Movie prime

ପୁଣି ବଲିଉଡ୍ ରେ ଆସିଗଲା ଦୁଃଖ ! ବିରୀୟାନି ଖାଉ ଖାଉ ଅଚାନକ ଚାଲିଗଲା ଜୀବନ !

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଅନିଲ କପୁର ଙ୍କୁ ତାଙ୍କର ଅଗଣିତ ଫ୍ୟାନ ମାନେ ପ୍ରଚୁର ମାତ୍ରାରେ ଭଲ ପାଇବା ଦେଇ ଥାଆନ୍ତି। ପ୍ରାୟ ସମୟରେ ଅନିଲ କପୁର ଙ୍କ ସଂପର୍କରେ ସୋସିଆଲ ମିଡ଼ିଆ ରେ ଖୁବ୍ ଚର୍ଚ୍ଚା ହୋଇଥାଏ।
୯୦ ଦଶକରେ ଅନିଲ କପୁର ଙ୍କ ଷ୍ଟାଇଲ କୁ ଲୋକ ମାନେ ଯେତେ ପରିମାଣରେ ଭଲ ପାଇବା ଦେଉଥିଲେ ବର୍ତ୍ତମାନ୍ ମଧ୍ୟ ସେମାନେ ଅନିଲ କପୁର ଙ୍କୁ ସେତିକି ସମ୍ମାନ ଓ ଭଲ ପାଇବା ଦିଅନ୍ତି। ତାଙ୍କର ଷ୍ଟାଇଲ କୁ ଏବେ ମଧ୍ୟ ଲୋକମାନେ ଅନୁସରଣ କରନ୍ତି।
Special Report
ତାଙ୍କର ଆକ୍ଟିଂ ସହିତ ତାଙ୍କର ଡାଇଲଗ କୁ ମଧ୍ଯ ଲୋକ ମାନେ ଖୁବ ଭଲ ପାଆନ୍ତି। ଆଉ ସୋସିଆଲ ମିଡ଼ିଆ ରେ ମଧ୍ୟ ଅନିଲ କପୁର ଙ୍କ ସମ୍ପର୍କରେ ଅନେକ କଥା ଚର୍ଚ୍ଚା ହୋଇଥାଏ। ଗଣ ମାଧ୍ୟମ ସହିତ ଅନିଲ କପୁର ଙ୍କୁ ପରିବାର ର ପ୍ରତ୍ୟେକ ଲୋକ ବେଶ ଭଲ ଭାବରେ ପରିଚିତ ଅଟନ୍ତି।
Special Report
ତାଙ୍କୁ ମଧ୍ୟ ପ୍ରାୟତଃ ଲୋକ ମାନେ ବେଶ ଭଲ ଭାବରେ ଚିହ୍ନି ଛନ୍ତି।ତେବେ ଆପଣ ମାନେ ଅନିଲ କପୁର ଙ୍କ ଝିଅ ସୋନମ୍ କପୁର ଙ୍କ ସମ୍ପର୍କରେ ବେଶ ଭଲ ଭାବରେ ଜାଣିଥିବେ।
ସେ ମଧ୍ଯ ଫିଲ୍ମ୍ ଜଗତରେ ଖୁବ ନାମ ଅର୍ଜନ କରିଛନ୍ତି। ତାଙ୍କୁ ମଧ୍ଯ ଲୋକ ମାନେ ପରଦା ଉପରେ ଦେଖିବାକୁ ପଶନ୍ଦ କରନ୍ତି। ମାତ୍ର ସେ ଆଉ ଏବେ ଫିଲ୍ମ୍ ରେ ନଜର ଆସୁ ନାହାଁନ୍ତି। ସେ ନିଜର ପରିବାର ଲୋକଙ୍କ ସହ ସମୟ ବିତାଉ ଛନ୍ତି।
Special Report
ହେଲେ କୁହା ଯାଉଛି କି ସୋନମ୍ କପୁର ଙ୍କ ଉପରେ ଏବେ ଦୁଃଖର ପାହାଡ଼ ଭାଙ୍ଗି ପଡିଛି। ଆଉ ସେ ଖୁବ ଜୋରେ କାନ୍ଦୁ ଥିବାର ନଜର ଆସିଛନ୍ତି। ଏଥିପାଇଁ ଏବେ ସେ ଚର୍ଚ୍ଚା କୁ ଆସିଛନ୍ତି।
ତେବେ କିଛି ଦିନ ପୂର୍ବେ ରିଶି କପୁର ଙ୍କ ବିୟୋଗ ହୋଇଥିଲା। ତାଙ୍କର ବିୟୋଗରେ ସଂପୂର୍ଣ୍ଣ ବଲିଉଡ ଓ କପୁର ପରିବାର ର ସମସ୍ତ ସଦସ୍ୟ ଭାଙ୍ଗି ପଡ଼ିଥିଲେ। ମାତ୍ର ଏବେ ନିକଟରେ ତାଙ୍କର ଶ୍ରାଦ୍ଧ ବାର୍ଷିକୀ ଯାଇଛି।
Special Report
ଯେଉଁଥିରେ କି ତାଙ୍କୁ ମନେ ପକାଇ କପୁର ବଂଶ ର ସମସ୍ତ ସଦସ୍ୟ ମାନେ କାନ୍ଦି ବାକୁ ଲାଗିଛନ୍ତି। ଆଉ ଏଥିରେ ଅନିଲ କପୁର ଙ୍କ ଝିଅ ସୋନମ୍ କପୁର ମଧ୍ୟ ରିଶି କପୁର ଙ୍କୁ ମନେ ପକାଇ ଖୁବ୍ କାନ୍ଦୁ ଥିବାର ନଜର ଆସିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.