୧୮୦୦ ମସିହାରେ ଭାରତ ଥିଲା ଏମିତି ଦେଖନ୍ତୁ ସେତେବେଳର ଜୀବନଶୈଳୀ କେମିତି ଥିଲା

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ଆମ ଦେଶ ଭାରତ ବିଷୟରେ ସବୁ କଥା ହୁଏତ ଜାଣିନଥିବେ । ଆମ ଦେଶ ଭାରତ ହେଉଛି ଏକ ମହାନ୍ ଦେଶ । ଆମ ଦେଶ ସବୁ ଦେଶ ଠାରୁ ଭଲ ଅଟେ। ଆମ ଦେଶର ପାଣି, ପବନ ବହୁତ ଭଲ ଅଟେ। ଆମ ଦେଶର ଲୋକମାନେ ବହୁତ ଭଲ । ଆଉ ଆମ ଦେଶର ସଂସ୍କୃତି, ଚାଲି ଚଲନି ବି ବହୁତ ଭଲ ଅଟେ । କିନ୍ତୁ ଆପଣମାନେ ଜାଣିଛନ୍ତି କି ଆମ ଦେଶ ଭାରତ ଏହା ପୂର୍ବରୁ ଅର୍ଥାତ୍ ୧୮୦୦ ମସିହା ବେଳକୁ କିପରି ଥିଲା ।
ଏହି ଭିଡିଓ ସାହାଯ୍ୟରେ ଆମେ ଜାଣିପାରିବା ଆମ ଦେଶ ଭାରତ ୧୮୦୦ ମସିହା ବେଳକୁ କିପରି ଥିଲା । ୧୮୦୦ ମସିହା ବେଳକୁ ଭାରତରେ ମୋଗଲ ମାନଙ୍କ ରାଜୁତି ସରି ଆସିଲାଣି । ଆଉ ତାପରେ ସମଗ୍ର ଭାରତ ଉପରେ ସେତେବେଳେକୁ ଇଂରେଜମାନେ ଶାସନ କଲେ । ଆଉ ସେତେବେଳେ ଲୋକମାନେ ଶାନ୍ତି ଆଉ ଖୁସିରେ ରହୁଥିଲେ । ସେତେବେଳେ ଲୋକମାନେ ଭାଇଚାରାରେ ରହୁଥିଲେ । ଆଉ ସେତେବେଳେ ବୁଢ଼ା ମାନଙ୍କର କଥା ମାନା ଯାଉଥିଲା । ଆଉ ସେତେବେଳେ ଲୋକମାନେ ଧୋତି ଆଉ ଗାମୁଛା ପିନ୍ଧୁଥିଲେ । ତାପରେ ଧୀରେ ଧୀରେ ପଶ୍ଚିମ ଦେଶର ବସ୍ତ୍ର ପିନ୍ଧିବାକୁ ଲାଗିଲେ ।
ଭାରତର ଅନେକ ଲୋକ ସେତେବେଳ ଚାଷ ବା କୃଷି କାର୍ଯ୍ୟ କରୁଥିଲେ । ଆଉ ସେତେବେଳେ ଲୋକମାନେ ଶଗଡ଼ ଗାଡ଼ିରେ ଯିବା ଆସିବା କରୁଥିଲେ । ସେତେବେଳେ ଲୋକମାନେ ବହୁତ ପରିଶ୍ରମୀ ଥିଲେ । ସେତେବେଳେ ଲୋକମାନେ ପଶୁପାଳନ, ସୁନା, ରୂପା ଆଦି କାମ କରୁଥିଲେ । ସେତେବେଳେ ଭାରତରେ ମୋଟ ୧୬ କୋଟି ଲୋକ ବାସ କରୁଥିଲେ । ସେହି ସମୟରେ ଲୋକମାନେ ମନୋରଞ୍ଜନ କରିବା ପାଇଁ ଖେଳ ଖେଳୁଥିଲେ ବା ଭଜନ କୀର୍ତ୍ତନ କରୁଥିଲେ । ଆଉ ସେତେବେଳେ ବିଦ୍ୟୁତ୍ ସଂଯୋଗ ନଥିଲା ।
ବିଦ୍ୟୁତ୍ ସଂଯୋଗ ୧୮୫୦ ମସିହାରେ ଆସିଲା । ସେତେବେଳେ ଲୋକମାନେ ବହୁତ ଖୁସିରେ ଥିଲେ । ଆଉ ସେତେବେଳେ ଲୋକମାନେ ଭଲ ସ୍ୱାସ୍ଥ୍ୟକର ଖାଦ୍ୟ ଖାଉଥିଲେ । ସେଥିପାଇଁ। ତାଙ୍କ ଶରୀର ସୁସ୍ଥ ଥିଲା । ଆଉ ସେତେବେଳେ ଲୋକମାନେ ମେସିନର ବ୍ୟବହାର ବହୁତ କମ୍ ଥିଲା ଲୋକମାନେ ନିଜ ହାତରେ କାମ କରୁଥିଲେ । ଆଉ ସେତେବେଳେ ୧୦ ପ୍ରତିଶତ ଲୋକମାନେ ପାଠ ପଢୁଥିଲେ । ଆଉ ସେତେବେଳେ ଯଦି କୌଣସି ଜିନିଷ ଅଣାଯାଏ ତାହେଲେ ଜିନିଷ ବଦଳରେ ଜିନିଷ ଅଣା ଯାଉଥିଲା ।