Movie prime

ଆସିଗଲା WhatsApp ର ଜବରଦସ୍ତ ଫିଚର୍, ଏକା ବେଳେ କେମିତି ପଠାଇବେ ୧୦୦ ଫଟୋ ଦେଖନ୍ତୁ

 
Gg
ଆପଣମାନେ ଜାଣିଥିବେ ଯେ ହ୍ୱାଟ୍ସ ଆପ ନୂଆ ନୂଆ ଫିଚର ଆଣି ବ୍ୟବହାରକାରୀ ମାନଙ୍କ ଏକ୍ସପେରୀୟେନ୍ସ କୁ ବୃଦ୍ଧି କରିବାରେ ଲାଗିଛି। ନୂଆ ଫିଚର ଆପଣଙ୍କର ଅନେକ ସମସ୍ୟା କୁ ଦୂର କରିଥାଏ।ଆପଣମାନେ ଜାଣିଥିବେ ଯେ ପୂର୍ବରୁ ଏବେ ପର୍ଯ୍ୟନ୍ତ ହ୍ୱାଟ୍ସ ଆପ ରେ ଗୋଟିଏ ଥରରେ ୩୦ ଟି ଫଟୋ କୁ ସେୟାର କରି ପାରୁଛନ୍ତି। କିନ୍ତୁ ବର୍ତ୍ତମାନ ହ୍ୱାଟ୍ସ ଆପ ଆଣିଛି ଆପଣ ସମସ୍ତଙ୍କ ପାଇଁ ଏକ ଖୁସି ଖବର।
ଯାହାକୁ ଶୁଣିଲେ ଆପଣମାନେ ଖୁସି ହେବା ସହିତ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯିବେ।ଏବେ ଏହାର ଲିମିଟ କୁ ହ୍ୱାଟ୍ସ ଆପ ବଢାଇ ଦେଇଛି।ଅର୍ଥାତ୍ ବ୍ୟବହାରକାରୀ ମାନେ ଏକ ଥରରେ ତିରିଶି ଟି ଫଟୋ ସେୟାର କରିବା ବଦଳରେ ୧୦୦ ରୁ ଅଧିକ ଫଟୋ ଆଉ ଭିଡିଓ କୁ ସେୟାର କରି ପାରିବେ।ହ୍ୱାଟ୍ସ ଆପ ବର୍ତ୍ତମାନ ବ୍ୟବହାର କାରୀ ମାନଙ୍କ ପାଇଁ ଫିଚର୍ ଆରମ୍ଭ କରି ଦେଇଛନ୍ତି। ନୂଆ ଅପଡେଟ ଭର୍ଜନ୍ ୨.୨୨.୨୪.୭୩ସହିତ ଏହି ସୁବିଧା ମିଳୁଛି।
ଏହି ଫିଚର ଦ୍ଵାରା ଆପଣଙ୍କୁ ଅଧିକ ମିଡ଼ିଆ ସେୟାର କରିବାକୁ ସୁବିଧା ମିଳିବ।ଏହି ଫିଚର୍ ସହିତ ଆଉ ଏକ ସୁବିଧା ମଧ୍ୟ ଯୋଡ଼ି ହୋଇଛି ଯାହା ବ୍ୟବହାରକାରୀ ମାନଙ୍କୁ ଡକୁମେଣ୍ଟ କ୍ୟାପସନ୍ ଯୋଡ଼ିବାର ଅନୁମତି ଦେଇଥାଏ।ପୂର୍ବରୁ ବ୍ୟବହାରକାରୀ ମାନଙ୍କ ପାଖରେ ଫଟୋ ଏବଂ ଭିଡିଓ ପାଇଁ କ୍ୟାପସନ୍ ଲେଖିବାର ଅପ୍ସନ୍ ଥିଲା।କିନ୍ତୁ ବର୍ତ୍ତମାନ ବ୍ୟବହାରକାରୀ ମାନେ ବ୍ୟକ୍ତିଗତ ଏବଂ ଗ୍ରୁପ୍ ଚାର୍ଟ ରେ ସେୟାର କରାଯାଇଥିବା ଡକୁମେଣ୍ଟ ରେ କ୍ୟାପସନ୍ ମଧ୍ୟ ଯୋଡ଼ି ପାରିବେ।
କାରଣ ବର୍ତ୍ତମାନ ସମସ୍ତେ ହ୍ୱାଟ୍ସ ଆପବ୍ୟବହାର କରୁଛନ୍ତି ଦୂରରେ ଥିଲେ ମଧ୍ୟ ଲୋକମାନେ ସହଜରେ ସେମାନଙ୍କୁ ଭିଡିଓ କଲ୍ କରି ଦେଖି ପାରୁଛନ୍ତି ।ଆଶା କରାଯାଉଛି ଯେ କମ୍ପାନୀ ଏହାକୁ ବହୁତ ଜଲ୍ଦୀ ଲଞ୍ଚ କରିବ।ବ୍ୟବହାରକାରୀ ମାନେ ଏହା ଶୁଣି ବହୁତ ଖୁସି ଅଛନ୍ତି।ଏବଂ ବହୁତ ଭଲ କଥା ମଧ୍ୟ କହିଛନ୍ତି।ଏହି ଭିଡିଓ ଟି ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।