Movie prime

ନିଜ ସ୍ତ୍ରୀ ଉପରେ ଖୁସି ହେଇ ଜହ୍ନ ରେ ଜାଗା କିଣି ଉପହାର ଦେଲା ସ୍ଵାମୀ !!!

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଅନେକ ସମୟରେ ଜାଣିଥିବେ କି ସ୍ଵାମୀ ମାନେ ତାଙ୍କ ସ୍ତ୍ରୀ ମାନଙ୍କୁ ବିଭିନ୍ନ ପ୍ରକାରର ଉପହାର ପ୍ରଦାନ କରିଥାନ୍ତି। ହେଲେ ଅନେ ଆଜି ଆପଣଙ୍କୁ।
ଏଭଳି ଏକ ସ୍ଵାମୀ ଙ୍କ ସମ୍ପର୍କ ରେ କହିବାକୁ ଯାଉଛୁ ଯିଏକି ନିଜ ସ୍ତ୍ରୀ ଙ୍କୁ ଚନ୍ଦ୍ରରେ ଜାଗା କିଣି ଉପହାର ଦେଉଛନ୍ତି। ଏହି କଥା ଟି ବିଶ୍ବାସ ହେଉ ନଥିଲେ ମଧ୍ୟ ଏହି କଥାଟି ହେଉଛି ସତ। ହରିୟଣା ର ସିର୍ଶା ଜିଲ୍ଳାର କାଗଦନା ନିବାସୀ କୃଷ୍ଣ କୁମାର ରୁହିଲ ତାଙ୍କ ପତ୍ନୀ ସରିତା ଙ୍କୁ ଏଭଳି ଉପହାର ପ୍ରଦାନ କରିଛନ୍ତି
ସେ ତାଙ୍କର ୨୫ ତମ ବିବାହ ବାର୍ଷିକୀ ରେ ତାଙ୍କର ପତ୍ନୀ ଙ୍କୁ ଏହି ଚନ୍ଦ୍ରରେ ଜାଗା କିଣି ଉପହାର କରିଛନ୍ତି। ଏହା ମଧ୍ୟ ସଂପୂର୍ଣ୍ଣ ଭାବରେ ଆଇନ ସଙ୍ଗତ ଅଟେ। ଆମେରିକା ର ନ୍ୟୁୟୋର୍କ ରେ "lunar society international"ଚଦ୍ର ରେ ଜାଗା ବିକ୍ରୀ କରୁଛି।
ଏଠାରେ ଜାଗା କିଣୁ ଥିବା ଲୋକଙ୍କୁ ଏହା ନାଗରିକତା ଦେବା ସହ ସେମାନେ ଯଦି ଚାହିଁବେ ତେବେ ମଧ୍ଯ ଏହାକୁ ଭବିଷ୍ୟତ ରେ ବିକ୍ରୀ ମଧ୍ୟ କରି ପାରିବେ।
Special report
ବ୍ୟକ୍ତି ଜଣକ କହିଛନ୍ତି କି ସେ ତାଙ୍କ ପତ୍ନୀ ସରିତା ଙ୍କୁ ଖୁବ ଭଲ ପାଆନ୍ତି। ଏବଂ ସମସ୍ତେ ତାଙ୍କୁ ପତ୍ନୀ ଙ୍କୁ ସୁନା ଗହଣା ବା କରି ବା ଅନ୍ୟାନ୍ୟ ଉପହାର ପ୍ରଦାନ କରିଥାନ୍ତି।
ହେଲେ ସେ ଚାହୁଁ ଥିଲେ କି ସମସ୍ତ ଙ୍କଟ ଠାରୁ କିଛି ଭିନ୍ନ ଉପହାର ତାଙ୍କ ସ୍ତ୍ରୀ ଙ୍କୁ ସେ ଦେବେ ସେଥିପାଇଁ ସେ ତାଙ୍କ ସ୍ତ୍ରୀ ଙ୍କ ନାମରେ ଚନ୍ଦ୍ର ରେ ହିଁ ଜାଗା କିଣି ଦେଇଥିଲେ। ତାଙ୍କ ସ୍ତ୍ରୀ ମଧ୍ୟ ଏଭଳି ଏକ ଉପହାର ପାଇ ବହୁତ ଖୁସି ଅଛନ୍ତି ବୋଲି କହିଥିଲେ।
ତେବେ ଆପଣ ମାନେ ଜାଣି ପାରୁଥିବେ କି ବ୍ୟକ୍ତି ଜଣକ ତାଙ୍କ ସ୍ତ୍ରୀ ଙ୍କୁ କେତେ ମାତ୍ରାରେ ଭଲ ପାଆନ୍ତି। ସେଥିପାଇଁ ସେ ତାଙ୍କ ସ୍ତ୍ରୀ ଙ୍କୁ ଖୁସୀ କରିବେ ବୋଲି ଏଭଳି ଏକ ଉପହାର ପ୍ରଦାନ କରିଛନ୍ତି।
ଏହା ପୂର୍ବରୁ ଶାହାରୁକ ଖାନ ମଧ୍ୟ ଚନ୍ଦ୍ରରେ ଜାଗା କିଣିଥିବା ସହ ସ୍ବର୍ଗତ ଶୁଶାନ୍ତ ସିଂ ରାଜପୁତ ମଧ୍ଯ ଚନ୍ଦ୍ରରେ ନିଜର ଏକ ଏକର ଜାଗା କିଣି ଥିଲେ। ଏବେ ଏହି ବ୍ୟକ୍ତି ଜଣକ ଚନ୍ଦ୍ରରେ ଜାଗା କିଣିବା ପରେ ଚାରି ଆଡେ ଚର୍ଚ୍ଚା ହେବାରେ ଲାଗିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.