Movie prime

ଝିଅ ବିଭା ବୟସ ରେ ମା ହେଲା ଗର୍ଭବତୀ! କଥା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆମେ ଏବେ ଆପଣଙ୍କୁ ଏଭଳି ଏକ ଘଟଣା ସମ୍ପର୍କ ରେ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ।
ଝିଅ କୁ ୨୩ ବର୍ଷ ହୋଇଥିବା ବେଳେ ୪୭ ବର୍ଷୀୟା ମାଆ ଜଣକ ହୋଇଛନ୍ତି ଏବେ ଗ-ର୍ଭ-ବ-ତୀ ଏହି ଘଟଣା ଏବେ ଏକ ଚର୍ଚ୍ଚାର ବିଷୟ ପାଲଟିଛି।
ମାଆ ଜଣକ ଲଜ୍ଜିତ ନହେବା ପାଇଁ ନିଜେ ଗ-ର୍ଭ-ବ-ତୀ ଥିବର ଏହି ଖବର କୁ ଲୁଚାଇ ଥିଲେ ଗ-ର୍ଭ ଧାରଣର ଆଠ ମାସ ପରେ ଅଭିନେତ୍ରୀ ଜଣକ ଜାଣି ପାରିଥିଲେ।
ଏହି ଘଟଣା ଆପଣ ମାନଙ୍କୁ ଏକ ଫିଲ୍ମ୍ ବିଷୟରେ ନିଶ୍ଚିତ ଭାବରେ ମନେ ପକାଇ ଦେଉଥିବ। ତେବେ ଆପଣ ମାନେ ଆୟୁଷମାନ ଖୁରାନା ଙ୍କ ନିର୍ମିତ ଫିଲ୍ମ୍ ବଧାଇ ହୋ ନିଶ୍ଚିତ ଭାବରେ ଦେଖିଥିବେ। ସେହି ଫିଲ୍ମ୍ ରେ ମଧ୍ଯ ଏହିପରି କିଛି କାହାଣୀ ଥିଲା।
ଆୟୁଷ୍ମାନ ଙ୍କ ମାଆ ସେଥିରେ ଗ-ର୍ଭ-ବ-ତୀ ଥିଲେ ଯେତେବେଳେ କି ତାଙ୍କର ପୁଅ ମାନେ ବଡ଼ ବଡ଼ ହୋଇ ଯାଇଥିଲେ। ଏବେ ଏଭଳି କିଛି ଘଟଣା ଫିଲ୍ମ୍ ନୁହେଁ ବରଂ ରିୟଲ ରେ ଦେଖିବାକୁ ମିଳିଛି।
ଏହି ଚଳତିତ୍ର ମଧ୍ୟ ଜାତୀୟ ପୁରସ୍କାର ପାଇଥିଲା। ଏଭଳି ଏକ ଘଟଣା ଘଟିଛି ମାଲାୟଲମ୍ ର ଟେଲି ଅଭିନେତ୍ରୀ ଆର୍ଯ୍ୟ ପାର୍ବତୀ ଙ୍କ କ୍ଷେତ୍ର ରେ। ଅଭିନେତ୍ରୀ ଙ୍କ ବୟସ ହେଉଛି ୨୩ ଆଉ ଖୁବ ଶୀଘ୍ର ତାଙ୍କର ବିବାହ ମଧ୍ଯ ହେବାକୁ ଯାଉଛି।
ଆଉ ଏହି ବୟସରେ କେତେବେଳେ ସେ ଶୁଣିଲେ କି ତାଙ୍କ ମାଆ ଗ-ର୍ଭ-ବ-ତୀ ଅଛନ୍ତି ସେ ବହୁତ ମାତ୍ରାରେ ଖୁସୀ ହୋଇ ଯାଇଥିଲେ କାରଣ ସେ ଛୋଟ ବେଳୁ ଚାହୁଁ ଥିଲେ ତାଙ୍କର ଏକ ଭାଈ କି ଭଉଣୀ ହଉ।
ହେଲେ ଡ଼ାକ୍ତର ତାଙ୍କୁ ମନା କରିଦେଇଥିଲେ କି ତାଙ୍କ ମାଆ ଆଉ କେବେ ହେଲେ ମଧ୍ୟ ଗର୍ଭବତୀ ହୋଇ ପାରିବେ ନାହିଁ। ହେଲେ ସେତେବେଳେ ତାଙ୍କର ସମସ୍ତ ଆଶା ଆଶାରେ ହିଁ ରହି ଯାଇଥିଲା।
ଏହାପରେ ଏବେ ଯେତେବେଳେ ତାଙ୍କ ମାଆ ଗ-ର୍ଭ-ବ-ତୀ ଅଛନ୍ତି ବୋଲି ତାଙ୍କୁ ଜଣାଇଥିଲେ ସେତେବେଳେ ସେ ଅତ୍ୟନ୍ତ ଖୁସି ହୋଇ ଯାଇଥିଲେ। ଆଉ ଏବେ ତାଙ୍କ ମାଆ ଗ-ର୍ଭ-ବ-ତୀ ଥିବା ନେଇ ସେ ନିଜେ ମଧ୍ୟ ଜଣାଇଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.