Movie prime

Chandrayan କୁ ନେଇଗଲା ଏଲିଅନ ଯାନ !! ଦେଖନ୍ତୁ ଏବେ ଏବେ ଆସିଲା ଆଶ୍ଚର୍ୟ୍ଯ ଜନକ ଖବର ସମସ୍ତେ ହେଲେ ଆଶ୍ଚର୍ୟ୍ଯ !

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଚନ୍ଦ୍ରଯାନକୁ ନେଇଗଲା ଅନ୍ୟ ଗ୍ରହର ଏଲିୟନ। ଅନ୍ୟ ଗ୍ରହର ଏଲିୟନ ନିଜ ଯାନ ଆଣି ଚନ୍ଦ୍ରଯାନ କୁ ନେଇ ପଳାଇଛି। ଯାହାକି ଏମିତି ଚର୍ଚ୍ଚା ଏବେ ଭାରତରେ ଜୋର୍ ଧରିଛି।
Special report
ତେବେ ବନ୍ଧୁଗଣ ଲ୍ୟାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞାନକୁ ନେଇ ପଳାଇଛି ଏଲିୟନ। ଚନ୍ଦ୍ରପୃଷ୍ଠରୁ ପୁରା ଗାୟବ ହୋଇଯାଇଛି ରୋଭର୍ ବିକ୍ରମ। କେହି ମଧ୍ୟ ଆଉ ବିକ୍ରମ ର ପତ୍ତା ପାଉନାହାନ୍ତି। ବନ୍ଧୁଗଣ ସଫଳ ହୋଇଛି ଚନ୍ଦ୍ରଯାନ-୩। 
ଲ୍ୟାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠାରେ ରହି ଦୀର୍ଘ ୧୩ ଦିନ କାଳ ଇସ୍ରୋ କୁ ଦେଇଛନ୍ତି ବିଭିନ୍ନ ତଥ୍ୟ। ହେଲେ ଏବେ ରୋଭର ଚନ୍ଦ୍ରପୃଷ୍ଠରୁ ଗାଏବ ହୋଇଯାଇଥିବା କଥା ଚର୍ଚ୍ଚା ହେଉଛି। ତେବେ ବନ୍ଧୁଗଣ ଲୋକେ କହୁଛନ୍ତି କି ଲ୍ୟାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞାନକୁ ନେଇ ଏଲିୟନ ପଳାଇଛି।
Special report
ପୃଥିବୀ ବାହାରେ ରହିଛି ଏଲିୟନ ମାନଙ୍କ ଉପସ୍ଥିତି। ଆଉ ଏଲିୟନ ମାନଙ୍କର ରହିଛି ବିରାଟ ବଡ ସାମ୍ରାଜ୍ୟ। ପୃଥିବୀର ଆକାଶରେ ଅନେକ ଥର ଦେଖାଯାଇଛି ଏଲିୟନ ମାନଙ୍କର ଯାନ। 
ଅଜଣା ଯାନ ଆକାଶରେ ଉଡୁଥିବାର ପୃଥିବୀବାସି ଅନେକ ଥର ଦେଖିଛନ୍ତି। ତେବେ ଏଇ କିଛିଦିନ ହେବ ଏଲିୟନ୍ ମାନଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ଯେବେ ଠାରୁ ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ ୩ ପହଞ୍ଚିଛି ସେବେଠାରୁ ଆରମ୍ଭ ହୋଇଛି ଚର୍ଚ୍ଚା।
Special report
ହେଲେ ଏବେ ଚର୍ଚ୍ଚା ହେଉଛି କି, ଏଲିୟନ୍ ମାନେ ବି ଚନ୍ଦ୍ରଯାନକୁ ପଳେଇଛନ୍ତି। ଚନ୍ଦ୍ରପୃଷ୍ଠରେ ଆଉ ରୋଭର ପ୍ରଜ୍ଞାନ ଲ୍ୟାଣ୍ଡର ବିକ୍ରମ ନାହାଁନ୍ତି। ଚନ୍ଦ୍ରଯାନକୁ ଏଲିୟନ୍ ମାନେ କେହି ଯାଇନାହାନ୍ତି ଚନ୍ଦ୍ରପୃଷ୍ଠରେ ହିଁ ରହିଛି ରୋଭର ପ୍ରଜ୍ଞାନ। 
କେବଳ ସିଲ୍ପ ମୁଡ ହୋଇ ରହିଯାଇଛି। ସେଥିପାଇଁ କିଛି ତଥ୍ୟ ଦେଉନାହିଁ। ସୂର୍ଯ୍ୟକିରଣ ପାଇବା ପରେ ତଥ୍ୟ ଦେଇପାରେ ରୋଭର ପ୍ରଜ୍ଞାନ। ସେପଟେ ନାସା ମଧ୍ୟ ଏଲିୟନ୍ ମାନଙ୍କୁ ନେଇ ମୁହଁ ଖୋଲିଛି।
ନାସା କହିଛି ଯେ, ଏ ଦୁନିଆରେ ଏଲିୟନ୍ ମାନେ ଥାଇପାରନ୍ତି। କିନ୍ତୁ ଏପର୍ଯ୍ୟନ୍ତ ଏଲିୟନ ମାନଙ୍କୁ ନେଇ କିଛି ପ୍ରମାଣ ମିଳିପାରିନାହିଁ। ନାସା ଏଲିୟନ ମାନଙ୍କୁ ଖୋଜିବାକୁ ନେଇ ପ୍ରୟାସ ଜାରି ରଖିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.