ମୋଦୀ ଙ୍କ ନୂଆ କିସାନ୍ ଯୋଜନା ର ଲାଭ ଏବେ ଉଠାଇବେ ପ୍ରତ୍ୟେକ ଚାଷୀ, କେବଳ ଘରେ ବସିବେ ପଇସା ନେବେ
Jun 14, 2023, 09:47 IST

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ଏହି ମିଡ଼ିଆ ଦ୍ଵାରା ଅନେକ ଖବର ଜାଣିପାରିବେ । ଏବେ PM କିଶାନ ଯୋଜନାରେ ଲ୍ୟାଣ୍ଡ କିପରି ରେଜିଷ୍ଟ୍ରେସନ୍ କରାଯିବ ସେହି ବିଷୟରେ କୁହାଯାଇଛି । ଏହି ଭିଡିଓ ମାଧ୍ୟମରେ ସମ୍ପୂର୍ଣ୍ଣ ଖବର ଜାଣିପାରିବେ ।

ସରକାର ସବୁବେଳେ ଲୋକମାନଙ୍କ ସୁବିଧା ପାଇଁ ଅନେକ ଯୋଜନା କରିଛନ୍ତି । ସବୁବେଳେ ଲୋକମାନଙ୍କ ଭଲ ଆଉ ସୁବିଧା ପାଇଁ ସରକାର ବ୍ୟବସ୍ଥା କରିଥାନ୍ତି ।
ଆପଣ PM କିଶାନ ଯୋଜନାରେ କିପରି ନିଜେ ରେଜିଷ୍ଟ୍ରେସନ୍ କରିପାରିବେ ସେହି ବିଷୟରେ ଭିଡିଓ ପାଇପାରିବେ । PM କିଶାନ ଯୋଜନାରେ ଲ୍ୟାଣ୍ଡ ରେଜିଷ୍ଟ୍ରେସନ୍ ଆଇଡି କିପରି ବନେଇବା ସେହି ବିଷୟରେ ଜାଣିପାରିବା ।
ଆପଣଙ୍କ ପାଖରେ ଯଦି ଫାର୍ମର ଆଇଡି ଅଛି ବା ଆପଣ ଯଦି କୃଷକ ଓଡ଼ିଶା ପୋର୍ଟାଲରେ ରେଜିଷ୍ଟର କରିଛନ୍ତି । ତାହେଲେ ଏହି ଆଇଡି ନମ୍ବରକୁ ବା ଆପ୍ଲିକେସନ୍ ନମ୍ବରକୁ ଦେଇ ଆପଣ ଆପଣଙ୍କ ଲ୍ୟାଣ୍ଡ ଆଇଡି ରେଜିଷ୍ଟ୍ରେସନ୍ କରିପାରିବେ ।

ଓଡ଼ିଶାରେ ଏପର୍ଯ୍ୟନ୍ତ ଲ୍ୟାଣ୍ଡ ରେଜିଷ୍ଟ୍ରେସନ୍ ଆଇଡି ପ୍ରକ୍ରିୟା ଆରମ୍ଭ କରାଯାଇ ନାହିଁ । ଯଦି ଆପଣ କୃଷକ ଓଡ଼ିଶା ପୋର୍ଟାଲରେ ରେଜିଷ୍ଟ୍ରେସନ୍ କରିଥିବେ ବା ଆପଣଙ୍କ ପାଖରେ ଫାର୍ମର ଆଇଡି ଥିବ ତାହେଲେ ଆପଣ ଏହାକୁ ରେଜିଷ୍ଟ୍ରେସନ୍ କରିପାରିବେ ।
ଏହା ଥିଲେ ସେମାନେ ଚାଷୀ ଭାବରେ ବିବେଚିତ ହୋଇଛନ୍ତି । ଆଉ ଏହା ହେଉଛି ଲ୍ୟାଣ୍ଡ ରେଜିଷ୍ଟ୍ରେସନ୍ ଆଇଡି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏମିତି ଅନେକ ଭିଡିଓ ମାଧ୍ୟମରେ ଆପଣମାନେ ଅନେକ ଖବର ଜାଣି ପାରୁଛନ୍ତି ।
ସରକାରଙ୍କ ଦ୍ଵାରା ସବୁ ପ୍ରକାରର ଖବର ଆପଣମାନେ ଏଭଳି ଜାଣିପାରିବେ । ଏହି ଭିଡିଓ ଜଣେ ୟୁଟ୍ୟୁବର ବନେଇ ଥିଲେ । ଏବେ ତାଙ୍କର ସବୁ ଭିଡିଓ ଦେଖି ଆପଣମାନେ ଅନେକ କିଛି ଖବର ବିଷୟରେ ଜାଣିପାରିବେ ଆଉ ଆପଣଙ୍କ କାମରେ ଆସିବ ।