Movie prime

ପର ପୁରୁଷ ପାଖରେ ନିଜ ସ୍ତ୍ରୀ ଫଟୋ ଦେଖି ରାଗରେ ନିଆଁ ବାଣ ହୋଇଗଲେ ଅମ୍ବାନୀ..

 
Special report
ନମସ୍କାର ପାଠକ ବନ୍ଧୁ।ବର୍ତ୍ତମାନ ସମୟ ରେ ମୁକେଶ ଅମ୍ବାନୀ ଙ୍କୁ କିଏ ବା ନ ଜାଣେ।ସେ କେବଳ ଭାରତ ର ନୁହେଁ ସାରା ପୃଥିବୀ ର ବଡ ଧନୀ ରୂପେ ପରିଚିତ।ବର୍ତ୍ତମାନ ସମୟ ରେ ତାଙ୍କ ନିକଟରେ କୌଣସି ଜିନିଷର ଅଭାବ ନାହିଁ।
Special report
ଏହାର କାରଣ ହେଉଛି ତାଙ୍କ କଠିନ ପରିଶ୍ରମ।ତାଙ୍କ ବାପା ତିଆରି କରିଥିବା କମ୍ପାନୀ କୁ ମୁକେଶ ଅମ୍ବାନୀ ଏବେ ବହୁତ ଆଗକୁ ନେଇ ଆସି ଛନ୍ତି।ଏବେ ସେ କୋଟି କୋଟି ଟଙ୍କା ର ମାଲିକ।ରତନ ଟାଟା ଙ୍କ ପାଖରେ ଏବେ ଏତେ ଟଙ୍କା ଅଛି ଯେ ସେ କେବଳ ଭାରତ କୁ କିଣି ପାରିବେ।
କିନ୍ତୁ ମୁକେଶ ଅମ୍ବାନୀ ଏବେ ସାରା ପୃଥିବୀ କୁ କିଣିବା ପାଇଁ ସକ୍ଷମ ଅଟନ୍ତି।ତାଙ୍କୁ ସମସ୍ତେ ବହୁତ ଭଲ ପାଆନ୍ତି।ସେ ଭାରତ ର ଦଶ ନମ୍ବର ଧନୀ ମାନଙ୍କ ମଧ୍ୟ ରେ ରହି ଛନ୍ତି।ନିକଟ ରେ ଏମିତି କିଛି ଘଟଣା ଘଟିଛି ଯାହାକୁ ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ।
ମୁକେଶ ଅମ୍ବାନୀ ତାଙ୍କ ପତ୍ନୀ ନୀତା ଅମ୍ବାନୀ ଓ ପରିବାର ସହିତ ଜିଓ ମଲ କୁ ଯାଇଥିଲେ।ସେଠାରେ ଅନେକ ଫଟୋ ମଧ୍ୟ ଉଠାଇ ଥିଲେ।ଏହି ସମୟ ରେ ଜଣେ ବ୍ୟକ୍ତି ଆସି ନୀତା ଅମ୍ବାନୀ ଙ୍କୁ ଜୋରେ କୁଣ୍ଢେଇ ଧରି ଥିଲା।
Special report
ଏହାକୁ ଦେଖି ମୁକେଶ ଅମ୍ବାନୀ କିଛି ହେଲେ କହି ନ ଥିଲେ।କେବଳ ଏହାକୁ ଦେଖିବାକୁ ଲାଗି ଥିଲେ।ସେହି ଯୁବକ ଜଣକ ନୀତା ଙ୍କ ସହିତ ଅନେକ ଫଟୋ ଉଠାଇ ଥିଲେ।ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେଉଛି।ସମସ୍ତେ କହୁଛନ୍ତି କି
କଣ ପାଇଁ ମୁକେଶ ଅମ୍ବାନୀ ସେହି ଯୁବକ ଙ୍କୁ ସେ ସମୟ ରେ କିଛି କହିଲେ ନାହିଁ।ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ଏଭଳି ଘଟଣା ଧନୀ ବ୍ୟକ୍ତି ଙ୍କ ପାଇଁ ସାମାନ୍ୟ ଅଟେ।ସେମାନଙ୍କୁ ଯଦି କିଏ ନିଜ ଲୋକ କୁଣ୍ଢେଇ ଧରି ଥାଏ।
ତେବେ ତାହା ସାମାନ୍ୟ ଘଟଣା ଅଟେ।ସେହି ଯୁବକ ଜଣକ ହେଉଛନ୍ତି ଓରି।ସେ ତାଙ୍କର ଜଣା ଶୁଣା ଲୋକ।ସେ ଆଗରୁ ମଧ୍ୟ ଅନେକ ଅଭିନେତ୍ରୀ ଙ୍କ ସହିତ ଫଟୋ ଉଠାଉଛନ୍ତି।ସେଥିପାଇଁ ତାଙ୍କୁ କେହି ବି କିଛି କୁହନ୍ତି ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.