Movie prime

ପୃଥିବୀ ର ସବୁଠୁ ଗରିବ ଦେଶ ଘୋଷଣା ହେଇଗଲା ପାକିସ୍ତାନ !!

 
Special report
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ପାକିସ୍ତାନରେ ଲୋକମାନେ ଖାଇବା ପାଇଁ ପରସ୍ପର ଙ୍କ ସହିତ ଲଢେ଼ଇ କରୁଥିବାର ଦେଖିବାକୁ ମିଳିଛି।ଅଟା କିଣିବା ପାଇଁ ଟ୍ରକ୍ ପଛରେ ଦୌଡ଼ୁଛନ୍ତି।
ପାକିସ୍ତାନରେ ଏଭଳି ଅଭାନ ଦେଖା ଦେଉଥିବା ପ୍ରାୟ ସମୟରେ ଦେଖିବାକୁ ମିଳୁଛି।ପାକିସ୍ତାନରେ ଖାଇବା ଶେଷ ହୋଇଗଲାଣି।ପାକିସ୍ତାନ ୭୫ ବର୍ଷ ରୁ ଭିକାରୀ ଙ୍କ ପରି ରହି ଆସୁଛନ୍ତି।
ଏହି କଥା ପାକିସ୍ତାନ ର ପ୍ରଧାନ ମନ୍ତ୍ରୀ ସେହେବଜ୍ ସରିଫ ନିଜେ କହିଛନ୍ତି।ପାକିସ୍ତାନ ରେ ଏଭଳି ସମସ୍ୟା କାହିଁକି ଦେଖା ଦେଲା ବହୁତ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।
ଆପଣମାନେ କିଛି ମାସ ତଳେ ଏକ ଭିଡିଓ ଦେଖିଥିବେ ଯେଉଁଥିରେ ପାକିସ୍ତାନ ର ମିନିଷ୍ଟ ର ଲୋକ ମାନଙ୍କୁ ଚାହା ବହୁତ କମ୍ ପିଇବା ପାଇଁ ମନା କରିଥିଲେ।ଆପଣମାନେ ଜାଣିଥିବେ ପାକିସ୍ତାନ ଚାହା ଆମଦାନୀ କରିଥାଏ।
କିନ୍ତୁ ବର୍ତମାନ ତାଙ୍କ କାଖରେ ଚାହା ଆମଦାନି ପାଇଁ ଟଙ୍କା ନାହିଁ।ମୁଦ୍ରାସ୍ଫୀତି ଯାହା ସାଧାରଣତଃ ୪ ରୁ ୬ ପ୍ରତିଶତ ରହିଥାଏ କିନ୍ତୁ ବର୍ତମାନ ୩୦ ପ୍ରତିଶତ କୁ ବୃଦ୍ଧି ପାଇଛି।ଏହା ଅର୍ଥ ହେଉଛି ଯେ ଯେଉଁ ସାମଗ୍ରୀ ପୂର୍ବ ବର୍ଷ ୧୦୦ ଟଙ୍କା ରେ ମିଳି ଯାଉଥିଲା
ତାହା ବର୍ତମାନ ୧୩୦ ଟଙ୍କା ଦେଇ କିଣିବାକୁ ପଡୁଛି।ପିଆଜ ର ମୂଲ୍ୟ ପାଞ୍ଚ ଗୁଣ ବଢ଼ି ଯାଇଛି।କେବଳ ଏତିକି ନୁହେଁ ସପିଙ୍ଗ ମହଲ ଏବଂ ମାର୍କେଟ କୁ ୮ ଟା ୩୦ ମିନିଟ ପୂର୍ବରୁ ସବୁ ବିଜୁଳି ବନ୍ଦ କରିଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
କାରଣ ଇଲେକ୍ଟ୍ରିସିଟି ଶେଷ ହୋଇଯାଉଛି।ୱାଶିଂଟନ ରେ ଏକ ସମ୍ପତି ରହିଛି ଯାହା ପାକିସ୍ତାନ ବିକିବା ପାଇଁ ଚାହୁଁଛନ୍ତି।ଏପରି କରିଲେ କିଛି ଟଙ୍କା ତାଙ୍କ ପାଖକୁ ଆସିବ ଏବଂ
 ଲୋକ ମାନଙ୍କ କାମରେ ଆସିବ।ଏହି ଭିଡିଓ ଟି ବର୍ତମାନ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଦର୍ଶକ ମାନେ ଅନେକ ମନ୍ତବ୍ୟ ଦେଇଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.