Movie prime

ଆତ୍ମା ଦେଖିବ ବୋଲି ସାରା ପରିବାର ଲୋକଙ୍କୁ ହ-ତ୍ୟା କରିଦେଲା ପାଗଳ ଡାକ୍ତର ଦେଖନ୍ତୁ ଏହି ବ୍ୟକ୍ତିଙ୍କୁ ଦେଖିଲେ ଆପଣ ଭୟଭୀତ ହୋଇ ଉଠିବେ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆମେ ଆଜି ଆପଣଙ୍କୁ ଏଭଳି ଏକ ବ୍ୟକ୍ତି ଙ୍କ କଥା କହିବାକୁ ଯାଉଛୁ ଯିଏକି ଆତ୍ମା ଦେଖିବା ପାଇଁ ଚାରି ଜଣଙ୍କୁ ହ-ତ୍ୟା କରି ଦେଇଛନ୍ତି। ତାଙ୍କ ମନରେ ଆତ୍ମା କଣ ଓ କେମିତି ଜାଣିବା ପାଇଁ ଉତ୍କଣ୍ଠା ଥିଲା।
Special report
ଏଥିପାଇଁ ସେ ପରିବାର ର ଚାରି ଜଣ ଲୋକଙ୍କୁ ମାରି ଦେଇଥିଲେ। ଏଭଳି ଏକ ଘଟଣା ଘଟି ଯାଇଛି କେରଳ ଠାରେ। ଏହା ଜଣା ପଡ଼ିଛି କି ସେ ଡାକ୍ତରୀ ପଢିବାକୁ ଯାଇଥିବା ବେଳେ ତାଙ୍କ ମାନସିକ ରୋଗ ବାହାରି ଥିଲା।
ଆଉ ଏହାରି ମଧ୍ୟରେ ତାଙ୍କର ମନକୁ ଆସିଥିଲା ଆତ୍ମାର କଥା। ସେ ଆତ୍ମା କଣ ତାହା ଜାଣିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ବିଦେଶରେ ତାଙ୍କର ଡାକ୍ତରୀ ପଢା ସାରି ସେ କେରଳ ଚାଲି ଆସିଥିଲେ।
Special report
ହେଲେ ତାଙ୍କର ବ୍ଯବହାର କିନ୍ତୁ ସମସ୍ତଙ୍କୁ ବ୍ୟଥିତ କରି ଦେଇଥିଲା।ବିଭିନ୍ନ ପ୍ରକାରର ମନ ବୈଜ୍ଞାନିକ ଙ୍କୁ ଦେଖାଇଥିଲେ ମଧ୍ୟ ତାଙ୍କର ବ୍ଯବହାର ରେ କୌଣସି ପ୍ରକାରର ପରିବର୍ତ୍ତନ ହୋଇ ନଥିଲା।
ସବୁ ବେଳେ ସେ ଆତ୍ମା କିଭଳି ଦେଖିବାକୁ ବୋଲି ବିଚଳିତ ହୋଇ ଯାଉଥିଲେ। ଶେଷରେ ଘରେ ତାଙ୍କ ମାଆ ବିଶ୍ରାମ ନେଉଥିବା ବେଳେ ତାଙ୍କ ରୁମ କୁ ଯାଇଥିଲେ। ଆଉ ତାଙ୍କୁ ଧାରୁଆ ଛୁରୀ ରେ ଆକ୍ରମଣ କରିଥିଲେ।
Special report
ଏହାପରେ ମାଆ ଙ୍କ ଚିତ୍କାର ଶୁଣି ସମ୍ପର୍କୀୟ ମହିଳା ମଧ୍ଯ ଦୌଡ଼ି ଆସିଥିଲେ। ସେ ମଧ୍ୟ ବିଜୟଙ୍କ କବଳରୁ ବଞ୍ଚି ପାରି ନଥିଲେ କାରଣ ତାଙ୍କୁ ମଧ୍ୟ ସେ ଧାରୁଆ ଛୁରୀ ରେ ଆକ୍ରମଣ କରି ପକାଇ ଥିଲେ।
ଦୁଇ ଜଣଙ୍କ ମୃ-ତ୍ୟୁ ପରେ ମଧ୍ଯ ସେ ଆତ୍ମା କୁ ଦେଖି ପାରି ନଥିଲେ। ତିନି ଘଣ୍ଟା ପରେ ଘରକୁ ଫେରିଥିଲେ ତାଙ୍କର ବାପା ଓ ଭଉଣୀ ସେତେବେଳ ପର୍ଯ୍ୟନ୍ତ ତାଙ୍କ ମନରେ ଆତ୍ମା ଦେଖିବା ପାଇଁ ଉତ୍କଣ୍ଠା ଥିଲା।
ଏହାପରେ ସେ ନିଜର ବାପା ଭଉଣୀଙ୍କୁ ମଧ୍ଯ ଆତ୍ମା ଦେଖିବା ପାଇଁ ମାରି ଦେଇଥିଲେ। ଲଗାତାର ୪ ଦିନ ପର୍ଯ୍ୟନ୍ତ ଆତ୍ମା ଦେଖିବେ ବୋଲି ଶବ ପାଖରେ ବସି ରହିଥିଲେ। ଏବେ ତାଙ୍କୁ ପୋଲିସ ଧରି ନିଜ ହେପାଜକୁ ନେଇଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.