Movie prime

ଦୁନିଆରେ ଆଜିବି ଅଛି ଏମିତି ଅଜିବ ଅଜିବ ଜିନିଷ ଯାହାକୁ ଆପଣ ଆଖିରେ ନ ଦେଖିଲେ ବିଶ୍ୱାସ କରିପାରିବେ ନାହିଁ ଦେଖନ୍ତୁ ସ୍କୁଲ ଏବଂ ଏହି ସବୁ ଅନ୍ୟ ସ୍ଥାନରେ ଏମିତି କେମିତି ହୁଏ - Exclusive

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ସବୁ ସ୍କୁଲରେ ନିଜର ନିୟମ କାନୁନ୍ ରଖିଥାଏ। କିନ୍ତୁ ଦୁନିଆରେ ଅନେକ ସ୍କୁଲ ରହିଛି ଯେଉଁଠି ନିଜର ନିୟମ କାନୁନ୍ ଏକ ଅଲଗା ସ୍ଥାନକୁ ନେଇ ପହଞ୍ଚାଇଛନ୍ତି।
ତେବେ ବନ୍ଧୁଗଣ ଯଦି ଆପଣ ମାନେ ଏହି ସ୍କୁଲରେ ପାଠ ପଢିଥାନ୍ତେ ତାହାଲେ ଆପଣଙ୍କ ସହ କଣ ହେଇଥାନ୍ତା। ତେବେ ଆସନ୍ତୁ ଜାଣିବା ଏହି ଭଳି କିଛି ସ୍କୁଲ ବିଷୟରେ। 
Special Report
୧:- ସେମ - 
ଫ୍ଲୋରେଡା ହାଇସ୍କୁଲ ର ଶିକ୍ଷକ ଏକ ନିୟମ କରିଥିଲେ। ଯାହାକି ଏହି ସ୍କୁଲ ର ପିଲାମାନେ ଡେରିରେ ଆସିଲେ ତାଙ୍କୁ ଏକ ସେମ୍ ପିନ୍ଧିବା ପାଇଁ ଦେଉଥିଲେ। ଏହାକୁ ନେଇ ସେହି ସ୍କୁଲର ପିଲାଙ୍କ ଅଭିଭାବକ ମାନେ ଆନ୍ଦୋଳନ କରିଲେ। ତାପରେ ସେହି ସ୍କୁଲର ଶିକ୍ଷକକୁ ବହିସ୍କାର କରାଗଲା। 
୨:- ଫ୍ରେଞ୍ଚ୍ ଫ୍ରାଇଜ୍ -
ଫ୍ରେଞ୍ଚ୍ ର ଲୋକମାନଙ୍କୁ କାଫି ଖାଇଲା ବାଲା ମାନାଯାଏ। ଏହି ସ୍କୁଲର କ୍ୟାଣ୍ଟିନ ରେ ଫ୍ରେଞ୍ଚ୍ ଫ୍ରାଇଜ୍ ସପ୍ତାହରେ କେବଳ ଗୋଟେ ଦିନ ଦିଆଯାଏ। ବାକି ଦିନରେ ସେଠାରେ କେବଳ ପାରମ୍ପରିକ ଖାଦ୍ୟ ପିଲାଙ୍କୁ ଦିଆଯାଇଥାଏ। 
Special Report
୩:- ହିଅର୍ସ - 
ଜାପାନ ର ୫୭% ସ୍କୁଲରେ ପିଲାଙ୍କୁ ସବୁଦିନ ପ୍ରମାଣ କରିବାକୁ ହୋଇଥାଏ କି, ତାଙ୍କର ଚୁଟି ର ରଙ୍ଗ ଅସଲି ବୋଲି। ଏଥିପାଇଁ ସେମାନେ ନିଜର ପିଲାବେଳର ଫଟୋ ଶିକ୍ଷକଙ୍କୁ ଦେଖାଇଥାନ୍ତି। ଏହାପରେ ଶିକ୍ଷକ ସେହି ଫଟୋରୁ ପିଲାଙ୍କ ଚୁଟି ମ୍ୟାଚ୍ କରିଥାନ୍ତି। 
୪:- ଟଚିଂ -
କିଲମର୍ ଏଲିମେଣ୍ଟାରି ସ୍କୁଲ ରେ ଏକ ଅଜବ ନିୟମ ଦେଖିବାକୁ ମିଳିଥିଲା। ଜଣେ ଶିକ୍ଷକ ଦେଖିଥିଲେ କି ଜଣେ ୧୨ ବର୍ଷର ଯୁବକ ଜଣେ ଯୁବତୀଙ୍କ କାନ୍ଧରେ ହାତ ରଖିକି ଛିଡା ହୋଇଥିଲେ। ଏହାପରେ ସେହି ଶିକ୍ଷକ ତୁରନ୍ତ ନୋ ଟଚିଂ ରୁଲ କରିଦେଲେ। 
Special Report
୫:- ପି-
ଚିକାଗୋ ର ହାଇସ୍କୁଲ ଏକ ବହୁତ୍ ଅଜବ ରୁଲ୍ ଦେଖିବାକୁ ମିଳିଥିଲା। ଏହି ସ୍କୁଲରେ ପଢୁଥିବା ପିଲା ୬ ମାସ କ୍ଲାସରେ କେବଳ ୩ ଥର ବର୍ଥରୁମ୍ ଯିବାର ଅନୁମତି ନେଇଥାନ୍ତି। କାରଣ ଏହି ସ୍କୁଲ ର ପ୍ରିନପାଲ ଙ୍କୁ ଲାଗୁଥିଲା ଯେ ପିଲା ମାନେ ବର୍ଥରୁମ୍ କୁ ଯାଇ କେବଳ ଟାଇମ ପାସ କରନ୍ତି। ଯାହାଫଳରେ ପିଲାମାନଙ୍କ ଧ୍ୟାନ ପାଠ ପଢାରେ ରହେ ନାହିଁ। 
Special Report
୬:- ଲିଡର -
ନର୍ଥକୋରିଆ ର ପିଲାମାନଙ୍କୁ କ୍ଲାସ ରେ କୁହାଯାଏ କି କେମିତି ୯ ବର୍ଷ ବୟସରେ କିଁଙ୍ଗ ଜୋଙ୍ଗ ଉଙ୍ଗ ଏକ ବୋଟ ରେସ୍ ଜିତିଥିଲେ। ଏବଂ କିଁଙ୍ଗ ଜୋଙ୍ଗ ଉଙ୍ଗ ଙ୍କ ବାପାଙ୍କ ବିଷୟରେ ମଧ୍ୟ କ୍ଲାସରେ ପିଲା ମାନଙ୍କୁ କୁହାଯାଏ। 
୭:- ହେୟର କଟ -
ନର୍ଥକୋରିଆ ରେ ସ୍କୁଲ କଲେଜ ଯାଉଥିବା ପିଲାଙ୍କ ପାଇଁ ନିୟମ ରହିଛି ଯେ, ତାଙ୍କ ଚୁଟି କଟିଙ୍ଗ ତାଙ୍କ ନେତା କିଁଙ୍ଗ ଜୋଙ୍ଗ ଉଙ୍ଗ ଭଳି କରିବାକୁ ହେବ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.