Movie prime

ସାଙ୍ଘାତିକ ଅବସ୍ଥାରେ ପାକିସ୍ତାନ ଦେଖନ୍ତୁ ଆସିଲା ବହୁତ୍ ବଡ ଖବର ଶୀଘ୍ର ଦେଖନ୍ତୁ ବର୍ତ୍ତମାନ ସ୍ଥିତି କେମିତି

 
Viral news
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁ ପ୍ରକାରର ଏବଂ ସବୁ ଅଞ୍ଚଳର ଖବର ପାଇପାରିବେ ।
ଏବେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ପାକିସ୍ତାନ ଦେଶ ବିଷୟରେ ଅନେକ ଖବର ଜାଣିପାରିବେ । ଏବେ ଏହି ଖବର ବହୁତ ପରିମାଣରେ ଭାଇରାଲ ହେଉଛି । 
ଏହି ଖବର ହେଉଛି, ପାକିସ୍ତାନ ଦେଶ ଏବେ ବହୁତ ଗରିବ ହୋଇଯାଇଛି । ଏହି ରାଷ୍ଟ୍ରରେ ଲୋକମାନେ ବହୁତ ହନ୍ତସନ୍ତ ହେଉଛନ୍ତି । ପାକିସ୍ତାନର ଅବସ୍ଥା ଏଭଳି ହେଲାଣି ଯେ ଯେ କୌଣସି ସମୟରେ କୋଲାବସ ହୋଇପାରେ । ପାକିସ୍ତାନ ଦେଶ ବହୁତ କୋଟି ଟଙ୍କା କରଜରେ ବୁଡି ରହିଛି ।
ସେ ଅଧିକ ଲୋନ ଚାଇନାରୁ ଆଣିଛି । ପାକିସ୍ତାନ ରାଷ୍ଟ୍ରର ସମ୍ବିଧାନ ୯ ବର୍ଷ ହେଲା ଲେଖାଗଲା ଅର୍ଥାତ୍ ଏହା ଲେଖିବାକୁ ୯ ବର୍ଷ ସମୟ ଲାଗିଥିଲା ।
ପାକିସ୍ତାନ ଦେଶରେ ଅନେକ ପ୍ରଧାନମନ୍ତ୍ରୀ ବଦଳି ହୋଇଛନ୍ତି । କେହିବି ନିଜ ପିରିୟଡ଼ ସମ୍ପୂର୍ଣ୍ଣ କରନ୍ତି ନାହିଁ । ସେଥିପାଇଁ ଏହି ଦେଶ ବହୁତ ଗରିବ । ପାକିସ୍ତାନର ଅର୍ଥନୀତି ବହୁତ ଦୁର୍ବଳ ଅଟେ । ପାକିସ୍ତାନର ଅର୍ଥ ବହୁତ କମ୍ ଅଟେ ।
ବାତ୍ୟା ଆସିଥିଲା ଆଉ ଏଥିରେ ପାକିସ୍ତାନ ଦେଶରେ ବ୍ୟାପକ କ୍ଷତି ହୋଇଥିଲା । ତାଲିବାନ ଯୋଗୁଁ ପାକିସ୍ତାନ ଦେଶକୁ ବହୁତ କ୍ଷତି ସହିବାକୁ ପଡ଼ିପାରେ । ଏହା ଏକ ଟରୋରିଷ୍ଟ ଅଟନ୍ତି । 
ପାକିସ୍ତାନ ଦେଶ ନିଜର ସୈନିକ ମାନଙ୍କୁ ଗଢିବାରେ ଅନେକ ଟଙ୍କା ଖର୍ଚ୍ଚ କରିଛନ୍ତି । ଦେଶରେ ଅନେକ କ୍ଷତି ଘଟୁଛି କିନ୍ତୁ ସେ ସୈନିକ ମାନଙ୍କୁ ଭଲରେ ରଖିଛି । ପାକିସ୍ତାନ ଦେଶ ଏବେ ତଲାସ୍ କରୁଛି ବା ଖୋଜୁଛି କେଉଁ ଦେଶ ଠାରୁ ସେ କରଜ ଆଣିବ ।
ଆଉ ଏହି କଥା ସେ ସବୁବେଳେ ଭାବୁଛି । ଏଭଳି ଅନେକ ସବୁ କାରଣ ପାଇଁ ଏହି ପାକିସ୍ତାନ ଦେଶ ଆଜି ଗରିବ ଅଛି । ଆଉ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏହି ଖବର ଜାଣିପାରିଲେ । ଏବେ ଏହି ଭିଡିଓ ଭାଇରାଲ ହେଉଛି ।