Movie prime

ଭାରତର ପଡୋଶୀ ଦେଶ ନେ-ପାଳ ଦେଖନ୍ତୁ କେମିତି ରହିଛି ଏହି ସବୁ ପରମ୍ପରା ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଯଦି ଆପଣ ନେପାଳ ଯାଇ ନାହାନ୍ତି ତେବେ ନିହାତି ଦେଖନ୍ତୁ

 
Special report
ଭାରତର ପଡୋଶୀ ଦେଶ ନେପାଳ ରେ ସବୁଠାରୁ ସୁନ୍ଦର ପର୍ଯ୍ୟଟକ ସ୍ଥଳୀ ରହିଛି ଯାହାର ନାମ ହେଉଛି ପୋଖରା।ନେପାଳ ର ରାଜଧାନୀ କାଠମାଣ୍ଡୁ ପରେ ପୋଖରା ନେପାଳ ର ଦ୍ୱିତୀୟ ସୁନ୍ଦର ସହର ଅଟେ।
ଏହାର କାରଣ ହେଉଛି ଯେତେବେଳେ ପର୍ଯ୍ୟଟନ ସ୍ଥଳ କଥା କୁହାଯାଏ ସେତେବେଳେ ନେପାଳ ର ପୋଖରା ନାମଟି କୁହାଯାଏ।ସେଠାରେ ବଡ଼ ବଡ଼ ପାହାଡ଼,ଝରଣା ଏବଂ ଜଙ୍ଗଲ ଦେଖିବାକୁ ମିଳିଥାଏ।
Special report
ଯିଏ ବି ପୋଖରା କୁ ଦେଖିଥାନ୍ତି ସେମାନେ ଆଉଥରେ ଯିବା ପାଇଁ ଇଚ୍ଛା କରିଥାନ୍ତି।ପୋଖରା ନେପାଳ ର ଏପରି ସହର ଅଟେ ଯାହା ପ୍ରାକୃତିକ ସୌନ୍ଦର୍ଯ୍ୟ ରେ ଭରପୁର ହୋଇଥାଏ।
Special report
ଏଠାରେ ପର୍ଯ୍ୟଟକ ମାନେ ଅନେକ ସମୟରେ ବୁଲିବା ପାଇଁ ଆସିଥାନ୍ତି ଏବଂ ବହୁତ ଭିଡ଼ ମଧ୍ୟ ଜମିଥାଏ।ପୋଖରା ରେ ଦିନରେ ଲୋକ ମାନଙ୍କୁ ଭଲ ଲାଗି ଥିଲେ ମଧ୍ୟ ରାତି ରେ ଏହି ସ୍ଥାନ ଟି ପର୍ଯ୍ୟଟକ ମାନଙ୍କୁ ଆକର୍ଷିତ କରିଥାଏ।
Special report
ଫେୱା ଲେକ ର ଦୃଶ୍ୟ ପର୍ଯ୍ୟଟକ ମାନଙ୍କୁ ବହୁତ ଆକର୍ଷିତ କରିଥାଏ।ଏଠାରେ ବୋଟିଂ କରି ପାରିବେ ତାହା ସହିତ ରେଷ୍ଟୁରାଣ୍ଟ ରେ ବସି ଚା ବି ପିଇ ପାରିବେ।ଏହାର ପାଣି ବହୁତ ସଫା ମଧ୍ୟ ହୋଇଥାଏ।
ଏଠାରେ ଆଉ ଏକ ପର୍ଯ୍ୟଟକ ସ୍ଥଳ ରହିଛି ଯାହାକି ବହୁତ ସୁନ୍ଦର ଅଟେ। ଯାହାର ନାମ ହେଉଛି ଦେଭିସ ଫଲ।ଏହି ଝରଣା ର ଦୃଶ୍ୟ ଦେଖିବା ପାଇଁ ଦୂର ଦୂର ରୁ ପର୍ଯ୍ୟଟକ ମାନେ ଆସିଥାନ୍ତି।କୁହାଯାଏ ଯେ ଏହି ସ୍ଥାନ କୁ ଡେଭିଡ ନାମକ ଏକ ପର୍ଯ୍ୟଟକ ଆସିଥିଲେ।
Special report
କିନ୍ତୁ ତାଙ୍କର ଗୋଡ଼ ଖସି ଯିବାରୁ ସେ ଏହି ଝରଣା ରେ ପଡ଼ି ଯାଇଥିଲେ।ସମସ୍ତେ ଭାବିଲେ ତାଙ୍କର ମୃ-ତ୍ୟୁ ହୋଇଗଲା ସେଥିପାଇଁ ଏହି ଝରଣା ର ନାମ ଏପରି ରଖାଯାଇଛି।
ଏପରି ଆଉ ଏକ ସ୍ଥାନ ରହିଛି ଯାହାର ନାମ ହେଉଛି ପୋଖରା ଶାନ୍ତି ସ୍ତୁପ।ଏହା ପାହାଡ଼ ଉପରେ ଅବସ୍ଥିତ।ଏହା ଉପର କୁ ଗଲେ ଆପଣମାନେ ଫେୱା ଲେକ ବି ଦେଖି ପାରିବେ।ଏହି ଭିଡିଓ ଟି ବର୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.