Movie prime

ଚୀନର ଭୟଙ୍କର ଷଡ଼ଯନ୍ତ୍ର ଚମକିଲେ ଭାରତ ଆମେରିକା ଏମିତି କରିଛି ଚୀନ ଆଗାମୀ ଯୋଜନା

 
thth

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ ଚିନ ପ୍ରଯୁ୍ତିବିଦ୍ୟା କ୍ଷେତ୍ରରେ କେତେ ପ୍ରଗତି ଶିଳ ଅଟେ।ସେଠାକାର ବିଜ୍ଞାନୀକ ମାନେ ମଧ୍ୟ ପ୍ରତ୍ୟେକ ଦିନ କିଛି ନା କିଛି ନୁଆ ଇନୋଭେସନ୍ କରିଥାଆନ୍ତି ଯାହା ସମସ୍ତ ଙ୍କୁ ଆଶ୍ଚାର୍ଯ୍ୟ ଚକିତ କରିଥାଏ। ସେହି ଭଳି କିଛି ତଥ୍ୟ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହାକି ଏବେ ସାରା ବିଶ୍ବ କୁ ଆଶ୍ଚର୍ଯ୍ୟ ଚକିତ କରି ପକାଇଛି।

ଏହାକୁ ଜାଣିବା ପରେ ମଧ୍ୟ ଭାରତ ଓ ଆମେରିକା ଚିନ୍ତାଗ୍ରସ୍ତ ହୋଇ ପଡିଛନ୍ତି। ଚାଇନା ରେ ଏକ ଯନ୍ତ୍ର ଦେଖିବାକୁ ମିଳିଥିଲା ଯାହାର ନାମ ୱାନ୍ କୁନ୍ ୱାଉ ସେ ଏଭଳି ଏକ ଯନ୍ତ୍ର ଅଟେ ଯାହାକି ସମୁଦ୍ର ମଧ୍ୟରେ ପଶି ମାଟି କାଢି ପରେ।୩ ନଭେମ୍ବର ୨୦୧୭ ମସିହାରେ କିଡୋମ ପାଖରେ ଯେଉଁ ସମୁଦ୍ର ରହିଛି ସେଠାରେ ଏହି ଯନ୍ତ୍ର ହଠାତ୍ ମାଟି ଖୋଲିବାର ଦେଖା ଯାଇଥିଲା।

ଏହା ଏଭଳି ଏକ ଯନ୍ତ୍ର ଯାହାକି ଏକ ଘଣ୍ଟା ମଧ୍ୟରେ ପ୍ରାୟ ୩୫ ମିଟର ପରିସୀମା ମଧ୍ୟରେ ୬୦୦୦ କୁବିକ ମିଟର ମାଟି ତାଡି ପାରେ। ଏଥି ପାଇଁ କୌଣସି ଦେଶ ମଧ୍ଯ ଚିନ୍ତା ଗ୍ରସ୍ତ ନଥିଲେ ହେଲେ ଯେତେବେଳେ ଏହି ମାଟି କଢ଼ା ଏକ ଟାପୁ ବା ଦ୍ଵିପ ର ରୂପ ନେଲା ସେତେବେଳେ ସମସ୍ତେ ଚିନ୍ତା ଗ୍ରସ୍ତ ହୋଇ ପଡ଼ିଲେ। ଚାଇନା ର ପାଖାପାଖି ଥିବା ଦେଶ ଗୁଡିକ ହେଉଛି ଫିଲିପାଇନ୍ସ, ତାଇୱାନ, ଭିଏତନାମ, ମାଲେଶୀୟ ଓ ଭାରତ । ସବୁଠୁ ବଡ଼ ପ୍ରଶ୍ନ ଏହାକି ଚାଇନା ଏଭଳି କୃତିମ ଦ୍ଵିପ କଣ ପାଇଁ ପ୍ରସ୍ତୁତ କରୁଛି।

ବର୍ତ୍ତମାନ ସୁଦ୍ଧା ଚାଇନା ୭ ଟି ଦ୍ବୀପ ତିଆରି କରି ସାରିଲାଣି। ସେଥି ମଧ୍ୟରୁ ସବୁ ଠାରୁ ବଡ଼ ଦ୍ବୀପ ହେଉଛି ଫେରିକ୍ରସ ଆୟରଲ୍ୟାଣ୍ଡ। ଯାହା ହେଉଛି ଏକ ମାଇଲ ର। ସେଥି ମଧ୍ୟରେ ଅଛି ମିଲିଟାରୀ ବେସ୍, ରାଡ଼ାର ସିଷ୍ଟମ, ମିଶାଇଲ ଡିଫେନ୍ସ ସିଷ୍ଟମ। ଏଭଳି ପ୍ରତ୍ୟେକ ଦ୍ଵୀପରେ ମଧ୍ୟ ସୈନିକ ମାନଙ୍କୁ ଘେରାଇ ଦେଇଛି। ଏସବୁ ସେ କଣ ପାଇଁ କରୁଛି ସେଥିପାଇଁ ଏବେ ଭାରତ ଓ ଆମେରିକା ଚିନ୍ତିତ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.