Movie prime

ଶେଷରେ ସମସ୍ତଙ୍କ ଆଗରେ କାନ୍ଦି ନିଜ ଦୁଃଖ କହିଲେ ସ୍ଵାମୀ ଭିକି, ସରି କାଟ୍ରିନା ତୁ ମୁଁ ଯଦି ସାଙ୍ଗ ରେ ଶୋଇବା, ତାହାଲେ ମତେ ସଲମାନ୍

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ କ୍ୟାଟ୍ରିନା କୈଫ ବଲିଉଡର ସବୁଠାରୁ ସୁନ୍ଦର ଅଭିନେତ୍ରୀ ଭାବରେ ବେଶ ଜଣାଶୁଣା ଅଟନ୍ତି। ସମସ୍ତେ ମଧ୍ୟ ତାଙ୍କୁ ଖୁବ୍ ଭଲ ପାଇବା ଦେଇଛନ୍ତି।
Special report
କ୍ୟାଟ୍ରିନା ତାଙ୍କର ବ୍ୟକ୍ତିଗତ ସମ୍ପର୍କକୁ ନେଇ ଖୁବ୍ ଚର୍ଚ୍ଚାରେ ମଧ୍ୟ ରୁହନ୍ତି।୨୦୨୧ ମସିହାରେ, ଏହି ସୁନ୍ଦର ଅଭିନେତ୍ରୀ ବିକି କୌଶଲଙ୍କୁ ବିବାହ କରିଥିଲେ। ନିକଟରେ ଭିକି ତାଙ୍କର ପତ୍ନୀ କ୍ୟାଟ୍ରିନା ଙ୍କ ଠାରୁ ଅଲଗା ହେବାକୁ ନେଇ ଏକ ବଡ଼ କଥା କହିଛନ୍ତି।
ଭିକି ଏବଂ କ୍ୟାଟ୍ରିନା ଦୁଇଜଣ ପରସ୍ପର ସହିତ ବହୁତ ସୁନ୍ଦର ଦେଖାଯାନ୍ତି। ନିକଟରେ ଭିକି ତାଙ୍କର ସ୍ତ୍ରୀ ଙ୍କୁ ନେଇ ଏଭଳି ଏକ ମନ୍ତବ୍ୟ ଦେଇଛନ୍ତି ଯାହା ପାଇଁ ସେ ଚର୍ଚ୍ଚାରେ ଅଛନ୍ତି। ଭିକି ଏବଂ ସାରା ଏବେ ଏକ ଇଭେଣ୍ଟ ରେ ନଜର ଆସିଥିଲେ।
Special report
ଆଉ ସେହି ଇଭେଣ୍ଟ ରେ ଲୋକ ମାନେ ଦୁହିଁଙ୍କ ଯୋଡିକୁ ଖୁବ୍ ପସନ୍ଦ କରିଥିଲେ। ନିକଟରେ ମୁକ୍ତିଲାଭ କରିଥିବା ଭିକି ଓ ସାରା ଙ୍କ ନୁଆ ଫିଲ୍ମ୍ କୁ ମଧ୍ୟ ବେଶ ଭଲ ପାଇବା ମିଳିଛି।
ଏହି ସମାବେଶରେ ଜଣେ ସାମ୍ବାଦିକ ତାଙ୍କୁ ପଚାରିଥିଲେ ଯେ ଯଦି ସେ କ୍ୟାଟ୍ରିନାଙ୍କ ଅପେକ୍ଷା ଅଧିକ ସୁନ୍ଦର ଅଭିନେତ୍ରୀ ପାଇଲେ ତାଙ୍କୁ ଛାଡିଦେବେ କି?ଆଉ ଏହାର ଉତ୍ତର ଭିକି ଏଭଳି ଢଙ୍ଗ ରେ ଦେଇଥିଲେ
Special report
 ଯାହାକୁ ନେଇ ଏବେ ମଧ୍ୟ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଲୋକମାନେ ତାଙ୍କୁ ବିଭିନ୍ନ ପ୍ରକାରର କଥା ମଧ୍ଯ କହିଛନ୍ତି। ତେବେ ଆମେ ଏବେ ଆପଣଙ୍କୁ ସେହି କଥା ସମ୍ପର୍କରେ କହିବାକୁ ଯାଉଛୁ।
ଯେତେବେଳେ ଭିକି ଙ୍କୁ ଏହି ପ୍ରଶ୍ନ କରାଯାଇ ଥିଲା ସେତେବେଳେ ସେ ରିପୋର୍ଟର ଭାଇ ମାନଙ୍କୁ କହିଥିଲେ କି ଏହି ଇଭେଣ୍ଟ ପରେ ତାଙ୍କୁ ଘରକୁ ମଧ୍ୟ ଯିବାର ଅଛି। ଆଉ ତାଙ୍କ ଉତ୍ତର ରୁ ଏବେ ଜଣା ପଡି ଯାଇଛି କି ସେ କ୍ୟାଟ୍ରିନା ଙ୍କୁ ଖୁବ୍ ଭଲ ପାଆନ୍ତି।
Special report
ଆଉ ସେ କୌଣସି ପରିସ୍ଥିତି ରେ ମଧ୍ଯ କ୍ୟାଟ୍ରିନା ଙ୍କ ହାତ ଛାଡ଼ିବେ ନାହିଁ। ତେବେ ଭିକି ଙ୍କ ଏହି ବିବୃତି କୁ ଲୋକ ମାନେ ଖୁବ୍ ପଶନ୍ଦ କରିଛନ୍ତି। ତେବେ ଏହା ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।