Movie prime

ରାନୁ ମଣ୍ଡଳ କୁ ସୁଯୋଗ ଦେଇଥବା ହୀମେଶ ଙ୍କୁ ରାନୁ କହିଲେ ତୁ ଗୋଟେ ଭଗବାନ୍ ର ଚାକର, ତୁ କିଛି କରିନୁ ମୋ ପାଇଁ.. ରାଗରେ ହିମେସ ରାନୁ କୁ କାମ ରୁ ବାହାର କଲେ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ରାନୁ ମଣ୍ଡଳ ଙ୍କୁ ବେଶ ଭଲ ଭାବରେ ଜାଣିଥିବେ। ସେ ଭିକାରୁଣି ରୁ ସାଜିଥିଲେ ସଙ୍ଗୀତ ରାଣୀ। ବଲିଉଡ ଜଗତରେ ମଧ୍ୟ ସେ ହଇଚଇ ସୃଷ୍ଟି କରିଥିଲେ।
Special report
ତାଙ୍କୁ ପ୍ରଶଂସା ରେ ପୋତି ପକାଉଥିଲେ ଗୀତିକାର, କଣ୍ଠଶିଳ୍ପୀ ଓ ସଙ୍ଗୀତ ନିର୍ଦ୍ଦେଶକ। ତାଙ୍କୁ ବିଭିନ୍ନ ଆଡୁ ମଧ୍ଯ ପ୍ରଶଂସା ର ସୁଅ ଛୁଟିଥିଲା। ହେଲେ ଏବେ ସବୁକିଛି ନୀରବି ଯାଇଛି ଆଉ ସବୁକିଛି ବଦଳି ମଧ୍ୟ ଯାଇଛି।
ଏବେ ସେ ସଙ୍ଗୀତ ରାଣୀ ରୁ ପୁଣି ଥରେ ଭିକାରୁଣି ପାଲଟି ଯାଇଛନ୍ତି। ରାନୁ ମଣ୍ଡଳ ଏକ ସଧାରଣ ଭିକାରୁଣି ରୁ ସଙ୍ଗୀତର ରାଣୀ ହୋଇ ଯାଇଥିଲେ। ଆଉ ସେ ସୁମଧୁର ସଙ୍ଗୀତ ମଧ୍ଯ ଗାଉ ଥିଲେ।
କେହି ଜଣେ ସଙ୍ଗୀତ ପ୍ରେମୀ ତାଙ୍କର ସଙ୍ଗୀତକୁ ମୋବାଇଲ ରେ ଭିଡିଓ କରି ସୋସିଆଲ ମିଡିଆରେ ଅପଲୋଡ଼ କରି ଦେଇଥିଲେ। ଆଉ ଏହି ଭିଡିଓ ମଧ୍ୟ ଚାରିଆଡୁ ଖୁବ୍ ଭଲ ପାଇବା ଓ ପ୍ରଶଂସା ମଧ୍ୟ ସାଉଁଟି ଥିଲେ।
Special report
ଏହାପରେ ରାତାରାତି ଚର୍ଚ୍ଚାରେ ଆସି ଯାଇଥିଲେ ରାନୁ ମଣ୍ଡଳ। ରାନୁ ଙ୍କ ପ୍ରତିଭା ଦେଖି ବଡ଼ ବଡ଼ ସଙ୍ଗୀତ ନିର୍ଦ୍ଦେଶକ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।
ବଲିଉଡ ର ଆଗ ଧାଡ଼ିର କଣ୍ଠଶିଳ୍ପୀ ଓ ସଙ୍ଗୀତ ନିର୍ଦ୍ଦେଶକ ହିମେଶ ରେଶମୀୟା ତାଙ୍କୁ ନେଇ ଏକ ସଙ୍ଗୀତ ରେକର୍ଡ କରିଥିଲେ। ତାଙ୍କର ଏହି ଗୀତ "ତେରୀ ମେରୀ କାହାନୀ" ମଧ୍ଯ ଚାରି ଆଡୁ ଖୁବ ପ୍ରଶଂସା ସାଉଁଟି ଥିଲା। ସମସ୍ତେ ମଧ୍ୟ ନିଜ ମୁହଁ ଏହି ଗୀତକୁ ଗାଉ ଥିଲେ।
ଏହାପରେ ରାନୁ ମଣ୍ଡଳ ଫେମସ୍ ହୋଇ ଯାଇଥିଲେ ସେ ନିଜର ଅତୀତ କୁ ମଧ୍ୟ ଗର୍ବ ଅହଙ୍କାର ରେ ଭୁଲି ଯାଇଥିଲେ। ହେଲେ ତାଙ୍କର ଗର୍ବ ବେଶୀଦିନ ରହିଲା ନାହିଁ।
କାହିଁକି ନା ଏବେ ପୁଣି ରାନୁ ସଙ୍ଗୀତ ରାଣୀ ରୁ ଭିକାରୁଣି ପାଲଟି ଯାଇଛନ୍ତି। କାହିଁକି ନା ଭଗବାନ ସବୁ ସହନ୍ତି ହେଲେ କେବେ କାହାର ଗର୍ବ କୁ ସେ ସହନ୍ତି ନାହିଁ ତାହା ଆପଣ ମାନେ ବେଶ ଭଲ ଭାବରେ ମଧ୍ୟ ଜାଣିଥିବେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.