Movie prime

ନୂଆ ନୂଆ ବାହାଘର ପରେ ଯେତେବେଳେ ହନିମୁନ କରୁଥିଲେ ସେଫ୍ କଣ ଏମିତି କରିଦେଲେ ଯେ କରିନା ହୋଇଗଲେ ଏତେ ମୋଟୀ

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ କରୀନା କପୁର ଙ୍କୁ ଜାଣି ଥିବେ।ସେ ଜଣେ ଭଲ ଅଭିନେତ୍ରୀ।ତାଙ୍କ ଫିଲ୍ମ ଗୁଡ଼ିକ ଦର୍ଶକ ଙ୍କୁ ବହୁତ ଭଲ ଲାଗେ।ସେ ବଲିଉଡ ର ସୁନ୍ଦରୀ ଅଭିନେତ୍ରୀ ମାନଙ୍କ ମଧ୍ୟରେ ଅନ୍ୟତମ।ବିବାହ ପରେ ସେ ବହୁତ କମ ସମୟ ବଲିଉଡ ଚଳଚ୍ଚିତ୍ର କରୁଛନ୍ତି।
Special report
ସେ ବିବାହ କରିଛନ୍ତି ବଲିଉଡ ର ନାମ କରା ଅଭିନେତା ସୈଫ ଅଲ୍ଲୀ ଖାଁ।ଦୁହେଁ ନିଜ ପରିବାର ସହିତ ଏବେ ବହୁତ ଖୁସି ରେ ଅଛନ୍ତି।ଏବେ ତାଙ୍କର ଦୁଇ ଟି ସନ୍ତାନ ମଧ୍ୟ ଅଛି।ବଡ ପୁଅ ନାମ ତାଇମୁର ଅଲ୍ଲୀ ଖାଁ ଓ ସାନ ପୁଅ ନାମ ଜାହାଙ୍ଗୀର ଅଲ୍ଲୀ ଖାଁ।
କିନ୍ତୁ ଅନେକ କହିଥାନ୍ତି କରୀନା ନିଜ ସାନ ପୁଅ କୁ ଜମା ବି ଭଲ ପାଆନ୍ତି ନାହିଁ।ସେ ଓ ତାଙ୍କ ସ୍ଵାମୀ ବଡ ପୁଅ ତାଇମୂର୍ ଙ୍କୁ ବହୁତ ଭଲ ପାଆନ୍ତି।ସେମାନେ ସବୁ ଆଡ଼େ ବୁଲିବାକୁ ଯାଆନ୍ତି।ହେଲେ ସାନ ପୁଅ କୁ ନିଅନ୍ତି ନାହିଁ।ବଡ ପୁଅ କୁ ନେଇ କରି ଯାଆନ୍ତି।
Special report
ଆଜି ଆମେ ସେହି କଥା ଆପଣ ମାନଙ୍କୁ କହିବାକୁ ଯାଉଛୁ। କରିନା କପୁର ଓ ତାଙ୍କ ପରିବାର ବିଷୟ ରେ। କରିନା କପୁର ଶୈଫ ଅଲ୍ଲୀ ଖାଁ ଙ୍କୁ ପ୍ରେମ କରି ବିବାହ କରିଥିଲେ। ଶୈଫ ଅଲ୍ଲୀ ଖାଁ ଆଗରୁ ବିବାହିତ ଥିଲେ।ତାଙ୍କର ପ୍ରଥମ ପତ୍ନୀ ଙ୍କ ନାମ ହେଉଛି ଅମ୍ରିତା ସିଂହ।
ସେମାନଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛି।ତାଙ୍କ ବଡ ଝିଅ ଏବେ ବଲିଉଡ ର ଜଣେ ଆଗ ଧାଡ଼ି ର ଅଭିନେତ୍ରୀ।ଓ ତାଙ୍କ ପୁଅ ମଧ୍ୟ ଖୁବ୍ ଶୀଘ୍ର ବଲିଉଡ ରେ ପାଦ ଦେବେ ବୋଲି ଶୁଣା ଯାଉଛି।କରିନା କପୁର ହେଉଛନ୍ତି ତାଙ୍କ ଦିତୀୟ ପତ୍ନୀ।
Special report
ସୈଫ ଅଲ୍ଲୀ ଖାଁ କରିନା ଙ୍କ ଠୁ ବୟସ ରେ ବହୁତ ବଡ଼।ତଥାପି ସେମାନଙ୍କ ଭିତରେ ପ୍ରେମ ସଂପର୍କ ରହିଛି।ଯେତେବେଳେ ଗଣ ମାଧ୍ୟମ ତାଙ୍କୁ ତାଙ୍କ ସାନ ପୁଅ କଥା ପଚାରି ଥିଲେ।ସେ କହିଥିଲେ କି ଆମେ ଆମ ଦୁଇ ପୁଅ ଙ୍କୁ ସମାନ ଭାବେ ଭଲ ପାଉ।
Special report
କାହାକୁ କମ୍ କାହାକୁ ବେଶୀ ଭଲ ପାଉନା।ଜାହାଙ୍ଗୀର ଯେହେତୁ ଏବେ ଛୋଟ ଅଛି ସେଥିପାଇଁ ଆମେ ତାକୁ ବାହାରକୁ ନେଇକରି ଯାଉନା।ବଡ ପୁଅ କୁ ନେଇକି ଯାଉ।ହେଲେ ଆପଣ ମାନେ ଏମିତି ଭାବନ୍ତୁ ନାହିଁ ଆମେ ଜାହାଙ୍ଗୀର ଙ୍କୁ ଭଲ ପାଉନା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.