Movie prime

ଦିଲ୍ଲୀ ରେ ଯଦି ମତେ ରଖି ମୋଦୀ ସୁରକ୍ଷା ଦେବେ ତାହାଲେ ମୋର ଲୋକ ପୁରା ପାକିସ୍ତାନ କୁ ଭାରତ ଗୋଡ଼ ତଳେ ସମର୍ପଣ କରିଦେବେ

 
Special report
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଇମ୍ରାନ ଖାନ ଙ୍କ ଘରେ ଆତଙ୍କବାଦୀ ରହିଛନ୍ତି ବୋଲି ସୂଚନା ମିଳିଛି।
ଇମ୍ରାନ ଖାନ୍ ଙ୍କ ଘରେ ୩୦ ରୁ ୪୦ ଜଣ ଆତଙ୍କବାଦୀ ଲୁଚି ରହିଛନ୍ତି।ଏହି ସୂଚନା ପରେ ତାଙ୍କର ଲାହୋର ସ୍ଥିତ ବାସ ଭବନ ରେ ପୋଲିସ ରେଡ କରିଥିବାର ଜଣାପଡିଛି।
Special Report
ଆତଙ୍କବାଦୀ କୁ ସମର୍ପଣ କରିବା ପାଇଁ ୨୪ ଘଣ୍ଟା ର ସମୟ ଦେଇଛନ୍ତି ଲାହୋର ପୋଲିସ।ଏନେଇ ପାକିସ୍ତାନ ର ସୂଚନା ମନ୍ତ୍ରୀ ମିହିର ସ୍ପଷ୍ଟ କରିଛନ୍ତି।ଲାହୋର ସ୍ଥିତ ବାସ ଭବନ ଚାରିପଟେ ପୋଲିସ ଜଗି ରହିଛନ୍ତି।
ପାକିସ୍ତାନ ରେ ଏଭଳି ଘଟଣା ପ୍ରତ୍ୟେକ ଦିନ ଗୋଟେ ଗୋଟେ ଘଟଣା ଆସୁଛି।ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଙ୍କ ପାଇଁ ଏକ ବିପଦ ସୃଷ୍ଟି କରୁଛି। 
Special report
ଯଦି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଘରେ ୩୦ ରୁ ୪୦ ଜଣ ଆତଙ୍କବାଦୀ ଲୁଚି ରହିଥାନ୍ତି ତେବେ ନିହାତି ଏକ ବଡ଼ ଷଡ଼ଯନ୍ତ୍ର କରିବାକୁ ଯାଉଛନ୍ତି ପାକିସ୍ତାନ ପାଇଁ।ତେଣୁ ସେଥିପାଇଁ ପଞ୍ଜାବ ପୋଲିସ ସେମାନଙ୍କର ଆକ୍ସନ ନେବେ।
ଏଥିରେ ସପୋର୍ଟ କରିବେ।ଏହା ତାଙ୍କ ଦେଶ ପାଇଁ ସୁରକ୍ଷାର ଏକ ପ୍ରଶ୍ନବାଚୀ।ଆପଣମାନେ ଜାଣିଥିଲେ ପାକିସ୍ତାନରେ ଲୋକମାନେ ଖାଇବା ପାଇଁ ପରସ୍ପର ଙ୍କ ସହିତ ଲଢେ଼ଇ କରୁଥିବାର ଦେଖିବାକୁ ମିଳୁଛି।
ଅଟା କିଣିବା ପାଇଁ ଟ୍ରକ୍ ପଛରେ ଦୌଡ଼ୁଛନ୍ତି।ପାକିସ୍ତାନରେ ଏଭଳି ଅଭାବ ଦେଖା ଦେଉଥିବା ପ୍ରାୟ ସମୟରେ ଦେଖିବାକୁ ମିଳୁଛି।ପେଟ୍ରୋଲ ଆଉ ଡିଜେଲ ତାଙ୍କ ବଜେଟ ରେ କମାଇ ଦେଇଛନ୍ତି।
୧୨ ଟଙ୍କା ପେଟ୍ରୋଲ ରେ ଆଉ ୩୦ ଟଙ୍କା ଡ଼ିଜେଲ ରେ କମାଇ ଦେଇଛନ୍ତି। ଏବଂ ଏଥିରେ ଜନ ସାଧାରଣ ଙ୍କ ସପୋର୍ଟ ମିଳିବ ବୋଲି ଆଶା କରୁଛନ୍ତି ଏହି ଘଟଣା ଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.