Movie prime

ନିଜ ଯୌବନ ଅବସ୍ଥା ରେ ଏହି ସବୁ ଖରାପ ଅଭ୍ୟାସ ପାଇଁ ଆଜି ହସ୍ପିଟାଲ ବେଡ ରେ ପସ୍ତାଉଛନ୍ତି ବିଗ ବି

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଅମିତାଭ ବଚ୍ଚନ ହେଉଛନ୍ତି ଜଣେ ଏଭଳି ଅଭିନେତା ଯିଏ କି ଜଣେ ବରିଷ୍ଟ କଳାକାର। ତାଙ୍କ ସହ ଅଭିନୟ କରିବା ପାଇଁ ଅନେକ ଲୋକ ମାନଙ୍କ ସ୍ବପ୍ନ ମଧ୍ଯ ଥାଏ।
ତାଙ୍କ ଅଭିନୟ ରେ ତାଙ୍କ ସହ ଆଉ କେହି ମଧ୍ୟ ଖାପ ଖୁଆଇ ପାରିବେ ନାହିଁ। କାରଣ ତାଙ୍କ ଅଭିନୟ ର ତୁଳନା ହିଁ ନାହିଁ। ସେ ଏଭଳି ନିର୍ଦ୍ଵନ୍ଦରେ ଅଭିନୟ କରନ୍ତି ଯାହାକୁ କି ଦର୍ଶକ ମାନେ ଖୁବ ପଶନ୍ଦ କରନ୍ତି।
ଏବେ ଆମେ ଆପଣଙ୍କୁ ଅମିତାଭ ବଚ୍ଚନ ଙ୍କ ସମ୍ପର୍କ ରେ ଏଭଳି ଏକ କଥା କହିବାକୁ ଯାଉଛୁ ଯାହାକୁ ଆପଣ ମାନେ କେବେ ହେଲେ ମଧ୍ୟ ବିଶ୍ଵାସ କରି ନଥିବେ। ଆଜ୍ଞା ହଁ ଆପଣ ମାନେ ପ୍ରାୟତଃ ଅନେକ କଳାକାର ଙ୍କ ସମ୍ପର୍କ ରେ ଜାଣିଥିବେ
ଯେଉଁମାନେ କି ନିଶା ଦ୍ରବ୍ୟ ସେବନ କରିଥାଆନ୍ତି। ହେଲେ ଅମିତାଭ ବଚ୍ଚନ ଙ୍କ ନାମରେ ଏଭଳି କଥା କେବେ ହେଲେ ମଧ୍ୟ ଶୁଣିବାକୁ ମିଳି ନାହିଁ। କାରଣ ସେ କେବେ ହେଲେ ନିଶା ସେବନ କରନ୍ତି ନାହିଁ।
Special report
ସେ ଏହି ବୟସରେ ମଧ୍ଯ ନିଜକୁ ଖୁବ ଭଲ ଭାବରେ maintain କରି ରଖିଛନ୍ତି। ଅଭିନୟ ଜଗତରେ ଥାଇ ମଧ୍ୟ ସେ ନିଶା ସେବନ କରୁ ନାହାଁନ୍ତି ଏହା ଏକ ବହୁତ ବଡ଼ କଥା।
ସେ ଅନେକ ବଡ଼ ବଡ଼ ପାର୍ଟି ରେ ମଧ୍ଯ ପ୍ରାୟତଃ ସମୟରେ ତାଙ୍କୁ ଅଂଶ ଗ୍ରହଣ କରୁଥିବାର ଦେଖିବାକୁ ମିଳି ଥାଏ। ହେଲେ ସେ ଏହା ମଧ୍ୟ କହିଥିଲେ କି ଦିନ ଥିଲା ସେ ଖୁବ୍ ନିଶା ସେବନ କରୁଥିଲେ। ଏହା ସେ ନିଜେ ହିଁ ସ୍ବୀକାର କରିଛନ୍ତି।
ଆଉ ସେ ଯେତେବେଳେ ଜାଣି ପାରିଲେ କି ସେ ଅତ୍ୟଧିକ ନିଶା ସେବନ କରୁଛନ୍ତି ସେତେବେଳେ ସେ ପିଉ ଥିବା ନିଶା ଗ୍ଲାସ୍ କୁ ହିଁ ନିଜ ପାଖରୁ ଦୂରେଇ ଦେଇଥିଲେ।
ଏହାପରେ ଧୀରେ ଧୀରେ ସେ ନିଶା ସେବନ କରିବା ଛାଡ଼ି ମଧ୍ୟ ଦେଇଥିଲେ। ଆଉ ସେ ଏବେ ମଧ୍ୟ ବିଲକୁଲ ନିଶା ସେବନ କରୁ ନାହାଁନ୍ତି। ଏତେ ବଡ ଏକ ବରିଷ୍ଠ କଳାକାର ହୋଇ ମଧ୍ୟ ସେ ନିଶା ସେବନ କରୁ ନାହାଁନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.