Movie prime

ଏମିତି ଏକ ଗାଁ ଯେଉଁଠି କେବଳ ରୁହନ୍ତି ଡାହାଣୀ ଦେଖନ୍ତୁ ଏହି ରହସ୍ୟ କେମିତି ଏଠାରେ କେବଳ ଭୂ-ତ ମାନଙ୍କ....

 
Ghost
ବର୍ତମାନ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବା ସହିତ ଭୟଭୀତ ହୋଇ ପଡ଼ିବେ।ଏପରି ଏକ ସ୍ଥାନ ରହିଛି ଯେଉଁଥି ସବୁ ମହିଳାମାନେ ହେଉଛନ୍ତି ଡାହାଣୀ।
Ghost
ସେମାନେ ଭିନ୍ନ ଏକ ଦୁନିଆର ମଣିଷ।ସେମାନଙ୍କୁ ସମାଜ ଠାରୁ ଦୂରରେ ରଖା ଯାଇଥାଏ।ସେମାନେ ରହିଥିବା ଗ୍ରାମକୁ ଡାହାଣୀ ଗ୍ରାମ ବୋଲି ଅନେକ ଲୋକ କହିଥାନ୍ତି।
ଆଉ ସେମାନଙ୍କୁ ସମସ୍ତେ ଘୃଣା ମଧ୍ୟ କରିଥାନ୍ତି।ବିଶ୍ୱାସ ହେଉ ଅବା ଅନ୍ଧ ବିଶ୍ବାସ ଏହାକୁ କିନ୍ତୁ ସମସ୍ତେ ମାନି ନେଇଥାନ୍ତି।ଦର୍ଶକ ବନ୍ଧୁ ଆଫ୍ରିକାରେ ଏପରି ଏକ ଗ୍ରାମ ରହିଛି ଯାହା ଡାହାଣୀ ପାଇଁ ପ୍ରସିଦ୍ଧ।ଯେଉଁ ଗ୍ରାମରେ ରହୁଥିବା ସବୁ ମହିଳା ମାନେ କୁଆଡେ ଡାହାଣୀ।ସମାଜ ସେମାନଙ୍କୁ ଘୃଣା କରିଥାଏ।ଆଉ ନିଜ ଠୁ ଦୂରେଇ ଦେଇଥାଏ।ସମସ୍ତଙ୍କ ଠାରୁ ସବୁ ସମ୍ପର୍କ କୁ କାଟି ଦିଆ ଯାଇଥାଏ।
ବିଶ୍ୱାସ ହେଉ ଅବା ଅନ୍ଧ ବିଶ୍ବାସ ଇଚ୍ଛା ନଥିଲେ ମଧ୍ୟ କଥାକଥିତ ସମାଜର ନିର୍ଦେଶ କୁ ସେମାନେ ମାନି ନେଇଥାନ୍ତି।ମୁଣ୍ଡ ପାତି ସେମାନେ ସବୁ ଅତ୍ୟାଚାର କୁ ସହି ଯାଇଥାନ୍ତି।ଆଉ ସହିବାକୁ ସେମାନେ ବାଧ୍ୟ।
କାରଣ ସେମାନେ ହେଉଛନ୍ତି ଡାହାଣୀ।ଆଉ ଡାହାଣୀ ମାନଙ୍କର ସମାଜରେ ରହିବାର କୌଣସି ଅଧିକାର ନାହିଁ।ତେଣୁ ସେମାନେ ଭିନ୍ନ ଏକ ଗ୍ରାମରେ ରହିଥାନ୍ତି। ଯାହାକୁ ଡାହାଣୀ ର ଗ୍ରାମ ବୋଲି କୁହାଯାଏ।
ଆଫ୍ରିକାର ଏହି ଗ୍ରାମର ନାମ ହେଉଛି ଘାନା।ଆଫ୍ରିକାରେ ଏମିତି ୬ ଗୋଟି ଗ୍ରାମ ରହିଛି ଯେଉଁଥି କେବଳ ଡାହାଣୀ ମାନେ ହିଁ ରହିଥାନ୍ତି।ସେଠାରେ ରହୁଥିବା ସବୁ ମହିଳା ମାନଙ୍କୁ ଡାହାଣୀ ବୋଲି ବିବେଚନା କରାଯାଇଥାଏ।
ଆଉ ଯେଉଁ ମହିଳା ବିଧବା ହୋଇଯାଏ ତାଙ୍କୁ ନେଇ ସେହି ଗ୍ରାମରେ ଛାଡ଼ି ଦେଇଥାନ୍ତି।ସ୍ବାମୀ ଯେ କୌଣସି କାରଣରୁ ମରି ଥାନ୍ତୁ ନା କାହିଁକି ସଂପୃକ୍ତ ମହିଳା ଙ୍କୁ ଡାହାଣୀ ବୋଲି କହିଥାନ୍ତି।
ସେଥିପାଇଁ ପ୍ରତିବର୍ଷ ସେଠାରେ ସହ ସହ ମହିଳାଙ୍କୁ ଜୀବନ୍ତ ଜାଳି ଦିଆଯାଏ।ଏହି ଘଟଣା ଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଦର୍ଶକ ମାନେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି।