Movie prime

ବୈଜ୍ଞାନିକ ଦେଲେ ଏମିତି ଏକ ଆଶ୍ଚର୍ଯ୍ୟକର ବୟାନ ଶୁଣିଲେ ଆପଣଙ୍କ ମୁଣ୍ଡ ଟିଣ ହୋଇଯିବ ଦେଖନ୍ତୁ ଏହି Viral Visual

 
Viral news
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ମନରେ ଅନେକ କଥା ଆସିବ ।
ସବୁ ପ୍ରକାରର ଖବର ଏହି ସୋସିଆଲ ମିଡ଼ିଆ ଆମକୁ ଦେଇଥାଏ । ଏଲିଏନ କଥା ତ ଆପଣମାନେ ସମସ୍ତେ ଶୁଣିଥିବେ । ଏଲିଏନ ବହୁତ ବର୍ଷରୁ ପୃଥିବୀକୁ ଯିବା ଆସିବା କରିଥାନ୍ତି ।
ଏବେ ଏଲିଏନକୁ ନେଇ ଏକ ଖବର ଆସିଛି । ଆଉ ଏବେ ଏଲିଏନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସେନା । ଆପଣମାନେ ଚଳଚ୍ଚିତ୍ର ବା କାହାଣୀରେ ଏହି ଏଲିଏନ କଥା ଶୁଣିଥିବେ କିନ୍ତୁ ସତରେ ଏହା ଅଛି ।
ପୃଥିବୀ ଛଡ଼ା ଅନ୍ୟ ଗ୍ରହ ବା ଅନ୍ୟ ସ୍ଥାନରେ ଅନେକ ଏଭଳି ପ୍ରାଣୀ ଅଛନ୍ତି ଯିଏକି ମଣିଷ ହୋଇ ମଧ୍ୟ ପଶୁର ଶରୀର ଧାରଣ କରିଛି । ସେମାନେ ଆମ ଠାରୁ କେତେ ଆଧୁନିକ ଆଉ କେତେ ଉନ୍ନତ ସେହି ବିଷୟରେ ତ ଆମେମାନେ ଜାଣି ନାହେଁ ।
ସେମାନେ ହୁଏତ ଆମ ଠାରୁ ଅଧିକ ଉନ୍ନତ ହୋଇପାରନ୍ତି କିମ୍ବା ଆମ ଠାରୁ ଅନୁନ୍ନତ ହୋଇପାରନ୍ତି । ୟୁଏକେ ବିଶେଷଜ୍ଞ ମାଲକାମ ରବିନସଙ୍କ କହିବା ଅନୁଯାୟୀ ଅନେକ ଏଲିଏନ ଆମ ଠାରୁ ବହୁତ ଉନ୍ନତରେ ଅଛନ୍ତି ।
ଆଉ ସେମାନେ ପ୍ରାଚୀନ କାଳରୁ ପୃଥିବୀକୁ ଆସୁଛନ୍ତି । ଯେତେବେଳେ ମଣିଷ ଗୁମ୍ଫାରେ ବାସ କରୁଥିଲେ ସେତେବେଳେ ଏଲିଏନ ପୃଥିବୀ ପୃଷ୍ଠକୁ ଆସୁଥିଲେ । ଏବେ ଆଲୋଚନା ହେଉଛି କି ଏହି ଏଲିଏନମାନେ ପୃଥିବୀ ପାଇଁ କ୍ଷତିକାରକ ନା ନୁହେଁ । 
ଏହି ବିଶେଷଜ୍ଞ ଜଣକ ଏହି ଏଲିଏନ ଏବଂ ୟୁଏଫକୁ ନେଇ ୧୦ଟି ପୁସ୍ତକ ଲେଖିଛନ୍ତି । ସେ ହେଉଛନ୍ତି ଏହି ଏଲିଏନ ଉପରେ ଏକମାତ୍ର ବିଶେଷଜ୍ଞ । ଆମେରିକା ସେନା ଏବଂ ଏହାର ଗୁପ୍ତଚର ମାନଙ୍କ ବିରୋଧରେ ଅନେକ ଅଭିଯୋଗ ହୋଇଛି ।
ଆମେରିକାରେ ଏମିତି ଅନେକ ସ୍ଥାନ ଅଛି ସେଠାକୁ କେହି ଯାଇପାରିବେ ନାହିଁ । କେବଳ କିଛି ମନୋନୀତ ବ୍ୟକ୍ତି ସେଠାକୁ ଯାଇପାରିବେ । ଏବେ ଅନେକ କଥା ସାମ୍ନାକୁ ଆସୁଛି । ଆମେରିକା ଅନେକ କଥା ଲୁଚାଉଛି ବୋଲି ଜଣାପଡିଛି । ଯଦି ଏହି କଥା ସାମ୍ନାକୁ ଆସନ୍ତା ତାହେଲେ ସମଗ୍ର ବିଶ୍ଵରେ ଉତ୍ତେଜନା ଦେଖାଯିବ ।