Movie prime

ଧରା ପଡ଼ିଲା ନ-ଗ୍ନ ଖେଳର ଅସଲ ଖେଳ ଦେଖନ୍ତୁ କେମିତି ଭିଡିଓ କଲରେ ଦେଖାଇ ଲୁଟୁଥିଲେ ଆଉ ଏବେ ....

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଆପଣମାନେ ଅନେକ ଅଞ୍ଚଳର ଖବର ପାଇପାରିବେ ।
Special report
ଏବେ ଅନେକ ଲୋକ ଅଛନ୍ତି ଯେଉଁମାନେ ନ୍ୟୁଡ କଲର ଶିକାର ହୋଇଥାନ୍ତି । ଅନେକ ଲୋକ ଅଛନ୍ତି ଯେଉଁମାନେ ଫସି ଯାଇ ଅନେକ ଟଙ୍କା ଦେଇଥାନ୍ତି । ଏବେ ପୋଲିସ ଏଭଳି କାମ କରିଛି ଯାହା ଏବେ ଆପଣମାନେ ଜାଣିପାରିବେ ।
ଏବେ ଧରା ପଡିଲା ନ୍ୟୁଡ଼ କଲ୍ କରୁଥିବା ମାଷ୍ଟର ମାଇଣ୍ଡ । ଦିଲ୍ଲୀରୁ ପୋଲିସ ଆସିଲା ଆଉ ଆପାର୍ଟମେଣ୍ଟରୁ ଉଠାଇ ନେଲା । ଏହି ବ୍ୟକ୍ତି ଜଣକ ଝିଅମାନଙ୍କୁ ରଖି ସାଧାରଣ ଝିଅଙ୍କୁ ନେଇ ଭିଡିଓ କଲ୍ କରୁଥିଲା ।
Special report
ଏହି ନ୍ୟୁଡ କଲ୍ ଅନେକ ଲୋକଙ୍କ ପରିବାର ବଦନାମ୍ କରିବା ସହିତ ଅନେକ ଲୋକଙ୍କ ଠାରୁ ଟଙ୍କା ନେଇଯାଇଛି । ଏହି ନ୍ୟୁଡ କଲରେ ସୁନ୍ଦରୀ ସୁନ୍ଦରୀ ଯୁବତୀ କଲ୍ କରି ଯୁବକମାନଙ୍କୁ ଫସାଇ ଦେଉଛନ୍ତି । ଆଉ ଏହି ଯୁବକମାନେ ଫସି ଯାଇଥିଲେ ।
ସୁନ୍ଦରୀ ଯୁବତୀ ଭିଡିଓ କଲ କରି ନିଜର ଉଲଗ୍ନ ଫଟୋ ଦେଖାଇ ଟଙ୍କା ଲୁଟି ନେଇଥିଲେ । ଏହି ମାଷ୍ଟର ମାଇଣ୍ଡ ହେଉଛନ୍ତି ସୌରଭ ଦେହୁରୀ । ଏହି ବ୍ୟକ୍ତି ଜଣକ ସୁନ୍ଦରୀ ସୁନ୍ଦରୀ ଝିଅମାନଙ୍କୁ ରଖି ଭିଡିଓ କଲ କରି ଏଭଳି କାମ କରିଛନ୍ତି ।
Special report
ଆଉ ଏଭଳି କାମ କରି ବ୍ଲାକମେଲ କରି ଅନେକ ଟଙ୍କା ଲୁଟି ନେଇଥିଲା । ଆଉ ଟଙ୍କା ଲୁଟି ନେଇ ସେମାନେ ବଡ ଲୋକ ହେଉଥିଲେ । ଏହି ବ୍ୟକ୍ତି ଜଣକ ଏଭଳି କାମ କରିବା ପୂର୍ବରୁ ଜାଣି ନଥିଲେ ଏହାର ପରିଣତି କଣ ହେବ । 
Special report
ଦିଲ୍ଲୀ ସାଇବର ଥାନା ପୋଲିସ ଏହି ଘଟଣାର ତଦନ୍ତ କରି ଏବେ ତାଙ୍କୁ ଧରିଛି । ରାମ ଭ୍ରମର ପ୍ୟାଲେସରେ ପହଞ୍ଚିଛି ସାଇବର ଥାନା ପୋଲିସ । ଆଉ ଦିଲ୍ଲୀ ସାଇବର ଥାନା ପୋଲିସ ସହ ଲକ୍ଷ୍ମିଶାଗର ପୋଲିସ ମଧ୍ୟ ମିଶିଛି ।
ଆଉ ଏହି ପୋଲିସ ଦ୍ବାରା ଅଭିଯୁକ୍ତ ଗିରଫ ହୋଇଛନ୍ତି । ପୋଲିସ ସୌରଭକୁ ଗିରଫ କରିବା ପରେ ଅନେକ ତଥ୍ୟ ଏବେ ସାମ୍ନାକୁ ଆସିଛି ଅନେକ ଖବର । ଏବେ ଏହାକୁ ନେଇ ଅନେକ ତଥ୍ୟ ଆସୁଛି ।