Movie prime

ଆଜ୍ଞା ମୁଁ କଣ କରିବି କୁହନ୍ତୁ, ବାପା ମୋର ବେଡ ରେ ... ଘର ଚଳେଇବାକୁ ଶେଷରେ ବାର ରେ ନାଚିଲି..

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ପଇସା ରୋଜଗାର ପାଇଁ ବିଭିନ୍ନ ପ୍ରକାରର ଉପାୟ ମାନ ଥାଏ। ଆଉ କିଛି ଝିଅ ମଧ୍ଯ ପଇସା ରୋଜଗାର କରିବା ପାଇଁ ବାର୍ ଗାର୍ଲ୍ ହେବାକୁ ପସନ୍ଦ କରିଛନ୍ତି।
କାରଣ ସେମାନେ ଜାଣିଛନ୍ତି କି ସମାଜରେ ବଞ୍ଚି ରହିବାକୁ ହେଲେ ପଇସା ତ ନିହାତି ଆବଶ୍ୟକ ଅଟେ। ଆଉ ସେମାନେ ପଇସା ରୋଜଗାର କରିବାକୁ ଚାହାଁନ୍ତି। ସେଥିପାଇଁ ଏହି ପଇସା ସହଜରେ ମିଳି ନଥାଏ ଏଥିପାଇଁ କଠୋର ପରିଶ୍ରମ କରିବାକୁ ପଡେ।
ସେଥିପାଇଁ ସେମାନେ ବାର୍ ଗାର୍ଲ୍ ରୂପେ କାର୍ଯ୍ୟ କରୁଛନ୍ତି କାରଣ ସେମାନେ ଜାଣିଛନ୍ତି କି ଯଦି ସେମାନେ ବାର୍ ଗାର୍ଲ୍ ଭାବରେ ଡାନ୍ସ କରିବେ ତେବେ ସେମାନଙ୍କୁ ଏଥିପାଇଁ ଅଧିକ ପଇସା ମିଳିବ। ଆଉ ଏହି ସମ୍ପର୍କରେ ଯେତେବେଳେ କିଛି ବାର୍ ଗାର୍ଲ୍ ଙ୍କୁ ପଚରା ଯାଇଥିଲା ସେମାନେ ଏଭଳି କିଛି ଉତ୍ତର ଦେଇଥିଲେ।
Special report
ସମସ୍ତେ କହିଥିଲେ କି କେହି ଏହି ଲାଇନ କୁ ଖୁସୀ ରେ ଆସି ନାହାଁନ୍ତି ତାଙ୍କର ଏହି ଲାଇନ କୁ ଆସିବା ପଛରେ ପରିବାର ର ଆର୍ଥିକ ସ୍ଥିତି କାରଣ ସାଜିଛି। ନିଜ ପରିବାର ଓ ନିଜ ଖର୍ଚ୍ଚ ଉଠାଇବା ପାଇଁ ସେମାନେ ଏହି ଲାଇନ କୁ ଆସିଛନ୍ତି।
ସେଥି ମଧ୍ୟରୁ ଜଣେ ଯୁବତୀ ଏହା କହିଥିଲେ କି ଯେତେବେଳେ ତାଙ୍କର ବାପା ଙ୍କ ଦୁର୍ଘଟଣା ହୋଇଗଲା ସେତେବେଳେ ସେ ବେଡ଼ ରେ ପଡି ରହିଲେ। ଆଉ ତାଙ୍କର ବାପା ତାଙ୍କ ଘରେ ଏକମାତ୍ର ରୋଜଗାର କ୍ଷମ ବ୍ୟକ୍ତି ଥିଲେ।
ଏଥିପାଇଁ ପରିବାର ର ଭାର ଉଠାଇବା ପାଇଁ ତାଙ୍କୁ ବାର୍ ଗାର୍ଲ୍ ହେବାକୁ ପଡ଼ିଲା। ଆଉ ଏବେ ମଧ୍ୟ ସେ ଏହି ବାର୍ ରେ ନାଚି ଖୁବ୍ ଖୁସିରେ ଅଛନ୍ତି। ମାସକୁ ପାଖା ପାଖି ୫୦ ହଜାର ଟଙ୍କା ରୋଜଗାର କରି ପାରୁଛନ୍ତି।
ସେମାନେ ଏଭଳି କାମ ସେମାନଙ୍କ ପରିବାର ପାଇଁ ନିଜ ଇଚ୍ଛାରେ କରୁ ଥିବାର କହିଛନ୍ତି। ଆଉ ସେମାନେ ମଧ୍ଯ ଏହି କାମ କରି ଖୁବ୍ ଖୁସୀ ରେ ଅଛନ୍ତି।କେହି କେହି ନିଜେ ରୋଜଗାର କରି ନିଜ ଖର୍ଚ୍ଚ ଓ ନିଜର ପରିବାର ଖର୍ଚ୍ଚ ଉଠାଇବାକୁ ଚାହୁଁଛି ତ ଆଉ କେହି ଆଗକୁ ପାଠ ପଢିବା ପାଇଁ ଏଭଳି କରୁଛନ୍ତି ବୋଲି କହିଥିଲେ।
ଏଭଳି ଅନେକ ଯୁବତୀ ମାନେ ଅନେକ କଥା ମଧ୍ୟ କହିଛନ୍ତି। ତେବେ ଏହି ସମ୍ପର୍କରେ ଆପଣ ମାନେ କଣ କହିବାକୁ ଚାହୁଁଛନ୍ତି ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.