Movie prime

ପାକିସ୍ତାନ ରେ ଭାରତ ର ଜୟ ଜୟ କର କଲେ ଇମ୍ରାନ ଖାଁ, କହିଲେ ତମେ ମତେ ଯାହା କହୁଛ କୁହ ହେଲେ ମୋର ବାପା ହଉଚି ଭାରତ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବାସଭବନକୁ ଘେରି ରହିଛି ପାକିସ୍ତାନ ପୁଲିସ। ପାକିସ୍ତାନ ସରକାର ଦାବି କରିଛନ୍ତି ଇମ୍ରାନଙ୍କ ଘରେ ୩୦ରୁ ୪୦ ଆତଙ୍କବାଦୀ ଲୁଚି ରହିଛନ୍ତି।
ତେବେ ୨୪ ଘଂଟା ମଧ୍ୟରେ ଆ-ତ-ଙ୍କ-ବା-ଦୀ-ମାନେ ପୁଲିସଙ୍କ ନିକଟରେ ସମର୍ପଣ କରନ୍ତୁ ବୋଲି ପାକିସ୍ତାନ ସୂଚନା ପ୍ରସାରଣ ମନ୍ତ୍ରୀ ଆମୀର ମୀର ଚେତାବନୀ ଦେଇଛନ୍ତି । 
ମିଛ ମାମଲାରେ ଫଶାଇବାକୁ ପାକିସ୍ତାନ ସରକାର ଓ ସେନା ମିଳିତ ଯୋଜନା କରୁଥିବା ଏକ ଭିଡିଓ ଜାରି କରି ଇମ୍ରାନ କହିଛନ୍ତି। ଦେହରେ ଶେଷ ରକ୍ତ ବିନ୍ଦୁ ଥିବା ଯାଏ ସେ କୋର୍ଟରେ ଲଢ଼ିବେ ଓ
Special report
 ସେ ଦୋଷମୁକ୍ତ ବୋଲି ପ୍ରମାଣ କରିବେ ବୋଲି ଇମ୍ରାନ କହିଛନ୍ତି। ଲାହୋରର ଜମାନ ପାର୍କରେ ଥିବା ଇମ୍ରାନଙ୍କ ବାସଭବନକୁ ପୁଲିସ ଘେରାଉ କରି ରଖିଛି। 
ଘରକୁ ଯିବା ପାଇଁ ସମସ୍ତ ବାଟ ଅବରୋଧ କରିବା ସହ ଏହି ଅଂଚଳରେ ବିଜୁଳି ସଂଯୋଗ ମଧ୍ୟ କାଟି ଦେଇଛି। ଅନ୍ୟ ପକ୍ଷରେ ଇମ୍ରାନଙ୍କ ଘରେ ୩୦ରୁ ଉର୍ଦ୍ଧ୍ୱ
Special report
ଆ-ତ-ଙ୍କ-ବା-ଦୀ ଲୁଚି ରହିଥିବା ଶାହବାଜ ସରକାର ଅଭିଯୋଗ କରିଛନ୍ତି। ଇମ୍ରାନ ନିଜ ଦେଶବାସୀଙ୍କୁ ସମ୍ବୋଧନ କରି କହିଛନ୍ତି, ଭୟ ଓ ଦାସତ୍ୱରେ ରହିବା ଅପେକ୍ଷା ମୃ-ତ୍ୟୁ ଭଲ। 
ମୋର ଶେଷ ବିନ୍ଦୁ ଥିବା ଯାଏ ଲଢ଼ିବି। ଆଗାମୀ ପିଢ଼ିକୁ ଏହି ବାର୍ତ୍ତା ଦେବି ଯେ ଅପରାଧୀଙ୍କ ନିକଟରେ ଆତ୍ମ ସମର୍ପଣ କରିବା ଅପେକ୍ଷା ଆଲ୍ଳାଙ୍କ ପାଖକୁ ଚାଲିଯିବା ଭଲ।
ଏହାହିଁ ହେବ ପ୍ରକୃତ ସ୍ୱାଧୀନତା ବୋଲି ଇମ୍ରାନ କହିଥିଲେ। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଖବରଟି ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.