Movie prime

ଏଥର ଚାଇନା ବାହାର କଳା ଏମିତି ଏକ ମେସିନ, ମଣିଷ କେତେ ବର୍ଷ ବଞ୍ଚିବ ଏଥର କହିଦେବ ମେସିନ

 
Special Report
ନମସ୍କାର ପାଠକ ବନ୍ଧୁ।ମୃ-ତ୍ୟୁ କେତେବେଳେ କାହାର ଆସି ଥାଏ ତାହା କେହି ବି ଜାଣି ନ ଥାଆନ୍ତି।ମୃ-ତ୍ୟୁ ଗୋଟିଏ ଚିରନ୍ତନ ସତ୍ୟ।ଏହାକୁ କେହି ବଦଳାଇ ପାରିବେ ନାହି ।ଏ ଧରା ପୃଷ୍ଠ ରେ ଜନ୍ମ ହୋଇଚୁ ମାନେ ମୃ-ତ୍ୟୁ ଅଛି।
Special Report
ତେବେ ଯଦି ଆପଣ ମାନଙ୍କୁ ଏ ବିଷୟ ରେ ଆଗରୁ ସୂଚନା ଦିଆ ଯାଏ ତେବେ ଆପଣ ମାନେ କରିବେ କଣ।ଯଦି ମଣିଷ ମାନେ ତାଙ୍କ ମୃ-ତ୍ୟୁ ର ଆଗୁଆ ଦିନ ଜାଣି ପାରନ୍ତି।ତେବେ ସେମାନେ ମୃ-ତ୍ୟୁ ପୂର୍ବରୁ ଭୟବିତ ହେବେ।ଅନେକ ଥର ତାଙ୍କର ମୃ-ତ୍ୟୁ ପୂର୍ବ ରୁ ମୃ-ତ୍ୟୁ ହେବ।
ଆଜି ଆମେ ସେଭଳି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ବୈଜ୍ଞାନିକ ମାନେ ସବୁବେଳେ ନୂଆ ନୂଆ ଜିନିଷ ତିଆରି କରି ଲୋକ ଙ୍କୁ ଚକିତ କରି ଥାଆନ୍ତି।
ଏବେ ସେଭଳି ଏକ ଜିନିଷ ତିଆରି କରିବାକୁ ବୈଜ୍ଞାନିକ ମାନେ ଯାଉଛନ୍ତି।ସେହି ମେସିନ ଟି ହେଉଚି ମୃ-ତ୍ୟୁ ର ତାରିଖ ଜାଣିବା ପାଇଁ ଏକ ମେସିନ।ଏହାର ନାମ ହେଉଚି ଏ ଆଇ।ବୈଜ୍ଞାନିକ ମାନଙ୍କ ଏଭଳି ଯନ୍ତ୍ର ବିଷୟ ରେ ଜାଣି ଲୋକ ମାନେ ଆଶ୍ଚର୍ଯ୍ୟ ହୋଇ ଛନ୍ତି।
Special Report
ସୂଚନା ଅନୁସାରେ ଏହି ମୃ-ତ୍ୟୁ ମେସିନ ଟି ଲୋକ ମାନଙ୍କ ମୃତ୍ୟୁ ତାରିଖ ଜଣାଇବ।କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତି ଙ୍କ ର କେବେ ମୃ-ତ୍ୟୁ ହେବ ତାହା ଏହି ମେସିନ ମାଧ୍ୟମ ରେ ସମସ୍ତେ ଜାଣି ଯିବେ।
ମଣିଷ ର ବ୍ୟକ୍ତିଗତ ସୂଚନା ନେଇ ଏହି ମଡେଲ ବ୍ୟକ୍ତି ର ସଠିକ୍ ସୂଚନା ଦେଇ ପାରିବ ବୋଲି କୁହା ଯାଉଚି।ଏ ଆଇ ର ମୃତ୍ୟୁ ତାଲିକା ୭୮ ପ୍ରତିଶତ ସତ ହେବ ବୋଲି କୁହା ଯାଉଚି। ଯାହାକି ଲୋକ ଙ୍କ ମଧ୍ୟରେ ଅଧିକ ଭୟ ସୃଷ୍ଟି କରିବ।
ଏବେ ଏକ ଖବର ସାମ୍ନା କୁ ଆସିଛି।ଡେନମାର୍କ ଓ ଆମେରିକା ର ବୈଜ୍ଞାନିକ ମାନେ ଏହି ପ୍ରୋଜେକ୍ଟ ଉପରେ କାମ କରୁଛନ୍ତି।ସେମାନେ ମୃ-ତ୍ୟୁ ର ତାରିଖ ଘୋଷଣା କରୁଥିବା ମେସିନ ବାହାର କରୁଛନ୍ତି।
ଏବେ ଦେଖିବାକୁ ବାକି ରହିଲା କେବେ ଏହି ମୃ-ତ୍ୟୁ ମେସିନ ଲୋକ ଙ୍କ ପାଖରେ ପହଞ୍ଚି ପାରୁଛି।ଏହାକୁ ନେଇ ଲୋକ ଙ୍କ ମଧ୍ୟରେ ଉତ୍କଣ୍ଠା ଜାତ ହୋଇଚି।