Movie prime

ଅର୍ଜୁନ - ମଲାଇକା ହେଉଥିଲେ ପ୍ରେମ , ହଠାତ୍ ଭାଙ୍ଗିଗଲା ଖଟ !! ତାପରେ ଅଣ୍ଟା ଧରି ମେଡିକାଲ୍ ଗଲେ...

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ମଲାଇକା ଆରୋରା ହେଉଛନ୍ତି ବଲିଉଡର ସେହି ସୁନ୍ଦର ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ଯିଏକି ଗତ କିଛି ବର୍ଷ ଧରି ଫିଲ୍ମରେ ଦେଖା ଦେଇନାହାଁନ୍ତି କିନ୍ତୁ ଏହା ପରେ ମଧ୍ୟ ତାଙ୍କର ଲୋକପ୍ରିୟତା ହ୍ରାସ ପାଇନାହିଁ ।
ତାଙ୍କୁ ୪୯ ବର୍ଷ ହୋଇଥିଲେ ମଧ୍ୟ ସେ ଏବେ ମଧ୍ୟ ଖୁବ ସୁନ୍ଦର୍ ଦେଖା ଯାଉଛନ୍ତି। ଏବଂ ତାଙ୍କୁ ମଧ୍ୟ କିଛି ଲୋକ ପସନ୍ଦ କରୁଥିବା ବେଳେ ଅନ୍ୟ କିଛି ଲୋକ ମଧ୍ୟ ତାଙ୍କୁ ଖୁବ ଟ୍ରୋଲ କରନ୍ତି।
Special report
ତାଙ୍କର ଆଉ ଅର୍ଜୁନ କପୁର ଙ୍କ ସମ୍ପର୍କ କୁ ନେଇ ଲୋକ ମାନେ ଖୁବ ମଜାକ ମଧ୍ୟ ଉଡ଼ାଇ ଥାଆନ୍ତି। କାରଣ ଅର୍ଜୁନ କପୁର ତାଙ୍କ ଠାରୁ ୧୨ ବର୍ଷ ସାନ।ମଲାଇକା ଆରୋରା ୨୦୧୭ ରେ ଅରବାଜ ଖାନଙ୍କଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ
ଆଉ ଏଥିପାଇଁ ସେ ମଧ୍ୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଥିଲେ। ଚାରି ଆଡେ଼ କେବଳ ତାଙ୍କରି ହିଁ ଚର୍ଚ୍ଚା ହେବାରେ ଲାଗିଥିଲା। ତାଙ୍କର ଏକ ପୁତ୍ର ସନ୍ତାନ ଥାଇ ମଧ୍ୟ ସେ କାହିଁକି ଅଲଗା ହୋଇ ଗଲେ ତାହା କେହି ଜାଣି ପାରି ନଥିଲେ।
ଅରବାଜ ଖାନଙ୍କଠାରୁ ଅଲଗା ହେବା ପରେ ସେ ତାଙ୍କଠାରୁ ୧୨ ବର୍ଷ ସାନ ଅର୍ଜୁନ କପୁରଙ୍କ ସହ ସେ ଏକାଠି ନଜର ଆସିଥିଲେ। ଆଉ ଏହା ମଧ୍ଯ ଖବର ସାମ୍ନାକୁ ଆସିଥିଲା କି ଦୁହେଁ ଦୁହିଁଙ୍କୁ ଡେଟ କରୁଛନ୍ତି। ହେଲେ ପ୍ରଥମେ ଦୁହେଁ ଏହି କଥା କୁ ସମସ୍ତଙ୍କ ନିକଟରୁ ଲୁଚାଇ ଥିଲେ।
Special report
ହେଲେ ସମୟ କ୍ରମେ ଏକଥା ସମସ୍ତେ ଜାଣିବାକୁ ପାଇ ଯାଇଥିଲେ। ସେତେବେଳେ ଆଉ ଦୁହେଁ ଏକତ୍ର କୁ ଲୁଚାଇ ନଥିଲେ। ନିକଟରେ ମଲାଇକା ଅର୍ଜୁନ କପୂର୍ ଙ୍କ ସହ ବନ୍ଦ୍ କୋଠରୀ ମଧ୍ୟରେ କଣ କରନ୍ତି ବୋଲି କହିଛନ୍ତି ।
ମଲାଇକା ଆରୋରା କହିଛନ୍ତି ଯେ ଯେତେବେଳେ ସେ ଏବଂ ଅର୍ଜୁନ ଏକ ବନ୍ଦ କୋଠରୀରେ ଥାଆନ୍ତି ସେତେବେଳେ ଅର୍ଜୁନ ତାଙ୍କୁ ଛୋଟ ପିଲା ପରି ବ୍ୟବହାର କରନ୍ତି। କେବଳ ଏତିକି ନୁହେଁ ମଲାଇକା ଆହୁରି କହିଛନ୍ତି ଯେ ସେ ଶୋଇବା ପର୍ଯ୍ୟନ୍ତ,
ଅର୍ଜୁନ କପୁର ତାଙ୍କ କପାଳରେ ହାତ ରଖି ତାଙ୍କୁ ଶୋଇ ପକାଇବାକୁ ଚେଷ୍ଟା କରନ୍ତି ଏବଂ ତାଙ୍କର ସୁମଧୁର ସ୍ୱର ରେ ଗୀତ ମଧ୍ଯ ଗାଇ ଶୁଣାଇ ଥାଆନ୍ତି। ଆଉ ଅର୍ଜୁନ ଙ୍କ ଏହି ବ୍ୟବହାର ମଲାଇକା ଙ୍କୁ ଖୁବ ପଶନ୍ଦ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.