Movie prime

ଶେଷ ରେ ୫୦ କୋଟି ରେ ବିକ୍ରି ହୋଇଗଲା ଶତାବ୍ଦୀ ର ଶେଷ ଡାଇନୋସର କଙ୍କାଳ, ଦେଖିବାକୁ ଲୋକ ଙ୍କ ପ୍ରବଳ ଭିଡ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଡାଇନେଶର ଏକ ଏଭଳି ଯିବ ଅଟେ ଯାହାକି ପୃଥିବୀ ରୁ ସଂପୂର୍ଣ୍ଣ ଭାବରେ ଲୋପ ପାଇ ସାରିଲାଣି। ଏହି ଯିବ ମଧ୍ୟ ଆଉ ଆମ ପୃଥିବୀ ରେ ଦେଖିବାକୁ ମିଳୁ ନାହାଁନ୍ତି।
ହେଲେ ଏବେ ଡାଇନେଶର ସମ୍ପର୍କରେ ପୁନର୍ବାର ଚର୍ଚ୍ଚା ହୋଇଛି । କାରଣ ୬ ନିୟୁତ ବର୍ଷ ପୂର୍ବେ ଦୁନିଆର ସବୁ ଠାରୁ ବଡ ଆଉ ଭୟଙ୍କର ଡାଇନେଶର ର କଙ୍କାଳ ଯାହାର କି ମୂଲ୍ୟ ହେଉଛି ୬ ମିଲିୟନ ଡଲାର ,
Special report
ଅର୍ଥାତ ଏହାର ମୁଲ୍ୟ ପାଖାପାଖି ୫୦ କୋଟି ଟଙ୍କା ହେବ। ତାହା ଏବେ ବିକ୍ରୀ ହୋଇ ଯାଇଛି। ଏହି କଙ୍କାଳ ର ନାମ ରହିଛି ଟ୍ରିନିଟୀ। ଏହା ମଧ୍ୟ ଏକ ଏକ ଶିକାର କରୁଥିବା ଭୟଙ୍କର ଡାଇନେଶର ଥିଲା।
ଏହାକୁ ବିକ୍ରୟ କରିବା ପାଇଁ ଜଣେ ଆମେରିକୀୟ ନାଗରିକ ଏହାକୁ ସ୍ୱିଜରଲ୍ୟାଣ୍ଡର ଜୁରିଚରେ ଥିବା କଲର୍ ନିଲାମ ହାଉସକୁ ଦେଇଥିଲେ। ଆଉ ଏବେ ଏହାକୁ ଏକ ୟୁରୋପୀୟ କଲେକ୍ଟର କିଣିଛନ୍ତି।
ନିଲାମକର୍ତ୍ତା ସିରିଲ କଲର କହିଛନ୍ତି ଯେ ବିଶ୍ୱରେ ପ୍ରଥମ ଥର ଏବଂ ତୃତୀୟ ଥର ପାଇଁ ଏଭଳି ଉତ୍କୃଷ୍ଟ ଅବସ୍ଥାରେ ଏହି କଙ୍କାଳ ବିକ୍ରି ହୋଇଛି। କୋଲର ସ୍ୱିଜରଲ୍ୟାଣ୍ଡର ସବୁଠାରୁ ବଡ ନିଲାମ ଘର ହୋଇଥିବା ବେଳେ
Special report
ନିଲାମ ହାଉସରେ ପ୍ରାୟ ତିନି ସପ୍ତାହ ପର୍ଯ୍ୟନ୍ତ ଟ୍ରିନିଟି କଙ୍କାଳ କୁ ସେଠାରେ ଲୋକ ମାନଙ୍କୁ ପ୍ରଦର୍ଶନ କରା ଯାଇଥିଲା। ଏହି ସମୟ ମଧ୍ୟରେ, ୩୦ ହଜାରରୁ ଅଧିକ ଲୋକ ଏହାକୁ ଦେଖିବାକୁ ଆସିଥିଲେ।
ଅଧିକାଂଶ ପିଲା ମଧ୍ୟ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିବା ବେଳେ ଲୋକ ମାନେ ମଧ୍ୟ ଏତେ ବଡ଼ କଙ୍କାଳ କୁ ନିଜ ଆଖିରେ ଦେଖି ବିଶ୍ବାସ କରି ପାରୁ ନଥିଲେ। ଯିଏବି ଏହାକୁ ଦେଖୁଥିଲେ ସେମାନେ କିଛି ସମୟ ପର୍ଯ୍ୟନ୍ତ ସେଠାରେ ଅଟକି ରହି ଯାଉଥିଲେ।
Special report
ସେଠାରେ ପ୍ରାୟତଃ ସମୟରେ ଏହି କଙ୍କାଳ କୁ ଦେଖିବା ପାଇଁ ଭିଡ଼ ମଧ୍ୟ ଲାଗି ରହୁଥିଲା। ତେବେ ଏହି କଙ୍କାଳ ଟି ଏବେ ନିଲାମ ହୋଇ ଯାଇଛି।ତେବେ ଆପଣ ଏହାକୁ ଦେଖି କଣ କହିବେ ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.