Movie prime

ନିଜ ଜୀବନ ଠୁ ଅଧିକ ରେଖା କୁ ଭଲ ପାଉଥିବା ଅମିତାଭ କଣ ପାଇ ଜୟା କୁ ବାହା ହେଲେ, ଆଉ ଏମିତି କି କାଣ୍ଡ କରିଥିଲେ ରେଖା ସହ ଯେ ଏଯାଏ ରେଖା ଅବିବାହିତ ରହିଛନ୍ତି

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଅମିତାଭ ବଚ୍ଚନ ବଲିଉଡ ଇଣ୍ଡଷ୍ଟ୍ରିର ଜଣେ ଆଗ ଧାଡ଼ିର ସୁପରଷ୍ଟାର। ଦର୍ଶକ ମାନେ ତାଙ୍କୁ ବେଶ ଭଲ ଭାବରେ ମଧ୍ୟ ଜାଣିଛନ୍ତି।ସମସ୍ତେ ତାଙ୍କୁ ବହୁତ ସମ୍ମାନ କରନ୍ତି।
ଚଳଚ୍ଚିତ୍ର ସହିତ ସେ ତାଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ ମଧ୍ୟ ବହୁ ଚର୍ଚ୍ଚିତ ମଧ୍ୟ।ତାଙ୍କ ପ୍ରେମ କାହାଣୀ ଆଜି ମଧ୍ୟ ବହୁ ଚର୍ଚ୍ଚାର ବିଷୟ ପାଲଟିଛି ଏବଂ ଆଜି ମଧ୍ୟ ସେ ତାଙ୍କ ବିଷୟରେ ଲୋକ ମାନେ କଥାବାର୍ତ୍ତା କରୁଛନ୍ତି।
Special Report
ଅମିତାଭ ବଚ୍ଚନ ଏବଂ ରେଖାଙ୍କ ପ୍ରେମ କାହାଣୀ ସମ୍ପର୍କରେ ଲୋକ ମାନେ ବେଶ ଭଲ ଭାବରେ ଜାଣିଛନ୍ତି।ରେଖା ନିଜେ ମଧ୍ୟ ନିଜ ମୁହଁରେ ସ୍ୱୀକାର କରିଛନ୍ତି ଯେ ଅମିତାଭ ବଚ୍ଚନ ଏବଂ ତାଙ୍କ ମଧ୍ୟରେ ସମ୍ପର୍କ ଥିଲା।
ବର୍ତ୍ତମାନ ଗୋଟିଏ ବଡ଼ କଥା ସାମ୍ନାକୁ ଆସିଛି ଆଉ ଏହା ପାଇଁ ପୁଣି ଦୁହେଁ ଏବେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟି ଯାଇଛନ୍ତି। ସେହି କଥା ସମ୍ପର୍କରେ ଜାଣିଲେ ମଧ୍ୟ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ।
Special Report
ଅମିତାଭ ଠାକୁର,ରେଖାଙ୍କୁ ଚାପୁଡ଼ା ମାରିଥିଲେ ଯେଉଁ କାରଣରୁ ରେଖା ଙ୍କ ଅବସ୍ଥା ବହୁତ ଖରାପ ହୋଇ ଯାଇଥିଲା। ଏହି କଥା ଏବେ ସୋସିଆଲ ମିଡ଼ିଆରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି।
ଅମିତାଭ ବଚ୍ଚନ ରେଖାଙ୍କୁ ସମସ୍ତଙ୍କ ସାମ୍ନାରେ ଚାପୁଡ଼ା ମାରିଥିଲେ।ଅମିତାଭ ତାଙ୍କର ଗୋଟିଏ ଚଳଚ୍ଚିତ୍ର ପାଇଁ କାମ କରୁଥିଲେ ଏବଂ ସେହି ଚଳଚ୍ଚିତ୍ରରେ ଜଣେ ଇରାନ ର ଡାନ୍ସର୍ ଯିଏକି ଜଣେ ଅଭିନେତ୍ରୀ ଥିଲେ ଆଉ ସେ ଅମିତାଭ ଙ୍କ ସହ ଫିଲ୍ମ୍ କାମ କରୁଥିଲେ।
Special Report
ଆଉ ଅମିତାଭ ଙ୍କୁ ସେହି ଅଭିନେତ୍ରୀ ଜଣକ ଖୁବ ପଶନ୍ଦ ଆସି ଯାଇଥିଲେ। ଆଉ ଏହାପରେ ଏହି କଥା ରେଖା ଜାଣି ଯାଇଥିଲେ। ଏହାପରେ ସେ ସୁଟିଂ ସେଟ୍ କୁ ଯାଇ ଅମିତାଭ ଙ୍କ ସୁଟିଂ ଅଟକାଇ ଦେଇଥିଲେ।
ଏବଂ ତାଙ୍କୁ ଅନେକ କଥା ମଧ୍ୟ ଶୁଣାଇ ଥିଲେ। ଏହାପରେ ଅମିତାଭ ରେଖା ଙ୍କ ଚୁପ୍ କରାଇବା ପାଇଁ ସମସ୍ତଙ୍କ ସାମ୍ନାରେ ଏକ ଶକ୍ତ ଚାପୁଡା ମାରିଥିଲେ। ଆଉ ଏବେ ଏହି କଥା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.