Movie prime

ସତ ହେଲା ମାଳିକା ବଚ୍ଚନ ! ଛାର ଖାର ହୋଇଗଲାଣି ପାକିସ୍ତାନ ଦେଖନ୍ତୁ ବର୍ତ୍ତମାନ ସ୍ଥିତି କେମିତି

 
Viral news
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ବନ୍ଧୁଗଣ ଆପଣ ମାନେ ସମସ୍ତେ ମାଳିକା ବଚନ ବିଷୟରେ ନିଶ୍ଚୟ ଶୁଣିଥିବେ। ମାନବ ସମାଜ ଠାରୁ ଆରମ୍ଭ କରି ସମସ୍ତ ପ୍ରକାରର ତଥ୍ୟ ମାଳିକାରେ ରହିଛି।
ଭିନ୍ନ ଭିନ୍ନ କବିଙ୍କଦ୍ୱାରା ବିଭିନ୍ନ ନାମରେ ମାଳିକାମାନ ଲିଖିତ ହୋଇଛି। ତେବେ ଧୀରେ ଧୀରେ ପୂର୍ଵ ପୁରୁଷ ମାନଙ୍କର ଅନୁମାନ ତଥା ତାଙ୍କର ମାଳିକା ଵଚନ ସତରେ ପ୍ରତିପ୍ରକାଶ ହେବାକୁ ଯାଉଛି। 
Viral news
ମାଳିକାରେ ଯାହାସବୁ ଲେଖାଯାଇଛି ଆଜି କାଲି ସେହିପରି ଘଟଣା ସବୁ ଦିନ କୁ ଦିନ ଦେଖିବାକୁ ମିଳୁଛି। ବର୍ତ୍ତମାନ ମାଳିକା ରିସଜ୍ୟ ପୁଲିନ ବିହାରି ପଣ୍ଡାଙ୍କୁ ଏକ ସାକ୍ଷାତକାରରେ ଦେଖିବାକୁ ମିଳିଛି।
ସେ କହୁଛନ୍ତି ଯେ, ପାକିସ୍ଥାନ ରାଜ୍ୟ ପୁରା ଛାରଖାର ହୋଇଯିବ। ପଞ୍ଚସଖା ମାନେ ଲେଖିଛନ୍ତି ଭାରତରେ ପାକିସ୍ତାନର ବିଲୟ ଘଟିବ। 
କିନ୍ତୁ ଅରକ୍ଷିତ ଦାସ କହିଛନ୍ତି ଯେ, ପାକିସ୍ତାନ ଭାରତକୁ କ୍ଷମା ମାଗିବ ଆଉ ଗୋଟେ ଦେଶ ହେଇକି ରହିବ। ତେବେ ପାକିସ୍ତାନ ଆଉ ଚିନ୍ ଦେଶ ମଧ୍ୟରେ ଯଦି କୌଣସି ଗଣ୍ଡଗୋଳ ସୃଷ୍ଟି ହେଲା, ତାହାଲେ ସେମାନେ ଭାରତକୁ ଆକ୍ରମଣ କରିବେ।
ଚାଇନା ଚାହେଁ ଯେ ପାକିସ୍ତାନରେ ମାସାଲ ହେଉ ବୋଲି। ଯାହାଫଳରେ ଇଣ୍ଡିଆକୁ ଆକ କରିବାକୁ ସୁବିଧା ହେବ ତାକୁ। 
ମାଳିକାରେ ଲେଖା ଅଛି ଯେ, ଚାଇନା ପାକିସ୍ତାନ ମିଶି ଇଣ୍ଡିଆ ଉପରେ ଅଟକ କରିବେ। ଗୋଟେ ରିପୋର୍ଟ ରେ ଦେଖିବାକୁ ମିଳିଥିଲା, ଚାଇନା ପାକିସ୍ତାନ ଗବେଲ୍ଡକୁ କହିଥିଲେ ଯେ ତୁରନ୍ତ ଗିରଫ କରବା ପାଇଁ ଇମ୍ରାନଙ୍କୁ।
ଏବଂ ଏହା ମଧ୍ୟ ଲେଖାଅଛି ଯେ ଐଶାନ୍ୟ କୋଣରୁ ଅନିଷ୍ଠ ଘଟିବ। ତେବେ ଭାରତର ଐଶାନ୍ୟ କୋଣ ହେଉଛି ଅରୁଣାଚଳ ପ୍ରଦେଶ। ଯାହାଫଳରେ ସେଇଠି ହିଁ ଆଟାକ ଆରମ୍ଭ କରିବ ଚାଇନା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.