Movie prime

ଆଶ୍ଚର୍ୟ୍ଯ ଜନକ ଦେଶ ମଲା ପରେ ମଧ୍ୟ ମୃତ ଲୋକ ଘରେ ରୁହନ୍ତି ଜୀବିତ ଦେଖନ୍ତୁ କେଉଁ ଦେଶରେ ରହିଛି ଏମିତି ପ୍ରଥା

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special report
ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ଏଭଳି କିଛି ଖବର ବିଷୟରେ ଜାଣିପାରିବେ ଯାହା ଆପଣଙ୍କ ମନରେ ଅନେକ କଥା ଆଣିବ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ଏହି ଖବର ହେଉଛି ଇଣ୍ଡୋନେସିଆ ସହରର । ଜଣେ ଓଡ଼ିଆ ପର୍ଯ୍ୟଟକ ସେଠାକୁ ଯାଇଛନ୍ତି।
ସେ ଅନେକ କଥା ଏହି ବିଷୟରେ କହିଛନ୍ତି । ମୂର୍ତ୍ତିକୁ ନେଇ ସେ କିଛି କଥା କହିଛନ୍ତି । କେହି ଜଣେ ମରିଗଲେ ତାଙ୍କୁ ପୋତି ଦିଅନ୍ତି ବା ପୋଡ଼ି ଦିଅନ୍ତି । କିନ୍ତୁ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି ଏକ ଖବର ଜାଣିପାରିବେ କି ଇଣ୍ଡୋନେସିଆର ଏକ ଅଞ୍ଚଳରେ ବ୍ୟକ୍ତିମାନେ ମୃ-ତ୍ୟୁବରଣ କରିଲେ
Special report
 ତାଙ୍କୁ ପୋଡନ୍ତି କି ପୋତନ୍ତି ନାହିଁ । ତାଙ୍କୁ ଘରେ ରଖିଥାନ୍ତି । ଏହି ବ୍ୟକ୍ତିମାନେ ମୃତ୍ୟୁବରଣ କରିବା ପରେ ତାଙ୍କ ପରିବାର ଲୋକେ ତାଙ୍କୁ ଘରେ ରଖନ୍ତି । ଆଉ ବଞ୍ଚିଥିବା ଲୋକ ଭଳି ବ୍ୟବହାର କରନ୍ତି ।
ଏହି ଭିଡିଓ ମାଧ୍ୟମରେ ଆପଣମାନେ ଦୁଇଜଣ ବ୍ୟକ୍ତିଙ୍କୁ ଅର୍ଥାତ୍ ଜଣେ ମହିଳା ଆଉ ଜଣେ ପୁରୁଷଙ୍କୁ ଦେଖିପାରିବେ । ଆଉ ଏହି ପୁରୁଷ ଏବଂ ମହିଳା ମରି ଯାଇଛନ୍ତି କିନ୍ତୁ ତାଙ୍କ ପରିବାର ତାଙ୍କୁ କବର ଭିତରେ ରଖିଥିଲେ । ତାଙ୍କର ସୁଧ ସରି ଯାଇଛି ।
Special report
ଆଉ ଏହି ମୂର୍ତ୍ତି ହେଉଛି ୧୫ ବର୍ଷ ତଳର । ଆଉ ଏହି ପ୍ରକାରର କାମକୁ ମାନିନୀ ପ୍ରଥା କୁହାଯାଏ । ଇଣ୍ଡୋନେସିଆ ଅଞ୍ଚଳର ସେହି ଲୋକମାନେ ଏହି ପରମ୍ପରାକୁ ମାନିଥାନ୍ତି । ସେମାନେ ପୋଷାକ ମଧ୍ୟ ଏହି ମମି ମାନଙ୍କୁ ପିନ୍ଧାଇ ଥାଆନ୍ତି । 
ଯେତେବେଳେ ସେମାନଙ୍କର ମୃ-ତ୍ୟୁ ହୁଏ । ସେମାନଙ୍କ ଦେହରେ ଏକ ଗଛର ପତ୍ର ଦିଆଯାଇଥାଏ । ସେଥିପାଇଁ ତାଙ୍କ ଶରୀର ସଢ଼ି ନଥାଏ । ଆଉ ସେମାନେ ତାଙ୍କୁ ସଫା କରି ପୋଷାକ ପିନ୍ଧାଇ ଘରେ ରଖିଥାନ୍ତି । ଶବ ହୋଇଥିଲେ ମଧ୍ୟ ସେମାନେ ପରିବାରର ସଦସ୍ୟ ଭଳି ତାଙ୍କ ସହିତ କଥାବାର୍ତ୍ତା କରିଥାନ୍ତି ।
ଆଉ ତାଙ୍କ ସହ ଫଟୋ ବି ଉଠାଇଥାନ୍ତି । ଏହିଭଳି ଅନେକ ଲୋକ ସେଠାରେ ଏହିଭଳି ରଖାଯାଇଛି। ଏହି ଭିଡିଓ ମାଧ୍ୟମରେ ଆପଣମାନେ ସମ୍ପୂର୍ଣ୍ଣ ଖବର ଦେଖିପାରିବେ ଆଉ ଅନେକ କଥା ଏହି ବିଷୟରେ ଜାଣିପାରିବେ । ଏବେ ଏହାକୁ ନେଇ ଚର୍ଚ୍ଚା ହେଉଛି ।