Movie prime

ସମୁଦ୍ର ଆଁରେ ଚୀନ ଦେଖନ୍ତୁ ସତ ହେଉଛି ମାଳିକା ବଚ୍ଚନ ଧୀରେ ଧୀରେ ସର୍ବନାଶ କ୍ଷେତ୍ରରେ ଚୀନ୍ !

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏହା କୁହାଯାଏ କି ପୂର୍ବରୁ ଏହି ବିଶ୍ଵ ବ୍ରହ୍ମାଣ୍ଡ ସଂପୂର୍ଣ୍ଣ ଭାବରେ ଜଳମଗ୍ନ ଥିଲା। ପୃଥିବୀ , ଗଛ ଲତା ସବୁ କିଛି ମଧ୍ୟ ଜଳ ମଗ୍ନ ଥିଲା। ଏହା ମଧ୍ୟ ଦିନ ଆସିବ ଯେବେ କି ସଂପୂର୍ଣ୍ଣ ଜଳରେ ହିଁ ଲିନ ହୋଇଯିବ।
ଏକଥା ମଧ୍ୟ ୫ ହଜାର ବର୍ଷରୁ ଉର୍ଦ୍ଧ ହେବ ମାଳିକା ରେ ଅଚ୍ୟୁତ ନନ୍ଦ ଦାସ ଲେଖି ଦେଇ ଯାଇଛନ୍ତି। ମାଳିକା ରେ ଏହା ଲେଖା ଅଛି କି ସାତ ଦିନ ସାତ ରାତି ସଂପୂର୍ଣ୍ଣ ଭାବରେ ଅନ୍ଧାର ହେବ।
ଏବଂ ଅଚାନକ ପବନ ବହିବା ସହିତ ସମୂଦ୍ର ମାଡ଼ି ମଧ୍ୟ ଆସିବ। ଆଉ ପୃଥିବୀ ପାଣିରେ ବିଲୀନ ମଧ୍ଯ ହୋଇଯିବ। ମାଳିକା ବଚନ ମଧ୍ୟ ଏବେ ସବୁ ସତ ହେବାକୁ ଯାଉଛି।
ଏହାର ପ୍ରଥମ ପ୍ରକ୍ରିୟା ମଧ୍ଯ ଚିନ ରୁ ହିଁ ଆରମ୍ଭ ହେବା ପାଇଁ ଯାଉଛି। କାରଣ ଏବେ ରେକର୍ଡ ରୁ ଅଧିକ ଚିନ ର ଜଳସ୍ତର ବଢ଼ିବାରେ ଲାଗୁଛି। ବୈଜ୍ଞାନିକ କହିବା ଅନୁଯାୟୀ ଗତ କିଛି ବର୍ଷ ହେବ ଏହି ପୃଥିବୀ ରେ ବଢ଼ିବାକୁ ଲାଗୁଛି ସମୁଦ୍ରର ଜଳ ସ୍ତର।
ଏହା ଫଳରେ ପ୍ରଥମେ ଛୋଟ ଛୋଟ ଦ୍ଵୀପ ମଧ୍ୟ ଜଳରେ ବୁଡି ଯିବାର ସମ୍ଭାବନା ମଧ୍ୟ ରହିଛି। ଏଥି ଯୋଗୁଁ ଚିନ ମଧ୍ଯ ବର୍ଷ କୁ ବର୍ଷ ଜଳ ସ୍ତର ବୃଦ୍ଧି ଯୋଗୁଁ ବୁଡ଼ିବାକୁ ଯାଉଛି।
୧୯୮୦ ମସିହାରେ ପ୍ରଥମ ଥର ପାଇଁ ସମୁଦ୍ର ଜଳ ସ୍ତର ୩.୫ ମିଟର ବୃଦ୍ଧି ପାଇଛି। ଯାହା କି ଅନେକ ଦେଶର ଉପକୂଳ ମାନଙ୍କ ପ୍ରତି ଘୋର ବିପଦ ମଧ୍ଯ ସୃଷ୍ଟି କରିଛି। ଏହି କ୍ରମରେ ଚିନ ମଧ୍ୟ ସାମିଲ୍ ରହିଛି। ଆଗରୁ ଧୀରେ ଧୀରେ ବଢ଼ୁଥିବା ବେଳେ,
ଏବେ ସଂପୂର୍ଣ୍ଣ ଗତି ଶିଳ ଭାବରେ ବଢ଼ି ଚାଲିଛି। ଗ୍ଲୋବାଲ ୱାର୍ଣିଂ ସମୟରେ ମଧ୍ୟ ପାଣିର ତାପମାତ୍ରା ବଢ଼ିବାରେ ଲାଗିଛି। ଚିନ ର ଉପକୂଳବର୍ତ୍ତୀ ଅଞ୍ଚଳ ରେ ମୋଟ ୧୪୦ କୋଟି ଜନ ସଂଖ୍ୟା ରୁ ୪୫% ପ୍ରତିଶତ ଲୋକ ମାନେ ମଧ୍ୟ ଵାସ କରୁଛନ୍ତି।
ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡିକ ସେଠାରେ ଉପସ୍ଥିତ ଅଛି। ଯାହା କି ଚିନ ର ଉନତ୍ତିରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ତେବେ ଏଥିପାଇଁ ଏବେ ଚିନ ଚିନ୍ତିତ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.