Movie prime

ଜେଲ ଭିତରେ ମତେ ଖାଇବା ରେ ବିଷ ଦେଇ ମାରିଦେବେ, ମୋଦୀ - ଯୋଗୀ ମତେ ଏଠୁ ବାହାର କର, ମୁ ଭାରତୀୟ ନାଗରିକ ହୋଇଯିବି

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଇମ୍ରାନ ଖାନଙ୍କ ଓକିଲ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖୁଛନ୍ତି ଯେ, ରାତି ସାରା ଶୋଇବା ପାଇଁ ଦେଲେନି ଇମ୍ରାନ ଖାନଙ୍କୁ।
ଆଉ ଗୋଟିଏ ଅପରିଷ୍କାର କାଳ କୋଠରିରେ ତାଙ୍କୁ ଜେଲ୍ ଭିତରେ ବନ୍ଦିକରି ରଖାଯାଇଛି। ତାହାସହିତ ଇମ୍ରାନ ଖାନଙ୍କ ମାନବିକ ଅଧିକାରର ହନନ ହେଉଛି ବୋଲି ଇମ୍ରାନ ଖାନଙ୍କ ଓକିଲ କହିଛନ୍ତି। 
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗୁରଫ କରାଯିବା ପରେ, ଏଭଳି କିଛି ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ତାଙ୍କର ଓକିଲ।
Special Report
ଏବଂ ଇମ୍ରାନ ଖାନଙ୍କୁ ଏଭଳି ଦୁ-ର୍ବ୍ୟ-ବ-ହା-ର କରାଯାଉଛି ଯାହାକି ସେ କୌଣସି ଆତଙ୍କବାଦୀ ଅଟନ୍ତି। ଏହାସହିତ ଇମ୍ରାନ ଖାନଙ୍କୁ ଗୋଟିଏ ଅପରିଷ୍କାର ଘରେ ରଖା ଯାଇଛି। ପିଟିଆଇ ଚିଫ ଇମ୍ରାନ ଖାନଙ୍କୁ ଗିରଫ କରାଯାଇଥିଲା ଇସଲାମବାଦ୍ ରେ। 
ଏବଂ ହାଇକୋର୍ଟ ପରିସରରୁ ତାଙ୍କୁ ରେଞ୍ଜର ମାନଙ୍କୁ ଲଗାଇ ଗିରଫ କରାଯାଇଥିଲା। ଏହାପରେ ପାକିସ୍ତାନ ଏବଂ ତାହାସହିତ ବୈଦେଶିକ ବ୍ୟାପାର ଗୃହରେ ମଧ୍ୟ ଦେଖା ଦେଇଥିଲା ପାକିସ୍ତାନୀ ସମର୍ଥକଙ୍କ ଭୟଙ୍କର କାଣ୍ଡ।
Special Report
ଏବଂ ଜେଲ ଭିତରେ ଥାଇ ମଧ୍ୟ ଇମ୍ରାନ ଖାନ୍ ନିଜ ସମର୍ଥକଙ୍କୁ ବାର୍ତା ଦେଇଛନ୍ତି। ଇମ୍ରାନ ଖାନ୍ ଜେଲ ଭିତରେ ରହିଲେ ମଧ୍ୟ ନିଜ ସମର୍ଥକଙ୍କୁ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ କହିଛନ୍ତି। 
ତାହାସହିତ ଇମ୍ରାନ ଖାନଙ୍କ ଓକିଲ ମରୱାତ ମଧ୍ୟ ଏନେଇ ସୂଚନା ଦେଇଛନ୍ତି। ତେବେ ଘଟଣାରେ ପାକିସ୍ଥାନୀ ସରକାରଙ୍କ ତରଫରୁ ଏକ ହଜାର ରୁ ଅଧିକ ଲୋକଙ୍କୁ ଗିରଫ କରାସାରିଲାଣି।
ଏହାସହିତ ଏହି ହିଂସାକାଣ୍ଡରେ ୫ ଜଣ ଲୋକଙ୍କର ମୃ-ତ୍ୟୁ ମଧ୍ୟ ହୋଇଛି। ତେବେ ବନ୍ଧୁଗଣ ଏହିଭଳି କିଛି କହିଛନ୍ତି ଇମ୍ରାନ ଖାନଙ୍କ ଓକିଲ।