Movie prime

ମାଡ଼ି ଆସିଲା ପାଣି ଲୋକଙ୍କ ସହ ଭାସିଗଲା କାର ଦେଖନ୍ତୁ ଚଢିଲେ ଗଛ ଉପରେ - Exclusive

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଜଣେ ଯୁବକ କାର ଚଳାଇ ଯାଉଥିବାବେଳେ ହଠାତ ମହାନଦୀ ପାଣି ମାଡିଆସିଥିଲା। ଆଉ ପାଣି ମାଡି ଆସିବାରୁ କାର ଭାସିଯାଇଥିଲା। କାର ଭାସି ଯିବାରୁ ଯୁବକ ଜଣକ ଏକ ଗଛ ଉପରେ ଚଢ଼ି ଯାଇଛନ୍ତି।
Special report
ଘଟଣାସ୍ଥଳରେ ତିର୍ତ୍ତୋଲ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି। ସୂଚନା ଅନୁଯାୟୀ, ଜଗତସିଂହପୁର ଜିଲ୍ଲା ପାରାଦୀପ ନିକଟ ଗଳିପୋଲରେ ଭାସିଗଲା କାର। 
ମହାପଦୀର ପ୍ରଖର ବନ୍ୟା ସ୍ରୋତରେ ଭାସିଗଲା। କାରଟି ଭାସି ଭାସି ଏକ ଶାହାଡା ଗଛରେ ଲାଗିଥିଲା। ଜୀବନ ବିକଳରେ ଜଣେ ଯୁବକ କାରରୁ ବାହାରି ଆସିଥିଲେ। ଶାହାଡ଼ା ଗଛକୁ ଚଢ଼ି ଯାଇଥିଲେ।
ଅନ୍ୟ ଜଣେ କାର ଉପରେ ଛିଡା ହୋଇ ରହିଥିଲେ ଆଉ ଉଦ୍ଧାର ପାଇଁ ଆକୁଳ ଚିତ୍କାର କରୁଥିଲେ। ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା ରାହାମା ବଜାର ହରିପୁର ନିକଟରେ। ତେବେ ବନ୍ଧୁଗଣ ମହାନଦୀର ବନ୍ୟା ପାଣି ରାହାମା ହରିପୁର ରାସ୍ତାକୁ ବୁଡାଇ ଦେଇଛି। 
Special report
ଏହି ରାସ୍ତାରେ ୩ରୁ ୪ ପୁଟ୍‌ ଉଚ୍ଚରେ ବନ୍ୟା ପାଣି ପ୍ରବାହିତ ହେଉଛି। ଆଜି ଅପରାହ୍ନରେ ଘଟିଥିଲା ଏହି ଅଘଟଣ। ହରିପୁର ଅଭିମୁଖେ ଯାଉଥିଲବା ଏକ କାର ରାସ୍ତା ମଝିରେ ଥିବା ଏକ ତଳିଆ ପୋଲରେ ଫସି ଯାଇଥିଲା।
ଉଛୁଳା ବନ୍ୟାପାଣିରେ କାରଟି ରାସ୍ତା ପାର ହେଉଥିବାବେଳେ ସୁଅରେ ଭାସି ଯାଇଥିଲା। ସୁଅ ଏତେ ପ୍ରଖର ଥିଲା ଯେ କାରଟି ପ୍ରାୟ ୧୦୦ ମିଟର ଯାଏ ଭାସି ଯାଇଥିଲା। ଭାଗ୍ୟକୁ କାରଟି ଯାଇ ଏକ ଶାହାଡା ଗଛରେ ଲାଗିଥିଲା। 
କାରରୁ କୌଣସି ପ୍ରକାରେ ବାହାରି ଜଣେ ଯୁବକ ଶାହାଡା ଗଛରେ ଚଢି ଯାଇଥିବାବେଳେ ଅନ୍ୟ ଜଣେ କାର ଉପରେ ବସି ରହିଥିଲେ। ଶେଷରେ ଅଗ୍ନିଶମ ଓ ଓଡ୍ରାଫ ଟିମ ପହଞ୍ଚି ଦୁଇ ଯୁବକଙ୍କୁ ଉଦ୍ଧାର କରିଥିଲେ।
ଉଦ୍ଧାର ହୋଇଥିବା ଦୁଇ କାର ଯାତ୍ରୀ ହେଲେ ଢ଼ିଙ୍କିଆ ଅଞ୍ଚଳର ରଶ୍ମିରଞ୍ଜନ ସ୍ୱାଇଁ ଓ ପାଟକୁରା ଅଞ୍ଚଳର ପୁଷ୍ପକାନ୍ତ ମହାନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.