Movie prime

ଏୟାରଟେଲ ଆଣିଲା ଗ୍ରାହକ ମାନଙ୍କ ପାଇଁ ଏମିତି ଭେଟି ଜାଣିଲେ ଆଶ୍ଚର୍ୟ୍ଯ ହୋଇଯିବେ ଆପଣ ଦେଖନ୍ତୁ ଆଉ ନିଅନ୍ତୁ ଲାଭ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special report
ଆପଣମାନେ ଏହି ଭିଡିଓ ଦେଖିଲେ ଅନେକ କିଛି ଖବର ଜାଣିପାରିବେ । ଆପଣମାନେ ସମସ୍ତେ ତ ଅନେକ ପ୍ରକାରର ସିମ୍ ବ୍ୟବହାର କରୁଥିବେ । ଆଉ ଆଜିକାଲି ଲୋକମାନେ ତ ପ୍ରାୟ ସମସ୍ତେ ମୋବାଇଲ୍ ଫୋନ୍ ବ୍ୟବହାର କରୁଛନ୍ତି । 
ଆଉ ସେମାନେ ସବୁ ଅନେକ ପ୍ରକାରର ସିମ ବି ବ୍ୟବହାର କରୁଥିବାର ନଜର ଆସିଛନ୍ତି । କିଏ ଏୟାରଟେଲ, କିଏ ଜିଓ, କିଏ ଭୋଡାଫୋନ, କିଏ ଆଇଡିଆ ତ ଆଉ କିଏ କେଉଁ ସିମ ବ୍ୟବହାର କରୁଛନ୍ତି । କିନ୍ତୁ ଏହିସବୁ ସିମ ଭିତରୁ ଜିଓ ଏବଂ ଏୟାରଟେଲ ସିମ ପ୍ରାୟ ଅନେକ ଲୋକ ବ୍ୟବହାର କରିଥାନ୍ତି ।
ଲୋକମାନେ ଏହି ସବୁ ସିମ ବ୍ୟବହାର କରି ନିଜ ଭାଷାର ଆଦାନପ୍ରଦାନ କରିଥାନ୍ତି । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏୟାରଟେଲ ସିମକୁ ନେଇ କିଛି ଖବର ଆସିଛି ତାହା ଜାଣିପାରିବେ ।
Special report
ଏୟାରଟେଲ ସିମ ଆଣିଛି ତିନୋଟି ନୂଆ ପ୍ଲାନ୍ । ଅନଲିମିଟେଡ କଲ୍ ସହ ପାଇବେ ଡାଟା । ଗ୍ରାହକଙ୍କ ପାଇଁ ଏୟାରଟେଲ ସିମର ଭେଟି । ଏୟାରଟେଲ ସିମ ଆପଣମାନେ ବ୍ୟବହାର କରୁଥିଲେ ଆପଣ ଏହାର ଲାଭ ଉଠାଇ ପାରିବେ ।
ନୂଆ ପ୍ରିପେଡ ପ୍ଲାନ୍ ସବୁ ଆସିଛି । ଏହି ନୂଆ ପ୍ରିପେଡ୍ ପ୍ଲାନ୍ ସେହି ମାନଙ୍କ ପାଇଁ ଦରକାର ଯେଉଁମାନେ ଇଣ୍ଟରନେଟ ଅଧିକ ବ୍ୟବହାର କରୁ ନାହାନ୍ତି । ନୂଆ ପ୍ଲାନରେ ୟୁଜର୍ସମାନେ ପ୍ରତିଦିନ ୧ ଜିବି ଡାଟା ପାଇପାରିବେ । ଏହା ହେଉଛି ଏୟାରଟେଲର ୨୬୫ ଟଙ୍କିଆ ପ୍ଲାନ୍ ।
ଗ୍ରାହକଙ୍କୁ ଆଗରେ ରଖି ଏୟାରଟେଲ କମ୍ପାନୀ ଏହି ନୂଆ ପ୍ଲାନ୍ ବାହାର କରିଛି । ନୂଆ ପ୍ଲାନର ବୈଧତା ୩୦ ଦିନ ଅଟେ । ଏହି ପ୍ଲାନରେ ପ୍ରତିଦିନ ୧୦୦ ଟି ଫ୍ରି ମେସେଜ ଦେଇପାରିବେ । ଆପଣ ଏହି ପ୍ଲାନରେ ଦେଢ଼ ଜିବି ଡାଟା ପାଇପାରିବେ । ଏୟାରଟେଲ ୨୦୯ ଟଙ୍କିଆ ପ୍ଲାନ୍ ବି ବାହାର କରିଛି ।
ଏହାର ବୈଧତା ହେଉଛି ୨୧ ଦିନ । ଏହି ପ୍ଳାନରେ ୟୁଜର୍ସମାନେ ଦେଢ଼ ଜିବି ଡାଟା ପାଇପାରିବେ । ଆଉ ଅନ ଲିମିଟେଡ କଲ୍ ପାଇପାରିବେ । ଏହାସହ ଏହି ଏୟାରଟେଲ ସିମ ବ୍ୟବହାର କରିଲେ ଆପଣ ୱିଙ୍କ ମ୍ୟୁଜିକ ମାଗଣାରେ ପାଇପାରିବେ ।