Movie prime

କ୍ୟାମେରା ଆଗରେ ଘଟିଗଲା ଏମିତି କିଛି ଘଟଣା ଯାହାକୁ ଦେଖିଲେ ଆପଣ ବି ବିଶ୍ୱାସ କରିବାକୁ ବାଧ୍ୟ ହେବେ କାହିଁକି ନା - କ୍ୟାମେରା ସବୁ ଦେଖୁଛି

 
Viral news
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଏଭଳି କିଛି ଖବର ପାଇପାରିବେ ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଜିକା ଦୁନିଆରେ ଆଶ୍ଚର୍ଯ୍ୟ ଚକିତ କରିବା ଭଳି ଅନେକ ଘଟଣା ଆସୁଛି । 
Viral news
ଏହି ଆଶ୍ଚର୍ଯ୍ୟ ଚକିତ କରିବା ଭଳି ଘଟଣା ବିଷୟରେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଏବେ ଏହି ଭିଡିଓ ମାଧ୍ୟମରେ ୫ଟି ଆଶ୍ଚର୍ଯ୍ୟ ଚକିତ କରିବା ଭଳି ଘଟଣା ଦେଖିପାରିବେ ।
ଏହି ଭିଡିଓ ମାଧ୍ୟମରେ ଆପଣମାନେ ଦେଖିପାରିବେ ୫ଟି ଆଶ୍ଚର୍ଯ୍ୟ ଚକିତ କରିବା ଭଳି ଘଟଣା । ଏବେ ଏହି ଘଟଣା କ୍ୟାମେରାରେ ରେକର୍ଡ କରାଯାଇଛି । ଆକାଶରେ ଏଭଳି ଏକ ଆଲୋକ ଦେଖାଗଲା । ଯାହା କ୍ୟାମେରାରେ ରେକର୍ଡ ହୋଇଛି ।
ଆକାଶରେ ଏହି ଲାଇଟ୍ ଲାଲ ରଙ୍ଗର ଅଟେ । ଏହାକୁ ଦେଖିବା ପାଇଁ ସ୍ପେସିଆଲ କ୍ୟାମେରା ଦରକାର ଅଟେ । ବାଦଲ ଉପରେ ଏହି ଲାଇଟ୍ ଦେଖା ଯାଇଥାଏ ।
ଏକ ପ୍ରକାରର ସରୀସୃପ ଦେଖାଯାଇଥାଏ । ତାପମାତ୍ରା କମ୍ ହେଲେ ଏହା ନଜର ଆସିଥାଏ । ଆଉ ସେମାନେ ମୃତ ହୋଇଯାଆନ୍ତି । କିନ୍ତୁ ଏହି ସରୀସୃପକୁ ନର୍ମାଲ ତାପମାତ୍ରାକୁ ଆଣିଲେ ଏହା ପୁଣି ଥରେ ବଞ୍ଚି ଯାଇଥାଏ । 
ଆଉ ଏକ ପ୍ରକାରର ଲାଇଟ୍ ପକା ଯାଇଥାଏ ଯାହା ଆକାଶରେ ଦେଖାଯାଇଥାଏ । ଏକ ବଡ ଧରଣର ବରଫ ବର୍ଷା ହୋଇଥିଲା ଯାହା ମଣିଷମାନଙ୍କୁ ବହୁତ କ୍ଷତି କରିଛି । ଏକ ପ୍ରକାରର ପଥର ବଲ ଦେଖାଯାଇଥାଏ ।
ଆଉ ଏହିସବୁ ଅନେକ ପ୍ରକାରର ଅଲଗା ଅଲଗା ଜିନିଷ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଦେଖିପାରିବେ । ଏହି ସବୁ ଘଟଣା ଆପଣ ଏହି ଭିଡିଓରେ ଦେଖିପାରିବେ । ଏବେ ଏହାକୁ କ୍ୟାମେରାରେ ରେକର୍ଡ କରାଯାଇଛି ।