Movie prime

କାଟ୍ରିନା ଚାହୁଁଥିଲେ ଆଉ କିଛି ବର୍ଷ ସଲମାନ ଙ୍କ ସହ ଫିଲ୍ମ ରେ ଅଭିନୟ କରିବାକୁ ହେଲେ ଜବରଦସ୍ତି ମା ବନେଇଦେଲେ ସ୍ଵାମୀ ଭିକି....

 
Special Report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ବଲିଉଡ ଅଭିନେତ୍ରୀ କ୍ରାଟିନା କୈଫ ଙ୍କୁ ଭଲ ଭାବେ ଜାଣି ଥିବେ।ନିକଟରେ ତାଙ୍କ ବିଷୟ ରେ ଏକ ଖବର ସାମ୍ନା କୁ ଆସିଛି।ଦିନ ଥିଲା ଯେତେବେଳେ ତାଙ୍କୁ କେହି ବି ଜାଣି ନ ଥିଲେ।
କିନ୍ତୁ ଏବେ ସେ ବଲିଉଡ ର ଆଗ ଧାଡ଼ି ର ଅଭିନେତ୍ରୀ।ସେ ତାଙ୍କ ଅଭିନୟ ମାଧ୍ୟମ ରେ ଲୋକ ଙ୍କ ମନ ରେ ଏକ ସ୍ଥାନ ସୃଷ୍ଟି କରିଛନ୍ତି।ବର୍ତ୍ତମାନ ସମୟ ରେ ତାଙ୍କୁ କିଏ ବା ନ ଜାଣେ।ଆଜି ସେ ନିଜ ଦକ୍ଷତା ବଳ ରେ ଏତେ ବାଟ ରେ ପହଞ୍ଚି ପାରିଛନ୍ତି।
Special Report
ସୂଚନା ଅନୁସାରେ କ୍ରାଟିନା କୈଫ ଭିକି କୌଶଲ ଙ୍କୁ ବିବାହ କରିଛନ୍ତି।ବିବାହ ପରେ ସେମାନେ ବହୁତ ଖୁସି ରେ ଅଛନ୍ତି।କିନ୍ତୁ ଏ ଯାଏଁ ତାଙ୍କ ର କୌଣସି ସନ୍ତାନ ଜନ୍ମ ହୋଇ ନାହାନ୍ତି।ଏହା କୁ ନେଇ ଲୋକ ମାନେ ଏବେ ବହୁତ ଚର୍ଚ୍ଚା କରୁଛନ୍ତି।
ଅନେକ ମଧ୍ୟ ତାଙ୍କୁ ପ୍ରଶ୍ନ କରିଛନ୍ତି।ତାଙ୍କ ସନ୍ତାନ କୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା କରା ଯାଉଛି।ତାଙ୍କର ଓ ତାଙ୍କ ସ୍ଵାମୀ ଭିକି କୌଷଲ ଙ୍କ ଏକ ଫଟୋ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି।
ଶୁଣା ଯାଉଚି କି ଖୁବ୍ ଶୀଘ୍ର କ୍ରାଟିନା ମା ହେବାକୁ ଯାଉଛନ୍ତି।ଏହି କିଛି ଦିନ ତଳେ ତାଙ୍କର ଶାଦ୍ଧ କରା ଯାଇଛି।ଏଥିରେ ସେ ଓ ତାଙ୍କ ସ୍ଵାମୀ ଭିକି ସୁନ୍ଦର ଭାବେ ଏକ ଫଟୋ ସେୟାର କରିଥିଲେ।
Special report
ଯାହାକୁ ଦେଖି ତାଙ୍କ ପ୍ରଶଂସକ ମାନେ ବହୁତ ଖୁସି ହୋଇ ଯାଇଥିଲେ।ଖୁବ୍ ଶୀଘ୍ର ସେ ମା ହେବାକୁ ଯାଉଛନ୍ତି ବୋଲି ସେଥିରେ ଲେଖା ହୋଇ ଥିଲା।କିନ୍ତୁ କେତେକ ଏହାକୁ ମିଛ ବୋଲି କହିଛନ୍ତି।
ପରେ ଜଣା ପଡି ଥିଲା କି ଏହା ଏକ ମିଛ ଫଟୋ।ଏଥିରେ କେହି ଜଣେ କ୍ରାଟିନା ଙ୍କ ଫଟୋ କୁ ଏଡିଟ କରି ଦେଇଛନ୍ତି।ଓ ସେଥିରେ ସେ ଗ-ର୍ଭ-ବ-ତୀ ଅଛନ୍ତି।
ଆଉ ଜଣ କ ଫଟୋ କୁ ଆଣି କ୍ରାଟିନା ଙ୍କ ମୁହଁ ରେ ଯୋଡା ଯାଇଛି।କିନ୍ତୁ ଏବେ ତାଙ୍କର ଗ-ର୍ଭ-ବ-ତୀ ହେବାର ନାହିଁ ବୋଲି ସେ କହିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.