Movie prime

ଆଗ କାଳ ରେ "Dancing Mania" ନାମକ ରୋଗ ନେଉଥିଲା ହଜାର ହଜାର ଜୀବନ, ଜାଣି ରଖନ୍ତୁ କଣ ୟେ ରୋଗ ଆଉ କିପରି ନାଚି ନାଚି ମରୁଥିଲେ ଲୋକେ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆମେ ଆପଣଙ୍କୁ ଏଭଳି ଏକ ରୋଗ ସମ୍ପର୍କ ରେ କହିବାକୁ ଯାଉଛୁ ଯାହା ବିଷୟରେ ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ।
ଆଜ୍ଞା ହଁ ଏଭଳି ଏକ ରୋଗ ଦେଖିବାକୁ ମିଳିଛି ଇଉରୋପ ରେ। ସେଠାରେ ଲୋକ ମାନେ ନାଚୁ ନାଚୁ ମୃ-ତ୍ୟୁ ବରଣ କରିଛନ୍ତି। କିଛି ଦିନ ତଳେ ଦେଖିବାକୁ ମିଳିଥିଲା କି ସେଠାରେ ଲୋକ ମାନେ ଖାଇବା ପିଇବା ଛାଡ଼ି ନାଚ ଗୀତ ରେ ମଗ୍ନ ହୋଇ ଯାଇଥିଲେ।
Special report
ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ମଧ୍ୟ ହୋଇ ଯାଇଥିଲେ। ନାଚ ଗୀତ ମଧ୍ୟରେ କେତେକ ଙ୍କ ଜୀବନ ମଧ୍ଯ ଚାଲି ଯାଉଥାଏ ହେଲେ ସେମାନଙ୍କ ନାଚ ଗୀତ ମଧ୍ୟ ସେହିଭଳି ଭାବରେ ବଜାୟ ରହିଥାଏ।
ଏହି ରୋଗ ଇଉରୋପ ରେ ବହୁତ୍ ଦିନ ପର୍ଯ୍ୟନ୍ତ ମଧ୍ୟ ଦେଖିବାକୁ ମିଳିଥାଏ। ଏହା ମଧ୍ଯ ଏକ ବଡ଼ ରହସ୍ୟ ଅଟେ କି ଏଭଳି କଣ ପାଇଁ ଘଟୁଛି। ଇରାନ ରେ ମଧ୍ଯ ଛାତ୍ର ଛାତ୍ରୀ ଓ ମହିଳା ପୁରୁଷ ସମସ୍ତେ ଅସୁସ୍ଥ ହୋଇ ମେଡିକାଲ ରେ ପହଞ୍ଚି ଛନ୍ତି।
କିଛି ଲୋକ ମାନେ ଏହାକୁ ସରକାର ଙ୍କ ଏକ ଷଡ଼ଯନ୍ତ୍ର କହୁଥିବା ବେଳେ ଅନ୍ୟ କିଛି ବ୍ୟକ୍ତି ଏହାକୁ ଏକ ପ୍ରକାରର ହିଷ୍ଟିରିଆ ରୋଗ ବୋଲି କହିଛନ୍ତି। ଏହି ରୋଗ ଅନେକ ବର୍ଷ ପୂର୍ବେ ଇଉରୋପ ରେ ଦେଖିବାକୁ ମିଳିଥିଲା।
Special Report
ଯେଉଁଠାରେ କି ଲୋକ ମାନେ ନାଚି ନାଚି ମୃ-ତ୍ୟୁ ବରଣ କରୁଥିଲେ। କେହି କେହି କହିଛନ୍ତି କି ମହିଳା ମାନଙ୍କ ବିରୁଦ୍ଧରେ ଏହି ଷଡ଼ଯନ୍ତ୍ର ହୋଇଥିଲା। କାରଣ ସେଠାକାର ଲୋକ ଚାହୁଁ ନଥିଲେ କି ମହିଳା ମାନେ ପାଠ ପଢ଼ନ୍ତୁ।
ଏହି ରୋଗ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଥିଲା। ଯେଉଁଥିରେ କି ଲୋକ ମାନଙ୍କ ନାଚି ନାଚି ହିଁ ମୃ-ତ୍ୟୁ ହେଇ ଯାଉଥିଲା। ଇରାନ ର ରାଷ୍ଟ୍ରପତି କହିଥିଲେ କି ଏହା ହେଉଛି ଶତ୍ରୁ ମାନଙ୍କ ର ଏକ ଷଡ଼ଯନ୍ତ୍ର ଓ ଏହାର ଏବେ ମଧ୍ୟ ତଦନ୍ତ ଚାଲିଛି।
ହେଲେ ଏହି ରୋଗର କାରଣ କଣ ଥିଲା ତାହା ଏବେ ପର୍ଯ୍ୟନ୍ତ ଜଣା ପଡି ନାହିଁ। ତେବେ ଏହି ଘଟଣାରେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.