Movie prime

ଚନ୍ଦ୍ରର ଚାମୁଚେ ମାଟିରେ ମରିଯିବ ମଣିଷ ଦେଖନ୍ତୁ ସାମ୍ନାକୁ ଆସିଲା ଆଶ୍ଚର୍ୟ୍ଯ ଜନକ ଖବର

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଚନ୍ଦ୍ରର ମାଟିରେ ଏଭଳି ରାସାୟନିକ ରହିଛି ଯାହାଦ୍ବାରା ମଣିଷର ଜୀବନ ଚାଲିଯିବ। ଭାରତର ଚନ୍ଦ୍ରଯାନ ୩ ସଫଳତାର ସହ ଚନ୍ଦ୍ରରେ ଅବତରଣ କରିଛି। ରୋଭର ପ୍ରଜ୍ଞାନ ଲ୍ୟାଣ୍ଡର ବିକ୍ରମ ଏବେ ସିଲ୍ପ ମୁଡରେ ଅଛନ୍ତି।
Special report
ଶୋଇଯିବା ପୂର୍ବରୁ ରୋଭର ପ୍ରଜ୍ଞାନଚନ୍ଦ୍ରରେ ସଲଫର୍,ଅମ୍ଳଜାନ, ଆଲୁମିନିୟମ, ଆଇରନ, କ୍ୟାଲସିୟମ, ଟାଇଟେନିୟମ ଭଳି ଖଣିଜ ପଦାର୍ଥ ସନ୍ଧାନ ଦେଇଛି। ପ୍ରଜ୍ଞାନରେ ଲଗାଯାଇଥିବା ସ୍ଵତନ୍ତ୍ର ଧରଣର ଉପକରଣ ଏସବୁ ଧାତବ ପଦାର୍ଥ ସନ୍ଧାନ କରିଛି। 
ଆମେରିକାର ମହାଆକାଶ ଗବେଷଣା ସଂସ୍ଥା ନାସା। ୧୯୭୨ ମସିହା ଡିସେମ୍ବର ମାସ ୭ ତାରିଖରେ ଚନ୍ଦ୍ରକୁ ତାର ଆପୋଲ ୧୭ ମିଶନ ପଠାଇଥିଲା। ତିନିଜଣ ମହାଆକାଶଚାରୀଙ୍କୁ ଚନ୍ଦ୍ରକୁ ପଠାଯାଇଥିଲା।
Special report
କମାଣ୍ଡର ଜେନେସଏନର୍ ଓ ଲୁନାର ମୋଡ୍ୟୁଲର ପାଇଲଟ୍ ହାରିସନ୍ସ ମିଲ କେପସୁଲରୁ ବାହାରି ଚନ୍ଦ୍ରପୃଷ୍ଠରେ ପାଦ ଦେଇଥିଲେ। ଏବଂ କେପସୁଲ ଭିତରେ କମାଣ୍ଡର ମୋଡୁଲ ପାଇଲଟ ରୋନାଲ୍ ଇଭାନ ଅରବିଟରେ ରହି ସେମାନଙ୍କୁ ନିରୀକ୍ଷଣ କରୁଥିଲେ। ହାରିସନ୍ସମିଲ ଚନ୍ଦ୍ରରେ ପରୀକ୍ଷା କରିବାକୁ ତଳକୁ ଓହ୍ଲାଇଥିଲା।
Special report
ଚନ୍ଦ୍ରର କିଛି ଧୂଳି ଲୁନାର ଡଷ୍ଟ ସେମାନଙ୍କ ସେପ୍ସ ସୁଟରେ ଲାଗିଯାଇଥିଲା। ମହାଆକାଶ ଯାନ ଭିତରେ ସେ ଯେତେବେଳେ ତାଙ୍କର ସେପ୍ସ ସୁଟ ବାହାର କରିବାକୁ ଚେଷ୍ଟା କଲେ। ସେତେବେଳେ ଚନ୍ଦ୍ରଧୂଳି ସେମାନଙ୍କ ନିଶ୍ୱାସରେ ଶରୀର ଭିତରକୁ ପସିଥିଲା।
ଆଉ ତା'ପରେ ସେ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ। ଅଳ୍ପକେ ବଞ୍ଚି ଯାଇଥିଲେ ମହାଆକାଶଚାରୀଙ୍କ ଜୀବନ କିଛି ମିନିଟ୍ ଭିତରେ ହାରିସନ୍ସମିଲଙ୍କ ଆଖି ରକ୍ତ ଭଳି ଲାଲ୍ ହୋଇଯାଇଥିଲା। ନିଶ୍ବାସ ନେବାରେ ମଧ୍ୟ ଅସୁବିଧା ହୋଇଥିଲା। 
Special Report
ହାରିସନ୍ସଙ୍କ ସହିତ ଆପୋଲ ୧୭ ମିଶନ ଡେ ଯାଇଥିବା ସେନ୍ନ ମଧ୍ୟ ସାମାନ୍ୟ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଅନୁସନ୍ଧାନରୁ ଜଣାପଡିଛି ଯେ ଚନ୍ଦ୍ରର ଧୂଳି ଅତ୍ୟନ୍ତ ବିପର୍ଜନକ। ଗୋଟିଏ ଚାମଚ ଚନ୍ଦ୍ରର ମାଟି ମଣିଷକୁ ମାରିବା ପାଇଁ ଯଥେଷ୍ଟ ଅଟେ। ମସ୍ତିଷ୍କ କୋଷକୁ ମଧ୍ୟ ସଂପୂଣ୍ଣ ନଷ୍ଟ କରିବା ସକ୍ଷମ ଅଟେ।
ଚନ୍ଦ୍ରଧୂଳି ଉପରେ ଗବେଷଣା କରୁଥିବା ନାସାର ପାଥୋଲଜିଷ୍ଟ ରାସେଲ କ୍ରିଶ୍ମାନଙ୍କ କହିବା କଥା ଚନ୍ଦ୍ରଧୂଳି ସିସାର ପାଉଡର ଭଳି ଏବଂ ବହୁତ ପତଳା। ଚନ୍ଦ୍ରପୃଷ୍ଟରେ ମଣିଷ ବଞ୍ଚିବା ଅସମ୍ଭବ ବୋଲି ଜଣାପଡ଼ିଛି। ନାସା ଏକଥାକୁ ଦୀର୍ଘ ୫୧ ବର୍ଷ ଧରି ଲୁଚାଇ ରଖିଥିଲା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.