Movie prime

ମୋଦୀ କରୁଛନ୍ତି ନୂଆ ଯୋଜନା ମିଶନ Agnipatha ଦେଖନ୍ତୁ ଉପୁଜି ଥିବା ଅଡ଼ୁଆରେ କେମିତି ଖିଅ କାଟିବେ ପ୍ରଧାନମନ୍ତ୍ରୀ

 
gbhfgh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଭାରତୀୟ ସେନା ରେ ଯୋଗ ଦେଇ ନିଜ ଦେଶ ପାଇଁ କାମ କରିବାକୁ ପ୍ରାୟତଃ ସମସ୍ତ ଙ୍କ ଇଚ୍ଛା ଥାଏ ଓ ଏହି ଇଚ୍ଛା କୁ ପୂର୍ତ୍ତି କରିବା ପାଇଁ ଆମ ଦେଶର ଯୁବ ପିଢ଼ି ମାନେ ଅନେକ ପରିଶ୍ରମ କରିଥାଆନ୍ତି ହେଲେ ଶେଷରେ ଖୁବ କମ୍ ସଂଖ୍ୟକ ସେନା ମାନେ ହିଁ ଏଥିରେ ନିଯୁକ୍ତି ପାଇଥାନ୍ତି। ମାତ୍ର ଏବେ ଏପରି ହେବ ନାହିଁ କାରଣ କେନ୍ଦ୍ରସରକାର ଙ୍କ ପକ୍ଷରୁ ଏକ ବଡ଼ ସୂଚନା ଆସିଛି।

କେନ୍ଦ୍ର ସରକାର ଙ୍କ ପକ୍ଷରୁ ଅଗ୍ନିପଥ ଯୋଜନା ହୋଇଛି ଯାହା ମାଧ୍ୟମରେ ପ୍ରାୟତଃ ଏକାଧିକ ସେନା ଙ୍କୁ ନିଯୁକ୍ତି ଦିଆଯିବ ଓ ଦେଶରେ ଥିବା ସେନା ସଂଖ୍ୟାର ତିନି ଗୁଣ ମଧ୍ୟ ସେନା ନିଯୁକ୍ତି କରାଯିବ। ସେମାନଙ୍କୁ କେବଳ ୪ ବର୍ଷ ପାଇଁ ନିଯୁକ୍ତି ଦିଆଯିବ ଓ ତାଙ୍କ ମଧ୍ୟରୁ ୨୫ ପ୍ରତିଶତ ସେନା ଙ୍କୁ ହିଁ ୧୦ ବର୍ଷ ପାଇଁ ସେନାରେ ସମିଲ ହେବାକୁ ସୁଯୋଗ ଦିଆଯିବ। ଏଥି ପାଇଁ ତାଙ୍କୁ ପରେ ତାଙ୍କୁ ପେନସନ ମିଳିବନି ଓ କିନ୍ତୁ ସରକାରୀ ସହାୟତା ମଧ୍ୟ ପ୍ରଦାନ କରାଯିବ।

ଏଥି ନେଇ ଯୁବ ଗୋଷ୍ଠୀ ମାନେ ତାଙ୍କ ଜୀବନକୁ ସଙ୍କଟାପନ୍ନ କରାଯାଉଛି ବୋଲି ଆନ୍ଦୋଳନ କରିଥିଲେ ହେଲେ  ହେଲେ କେନ୍ଦ୍ର ପକ୍ଷରୁ ବିଜ୍ଞପ୍ତି ଜାରି କରା ଯାଇଛି କି ଆନ୍ଦୋଳନ ସତ୍ତ୍ୱେ ମଧ୍ୟ ଏଥିରେ କୌଣସି ପରିବର୍ତ୍ତନ କରାଯିବ ନାହିଁ। ଏହୀ ଅଗ୍ନିପଥ ଯୋଜନାର ମୂଳ ଲକ୍ଷ୍ୟ ହେଉଛି କିପରି ଆମ ଦେଶ ରେ ଥିବା ସେନା ଙ୍କ ତିନି ଗୁଣା ସେନା କରାଯିବ। ଏହି ସେନା ନିଯୁକ୍ତି ମଧ୍ୟ ନୌସେନା, ବାୟୁ ସେନା ଓ ସାଧାରଣ ସେନାରେ ନିଯୁକ୍ତି ଦିଆଯିବ।

ଏହି ନିଯୁକ୍ତି ର ୪ବର୍ଷ ପରେ ମଧ୍ୟ ଅଗ୍ନି ବିର ମାନେ ଅନ୍ୟ କୌଣସି ଚାକିରୀ କରି ପାରିବେ , ଏହା ସହ ଯିଏ ପାଠ ପଢ଼ିବାକୁ ଚାହିଁବ ତାହା ମଧ୍ୟ କରିବ କିଛି ଅଗ୍ନିବିର ଇଛୁକ ମଧ୍ୟ ହେଲେ ସେ ପୋଲିସ୍ ରେ ମଧ୍ୟ ଚାକିରୀ କରିପାରିବେ ଏହା ଛଡ଼ା ତାଙ୍କୁ ଅନ୍ୟାନ୍ୟ ସୁବିଧା ସୁଯୋଗ ମଧ୍ଯ ଯୋଗାଇ ଦେବ। ସେନା ସସକ୍ତ କାରଣ କରିବା ହେଉଛି ଏହି ଅଗ୍ନିବୀର ଯୋଜନା ର ପରମ ଲକ୍ଷ୍ୟ।