Movie prime

ଜାପାନ ର ଏହି ହୋଟେଲ ଯେଉଁଠି ନଗ୍ନ ଯୁବତୀ ମାନଙ୍କ ଦେହ ଉପରେ ପରଷା ଯାଏ ଖାଦ୍ୟ, ଆଉ ଏହି ଖାଇବା ର ବିଲ୍ ଜାଣିଲେ ଆପଣ ଙ୍କ ହୋସ ଉଡ଼ିଯିବ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଏବେ ଏଭଳି କିଛି ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଖବର ଦେଖିଲେ ଆପଣମାନେ ବି ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଖବର ଏବେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ।
Special Report
ଆପଣମାନେ ସମସ୍ତେ ତ ଜାଣିଥିବେ ହୋଟେଲ ମାନଙ୍କରେ ଖାଦ୍ୟ ଭଲ ଭଲ ଡିଜାଇନ୍ ପ୍ଲେଟରେ ବଢ଼ା ଯାଇଥାଏ । ଆଉ ସୁନ୍ଦର ଭାବରେ ତାକୁ ପରଷା ଯାଇଥାଏ । ଆପଣମାନେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ଦେଖିବେ ଯାହା ଆପଣଙ୍କ ମନରେ ବହୁତ ଆଶ୍ଚର୍ଯ୍ୟ ସୃଷ୍ଟି କରିବ ।
ଏଭଳି ଏକ ହୋଟେଲ ବିଷୟରେ ଆପଣମାନେ ଜାଣିପାରିବେ ଏହି ଭିଡିଓ ମାଧ୍ୟମରେ ଯାହା ଦେଖିଲେ ଆପଣଙ୍କ ମନରେ ଅନେକ ପ୍ରକାରର ଭାବନା ଆସିବ । ଏହି ଭିଡିଓ ଦେଖିଲେ ଆପଣମାନେ ଅନେକ ଖବର ଜାଣିପାରିବେ ।
Viral video
ଏହି ହୋଟେଲ ହେଉଛି ଜାପାନରେ । ଜାପାନର ଏକ ହୋଟେଲରେ ଖାଇବା ପ୍ଲେଟରେ ସଜା ହୋଇନଥାଏ ସେଠାରେ ଏକ ନଗ୍ନ ଝିଅଙ୍କ ଦେହରେ ଖାଇବା ପରଷା ଯାଇଥାଏ । ଝିଅଙ୍କୁ ନଗ୍ନ କରି ଖାଇବା ବଢ଼ା ଯାଇଥାଏ ।
ଏହି ହୋଟେଲକୁ ନ୍ୟୁ ତାଇ ମୋରି ହୋଟେଲ କୁହାଯାଏ । ଏଠାକାର ପରମ୍ପରା କିଛି ଏଭଳି ଅଛି ସେଠାରେ ନଗ୍ନ ଝିଅମାନଙ୍କ ଉପରେ ଖାଇବା ପରଷା ଯାଇଥାଏ ଆଉ ଲୋକମାନେ ଏହାକୁ ଖାଇଥାନ୍ତି ।
ଏହି ପରମ୍ପରା ଅନୁଯାୟୀ ଗୋଟିଏ ନଗ୍ନ ଝିଅକୁ ଟେବୁଲ୍ ଉପରେ ରଖା ଯାଇଥାଏ । ଆଉ ଏହି ଝିଅ ଉପରେ ଖାଇବା ଏଭଳି ରଖାଯାଏ ଯାହାଦ୍ଵାରା ତାର ଦେହ ପୁରା ଘୋଡେ଼ଇ ହୋଇ ଯାଇଥାଏ । ଏହି ଝିଅ ସହିତ କେହି କଥା ହୁଅନ୍ତି ନାହିଁ ।
ଆଉ ଯଦି ଏହି ଝିଅ କାହାକୁ ପସନ୍ଦ ଆସିଥାଏ ସେ ତାକୁ ଟଙ୍କା ଦେଇ ତା ସହ ରାତି ବିତାଇ ଥାଏ । ଏହି ପରମ୍ପରା ଆଗରୁ ଅନେକ ଦେଶରେ ଥିଲା । ଆଉ ତାକୁ ବ୍ୟାନ କରାଯାଇଥାଏ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣ ଏହା ସମ୍ପୂର୍ଣ୍ଣ ଜାଣିପାରିବେ ।