Movie prime

ଓଡ଼ିଶା କୁ ଏଲିଆନ୍ ମାନେ ଆସିବେ ବୋଲି ଦେଲେ ସତର୍କ ବାଣୀ , କହିଲେ ଏଥର ନିର୍ବାଚନ ଆମେ କରିବୁ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଶେଷରେ ଏବେ ଧରା ପଡ଼ି ଯାଇଛି ଏଲିଏନ। ଦେଖିବାକୁ ଏହା ମଣିଷଙ୍କ ଠାରୁ ସାମାନ୍ୟ ଭିନ୍ନ ଅଟେ। ଘର ସାମ୍ନା ରେ ହିଁ ଦେଖା ଦେଇଛି ଏହି ଏଲିଏନ।
Special report
ଏବେ ଏଲିଏନ ମାନଙ୍କୁ ନେଇ ଚାରିଆଡ଼େ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି କି କିଭଳି ସେ ଲୁଚିଲୁଚି ଉଡନ୍ତା ଯାନ ରେ ଆସୁଛନ୍ତି ଆମ ଧରା ପୃଷ୍ଠ କୁ ଆଉ କିଭଳି ସେମାନେ ସବୁ ଚାଲି ଯାଉଛନ୍ତି। ଆଉ ଏବେ ପ୍ରଶ୍ନ ଉଠିଛି କି ସତରେ କଣ ଏଲିଏନ ମାନଙ୍କ ଏଭଳି କିଛି ରହସ୍ୟ ରହିଛି।
ବୈଜ୍ଞାନିକ ମାନେ ମଧ୍ୟ ଏବେ କିଛି ଜାଣି ପାରୁ ନାହାଁନ୍ତି। ଏବେ କିନ୍ତୁ ଏଲିଏନ ମାନଙ୍କ ଠିକଣା ମିଳି ଯାଇଛି। ଆଉ ସେମାନେ ନିଜେ ହିଁ ଏବେ ସାମ୍ନାକୁ ଆସି ଯାଇଛନ୍ତି।
Special report
ଆଉ ସେମାନଙ୍କ ରୂପ ବିଷୟରେ ମଧ୍ଯ ଏବେ ଜାଣିବାକୁ ମିଳିଛି। ମଣିଷ ମାନଙ୍କ ଠାରୁ ଦେଖିବା ପାଇଁ ଏମାନେ ଅଲଗା ଅଟନ୍ତି। ଆଉ ଏମାନଙ୍କ ରଙ୍ଗ ହେଉଛି ସବୁଜ ରଙ୍ଗ।
Special report
କାନ ଦାନ୍ତ ରୁ ସେମାନଙ୍କର ଚମକ ମଧ୍ୟ ଆସିବାକୁ ଲାଗୁଛି। ଏହି ଘଟଣା ଘଟିଛି ଆମେରିକାର ଏକ ପରିବାର ରେ। ଏହି ପରିବାର ଦେଇଛନ୍ତି ଏଭଳି କିଛି ତଥ୍ଯ ଯାହାକୁ ଶୁଣିବା ପରେ ଆପଣ ମାନେ ମଧ୍ୟ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ।
କାରଣ ତାଙ୍କ ଘରେ ପଛ ପଟେ ତାଙ୍କୁ ଏକ ବିଶାଳକାୟ ଲୋକ ଦେଖା ଦେଇଛି। ସେମାନେ ଏହି ଦୃଶ୍ୟକୁ ତାଙ୍କ ମୋବାଇଲ ରେ ମଧ୍ଯ କାଏଦ କରିଛନ୍ତି।
Special report
ଏମାନେ ମଣିଷ ଅପେକ୍ଷା ଖୁବ ଲମ୍ବା ଅଟନ୍ତି। ଏମାନଙ୍କ ଦାନ୍ତ ଓ କାନ ଚମକୁ ଥିଲା ଓ ସେଥିରୁ ଲାଇଟ୍ ମଧ୍ଯ ବାହାରୁ ଥିଲା। ଏଭଳି ଲାଗୁଥିଲା କି ତାଙ୍କର ନାକ ନାହିଁ ଅର୍ଥାତ ସେମାନେ ଏକ ନାକ ବିହୀନ ମଣିଷ ଅଟନ୍ତି।
ଏକଥା କିଛି ଲୋକ ଜାଣିବା ପରେ ଏହାକୁ ମିଛ ଭାବୁଛନ୍ତି। ଆଉ କିଛି ଲୋକ ହସୁଛନ୍ତି ମଧ୍ୟ। ଆଉ କିଛି ଲୋକ କିନ୍ତୁ ଚୁପ୍ ରହି ଏହି ସମ୍ପର୍କରେ ଜାଣିବାକୁ ଚେଷ୍ଟା କରୁଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.