Movie prime

୫୫ ବୟସ ରେ ବି ନିଜ ଶରୀର କୁ ନେଇ ସବୁ ବେଳେ ସଜାଗ ଅମ୍ବାନୀ ଙ୍କ ସ୍ତ୍ରୀ, ୧୬ ବୟସି ଝିଅ ବି ତାଙ୍କ ସୁନ୍ଦରତା ଆଗରେ ହୋଇଯିବ ଫେଲ୍

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ମୁକେଶ ଅମ୍ବାନୀ ଓ ତାଙ୍କ ପତ୍ନୀ ନିତା ଅମ୍ବାନୀ ଙ୍କୁ ଭଲ ଭାବେ ଜାଣି ଥିବେ।ମୁକେଶ ଅମ୍ବାନୀ ବିଶ୍ଵ ର ପାଞ୍ଚ ନମ୍ବର ଧନୀ ମାନଙ୍କ ମଧ୍ୟ ରେ ରହିଛନ୍ତି।ଆଜି ତାଙ୍କ ପାଖରେ କୌଣସି ଜିନିଷ ର ଅଭାବ ନାହିଁ।ସେମାନେ ବିଳାସ ପୂର୍ଣ୍ଣ ଜୀବନ ବିତାଇବାକୁ ପସନ୍ଦ କରନ୍ତି।
Special report
ନିତା ଅମ୍ବାନୀ କୋଟି କୋଟି ଟଙ୍କାର ମାଲିକାଣୀ।ସେଥିପାଇଁ ସେ ନିଜ ଉପରେ ପ୍ରତିଦିନ କୋଟି କୋଟି ଟଙ୍କା ଖର୍ଚ୍ଚ କରନ୍ତି। ଟଙ୍କାର କୌଣସି ଅଭାବ ତାଙ୍କ ଘରେ ଦେଖା ଯାଏ ନାହିଁ।ଏତେ ବଡ ଲୋକ ହୋଇ ମଧ୍ୟ ତାଙ୍କ ଭିତରେ ଟିକେ ବି ଗର୍ବ ନାହିଁ।ସେ ସବୁବେଳେ ନିଜ ପରିବାର କୁ ଏକାଠି କରି ରଖିବାକୁ ଇଚ୍ଛା କରନ୍ତି।
ସୋସିଆଲ ମିଡିଆରେ ତାଙ୍କ ପରିବାର ବିଷୟ ରେ ସବୁବେଳେ ଚର୍ଚ୍ଚା ହୋଇ ଥାଏ।ଆଜି ସେହିଭଳି ଏକ କଥା କୁ ନେଇ ସେ ଚର୍ଚ୍ଚା ରେ ଅଛନ୍ତି।ଆଜି ଆମେ ତାଙ୍କ ସାନ ଭଉଣୀ ଙ୍କ ବିଷୟ ରେ କହିବାକୁ ଯାଉଛୁ।ଯିଏ କି ନିତା ଙ୍କ ଠାରୁ ଚାରି ବର୍ଷ ସାନ।ତାଙ୍କ ସାନ ଭଉଣୀ ର ନାମ ହେଉଛି ମମତା ଦଲାଲ।
Special report
ସେ ବିଳାସପୂର୍ଣ୍ଣ ଜୀବନ ବିତାଇବାକୁ ପସନ୍ଦ କରନ୍ତି ନାହିଁ।ସେଥିପାଇଁ ସେ ସବୁବେଳେ ମିଡିଆ ଠାରୁ ଦୂରେଇ ରୁହନ୍ତି।ତାଙ୍କ ଭଉଣୀ ଏତେ ବଡ ଲୋକ ହୋଇ ମଧ୍ୟ ସେ କିଛି ଟା ପଇସା ପାଇଁ ଏକ ବିଦ୍ୟାଳୟ ରେ ପାଠ ପଢ଼ାନ୍ତି।
ଏହାକୁ ଶୁଣିଲା ପରେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇ ଯିବ।ମୁକେଶ ଅମ୍ବାନୀ ଙ୍କ ଶାଳୀ କିଛି ଟଙ୍କା ପାଇଁ ବିଦ୍ୟାଳୟ ରେ ପାଠ ପଢାଉ ଛନ୍ତି।ହେଲେ ଆମେ ଆପଣ ମାନଙ୍କୁ କହି ଦେବାକୁ ଚାହୁଁଚୁ ଯେ ସେ ଯେଉଁ ବିଦ୍ୟାଳୟ ରେ ପାଠ ପଢାଉଛନ୍ତି ତାହା କୌଣସି ସାମାନ୍ୟ ବିଦ୍ୟାଳୟ ନୁହେଁ।
Special report
ତାହା ହେଉଛି ମୁକେଶ ଅମ୍ବାନୀ ଙ୍କ ବାପା ଧିରୁଭାଇ ଅମ୍ବାନୀ ଇଣ୍ଟର ନ୍ୟାସନାଲ ସ୍କୁଲ ଅଟେ।ଏହାର ଅଧ୍ୟକ୍ଷ ନିତା ଅମ୍ବାନୀ ଅଛନ୍ତି।ସେଥିପାଇଁ ସେ ତାଙ୍କ ସାନ ଭଉଣୀ ଙ୍କୁ ଏଠାରେ ଶିକ୍ଷକ କରି ରଖିଛନ୍ତି।
Special report
ତାଙ୍କ ସାନ ଭଉଣୀ ଙ୍କ ଇଚ୍ଛା ଥିଲା ସେ ଏକ।ବିଦ୍ୟାଳୟ ରେ ଶିକ୍ଷକ ହେବା ପାଇଁ।ସେଥିପାଇଁ ନିତା ଅମ୍ବାନୀ ତାଙ୍କରି ବିଦ୍ୟାଳୟ ରେ ତାଙ୍କୁ ଶିକ୍ଷକ ରୂପେ ରଖିଛନ୍ତି।ଏଠାରେ ବଲିଉଡ ର ଅଭିନେତା ମାନଙ୍କ ପିଲା ମାନେ ବି ପଢନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.