Movie prime

ପାକିସ୍ତାନ ବହି ରେ ଗାନ୍ଧୀ ଆଉ ଜିହ୍ନା କୁ ନେଇ ଯାହା ଲେଖା ହୋଇଛି ଆପଣ ବି ପଢ଼ିଲେ ରକ୍ତ ହୋଇଯିବ ଗରମ !!

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଏବେ ଏଭଳି କିଛି ଖବର ଆସିଛି ଯାହା ଶୁଣିଲେ ଆପଣଙ୍କ ମନରେ ଅନେକ କଥା ଆସିବ । ପାକିସ୍ତାନ ଦେଶର ଇତିହାସ ବିଷୟରେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ପାକିସ୍ତାନ ଦେଶର ଇତିହାସରେ ମହାତ୍ମା ଗାନ୍ଧୀଙ୍କ ବିଷୟରେ ଲେଖାଯାଇଛି ।
ମହାତ୍ମା ଗାନ୍ଧୀ କହିଥିଲେ " ଭାରତ ଆଉ ପାକିସ୍ତାନ ହେଉଛି ମୋର ଦୁଇଟି ଦେଶ । ପାକିସ୍ତାନ ଦେଶକୁ ଯିବା ପାଇଁ ମୋର ପାସପୋର୍ଟ ଦରକାର ନାହିଁ ।" ଭାରତ ଉପରେ ଇଂରେଜମାନେ ପ୍ରାୟତଃ ୨୦୦ ବର୍ଷ ଧରି ଶାସନ କରିଥିଲେ ।
ଇଂରେଜ ମାନଙ୍କୁ ବିତାଡିତ କରିବା ପାଇଁ ଅନେକ କ୍ରାନ୍ତିକାରୀ ମାନଙ୍କର ଜୀବନ ବି ଚାଲି ଯାଇଛି । ଭାରତକୁ ସ୍ବାଧୀନ କରିବା ପାଇଁ ମହାତ୍ମା ଗାନ୍ଧୀଙ୍କର ଅନେକ ଭୂମିକା ଥିଲା । ସ୍ୱାଧୀନତା ପରେ ନାଥୁରାମ ଗଡସେନ୍ ମହାତ୍ମା ଗାନ୍ଧୀଙ୍କ ବିଚାର ସହ ସହମତି ନଥିଲେ ।
ଆଉ ସେ ଗାନ୍ଧୀଙ୍କୁ ଗୁଳି କରି ହ-ତ୍ୟା କରିଥିଲେ । ରାଜନୈତିକ ପ୍ରତିଦ୍ବନ୍ଦୀ କାରଣରୁ ନାଥୁରାମ ଗଡସେନ୍ ମହାତ୍ମା ଗାନ୍ଧୀଙ୍କ ଉପରକୁ ଗୁଳି ଚଳାଇଥିଲେ । ପାକିସ୍ତାନ ଦେଶରେ ଚତୁର୍ଥ ଶ୍ରେଣୀର ବହିରେ ଗାନ୍ଧୀଙ୍କ ବିଷୟରେ ଏବଂ
ଦେଶ ସ୍ଵାଧୀନତା ବିଷୟରେ ଲେଖାଯାଇଛି । ଆଉ ଏହାସହ ଦ୍ଵାଦଶ ଶ୍ରେଣୀର ବହିରେ ମଧ୍ୟ ସ୍ଵାଧୀନତା ବିଷୟରେ ଲେଖାଯାଇଛି । ଗାନ୍ଧୀଙ୍କ ବିଷୟରେ ପାକିସ୍ତାନ ଦେଶରେ ପଢା ଯାଉଥିବା ବହିରେ ଅନେକ କଥା ଲେଖାଯାଇଛି । 
ପାକିସ୍ତାନରେ ଗାନ୍ଧୀଙ୍କର ଅନେକ ପ୍ରତିମା ଥିଲା ଯାହାକୁ ଭାଙ୍ଗି ଦିଆଯାଇଥିଲା । ୧୯୩୧ ମସିହାରେ କରାଚି ଠାରେ ମହାତ୍ମା ଗାନ୍ଧୀଙ୍କର ପ୍ରତିମା ସ୍ଥାପନ କରାଯାଇଥିଲା । ପାକିସ୍ତାନ ଭାରତ ଠାରୁ ଅଲଗା ହୋଇ ଯାଇଥିଲା । ୧୯୮୧ ମସିହାରେ ଗାନ୍ଧୀଙ୍କ ପ୍ରତିମା ଭାଙ୍ଗି ଦେଇଥିଲେ ପାକିସ୍ତାନ ଲୋକ ।
ଆଉ ଏହାସହ ପାକିସ୍ତାନରେ ଗାନ୍ଧୀଙ୍କ ନାଁରେ ଏକ ପାର୍କ ଥିଲା ଏହାର ନାମ ବଦଳାଇ ଦେଇଥିଲେ । ଭାରତ ଏବଂ ପାକିସ୍ତାନ ଦେଶରେ ଅଲଗା ଅଲଗା ଇତିହାସ ପଢା ଯାଉଛି । ପାକିସ୍ତାନରେ ଗାନ୍ଧୀଙ୍କୁ ଶତ୍ରୁ ବୋଲି କୁହାଯାଉଛି । ଏଭଳି ଅନେକ କଥା ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ ।