେ ଚନ୍ଦ୍ର ପୃଷ୍ଠରୁ ପୃଥିବୀ ପୃଷ୍ଠକୁ ଆସିବା ପାଇଁ ଆରମ୍ଭ ହୁଏ କାର୍ଯ୍ୟକ୍ରମ।
Special Report
ଆପୋଲୋ-୧୧ ଭିତରେ ଇଞ୍ଜିନ ତ୍ରୁଟି ଯୋଗୁଁ ଅକ୍ସିଜେନ ବନ୍ଦ ହୋଇଯାଏ। ଯେଉଁ ସମୟରେ ନାସା ଏବଂ ଆପୋଲ ୧୧ ଭିତରେ ସମ୍ପର୍କ ବିଚ୍ଛିନ୍ନ ହୋଇଥିଲା। ନାସା ଭାବିସାରିଥିଲା କି ଆର୍ମଷ୍ଟ୍ରଙ୍ଗ ଆଉ ବଞ୍ଚି ନାହାଁନ୍ତି ବୋଲି। 
ସେଥିପାଇଁ ନାସା ନିଲ୍ ଆର୍ମଷ୍ଟ୍ରଙ୍ଗଙ୍କୁ ନେଇ ଏକ ଶ୍ରଦ୍ଧାଞ୍ଜଳୀ ଚିଠି ଲେଖିଥିଲା ଯାହାକୁ ସେତେବଳ ପ୍ରସିଡେଣ୍ଟ ରିଚର୍ ନେକ୍ସେଲ ପଢ଼ିଥାନ୍ତେ ହେଲେ ହଠାତ୍ ନାସାକୁ ଏକ ମେସେଜ ଯାଇଥିଲା ନିଲ ଆର୍ମଷ୍ଟ୍ରଙ୍ଗ ପୃଥିବୀକୁ ଲ୍ୟାଣ୍ଡଫନ୍ କରୁଛନ୍ତି।
ହେଲେ ଏସବୁ ଆପୋଲ ୧୧ରେ ରେକର୍ଡ଼ ହୋଇସାରିଥିଲା। ଯାହାକୁ ପୃଥିବୀରେ ପହଞ୍ଚି ସାରିବା ପରେ ଡିଲିଟ କରିଦେଇଥିଲା ନାସା। ଏଭଳି ରହସ୍ୟକୁ ନାସା ପଦାକୁ ଆସିବାକୁ ଦେଇନଥିଲା। ବୋଧହୁଏ ନାସା ଭାବିଥିଲା ଏହି ଖବର ବାହାରକୁ ଆସିଲେ ନାସା ପାଇଁ କ୍ଷତିକାରକ ହୋଇପାରେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.