Movie prime

୨୦୩୦ ବେଳକୁ ସ୍ମାର୍ଟ ଫୋନରେ ଆସି ଯାଇଥିବ ଏକ ନୂଆ ବିପ୍ଳବ, ଲୋକେ ହାତରେ ନ ଧରି ସିଧା ହାତ ଉପରେ କରିବେ ଫୋନ୍ ବ୍ୟବହାର

 
Special report
ନମସ୍କାର ପାଠକ ବନ୍ଧୁ।ବର୍ତ୍ତମାନ ସମୟ ରେ ସ୍ମାର୍ଟ ଫୋନ୍ ଟା ସମସ୍ତଙ୍କ ପାଇଁ ବେଶ୍ ଦରକାରୀ।ତା ବିନା ମଣିଷ ନିଜକୁ କଳ୍ପନା କରି ପାରିବ ନାହିଁ।ଏଥିରେ ମଣିଷ ବିଭିନ୍ନ କାମ କରିବା ସହିତ ମନୋରଞ୍ଜନ ପାଇଁ ମଧ୍ୟ ବ୍ୟବସ୍ଥା କରି ଥାଏ।
Special report
ତେବେ ଏବେ ଏମିତି ଏକ ଖବର ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ ଯାହା ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ।ଆଉ ମାତ୍ର କେତେ ବର୍ଷ ଭିତରେ ଏହି ସ୍ମାର୍ଟ ଫୋନ୍ ର ଶେଷ ହୋଇ ଯିବ।ବୈଜ୍ଞାନିକ ମାନେ କହୁଛନ୍ତି ୨୦୩୦ ମସିହା ହେଉଚି ଏହି ସ୍ମାର୍ଟ ଫୋନ୍ ର ଶେଷ ବର୍ଷ।
ତେବେ ଆଉ ଏକ ଖବର ମଧ୍ୟ ଶୁଣିବାକୁ ମିଳୁଚି କି ୨୦୩୦ ମସିହା ରେ ସ୍ମାର୍ଟ ଫୋନ୍ ଶେଷ ହୋଇ ଯିବା ପରେ ସ୍ମାର୍ଟ ଫୋନ୍ ର ସ୍ମାର୍ଟ ଚିଫ ମସ୍ତିଷ୍କ ରେ ଲାଗି ଯାଇ ଥିବ।ନୋକିଆ ଫୋନ୍ ର ମୁଖ୍ୟ କହିଛନ୍ତି କି ଆଜି ଆମେ ସ୍ମାର୍ଟ ଫୋନ୍ ସହିତ ଖୁବ୍ ପରିଚିତ।
ସେଥିରେ ଆମେ ବିଭିନ୍ନ ଜିନିଷ ଦେଖୁଚୁ।ହେଲେ ଆଉ କିଛି ବର୍ଷ ଭିତରେ ଏହା ଆଉ ଦେଖା ଯିବ ନାହିଁ।ଏବେ ସବୁ ୫ ଜି ନେଟୱାର୍କ ରେ ଫୋନ୍ ଗୁଡ଼ିକ ଚାଲୁଛି।ହେଲେ ୬ ଜି ବେଳ କୁ ଏହାର ସମସ୍ତ ଡିଭାଇସ ଆମ ଶରୀର ଭିତରକୁ ପଠା ଯାଇ ଥିବ।
Special report
ଆମେ ଯାହା ବି ଚାହୁଁ ଥିବା ଖୁବ୍ କମ୍ ସମୟ ମଧ୍ୟରେ ଆମ ଶରୀର ମଧ୍ୟରେ ଦେଖି ପାରିବା।ଏଥିରେ ବହୁତ କିଛି ଉନ୍ନତି କରା ଯିବ।ଏଥିରେ ନେଟ ସ୍ପିଡ କୁ ୬ ଜି କରା ଯିବ।ତାଙ୍କର ଏହି କଥା ଶୁଣି ସେଠାରେ ଉପସ୍ଥିତ ଥିବା କିଛି ଲୋକ ମାନେ ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲେ।
ସେ ଆହୁରି ମଧ୍ୟ କହିଥିଲେ କି ବଡ ସ୍ତର ରେ କମ୍ପ୍ୟୁଟର ପାୱାର ଓ ଫାଷ୍ଟ ନେଟୱର୍କ ସ୍ପୀଡ ର ଆବଶ୍ୟକତା ପଡ଼ିବ।ଏହା ବର୍ତ୍ତମାନ ର ନେଟ ୱାର୍କ ଠାରୁ ପ୍ରାୟ ଏକ ହଜାର ଗୁଣ ଅଧିକ ହେବ ବୋଲି ସୂଚନା ରହିଛି।
୨୦୩୦ ସୁଦ୍ଧା ଏହି ସ୍ମାର୍ଟ ଫୋନ୍ ବ୍ୟବହାର କୁ ବନ୍ଦ କରି ଦିଆ ଯିବ।ଲୋକ ଙ୍କ ଶରୀର ଭିତରେ ଏକ ଡିଭାଇସ୍ ରହିବ।ଏଥିରେ ସେମାନେ ଯେତେବେଳେ ଚାହିଁବେ କିଛି ନୂଆ ବାହାର କରି ପାରିବେ।
ତେବେ ଏହି କଥା ଟି ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ ଲାଗି ଥିଲେ ବି ସତ।ମଣିଷ ମସ୍ତିଷ୍କ କୁ ଖୁବ୍ ଶୀଘ୍ର ଇଣ୍ଟରନେଟ ସହିତ ଯୋଡା ଯିବ।ଯାହା ଦ୍ଵାରା ସେମାନେ ଘରେ ବସି ସବୁ ସୁବିଧା ପାଇ ପାରିବେ।