Movie prime

ସଲମାନ ଙ୍କ ଭୟ ରେ ବାହାଘର ପରେ ବି କାଟ୍ରିନା ସହ ସୁ ନାହାନ୍ତି ଭିକି, ଟିକେ ସୁଖ ପାଇବାକୁ ରାତି ଅନିଦ୍ରା ହେଉଛନ୍ତି କାଟ୍ରିନା

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଭିକି କୌଶଲ୍ ଏବଂ କ୍ୟାଟ୍ରୀନା କୈଫ ହେଉଛନ୍ତି ଦୁହେଁ ବଲିଉଡ୍ ର ସୁପରହିଟ ଯୋଡ଼ି।
Special Report
ଦୁହିଁଙ୍କ ବିବାହ ପର ଠାରୁ ଦୁହିଁଙ୍କ ସମ୍ପର୍କରେ ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ମଧ୍ୟ ହେବାରେ ଲାଗିଛି। ଦୁହେଁ ଦୁହିଁଙ୍କ ସହ ଖୁବ ସୁନ୍ଦର୍ ମଧ୍ଯ ନଜର ଆସୁଛନ୍ତି। ଆଉ ତାଙ୍କର ବୈବାହିକ ଜୀବନରେ ସେ ବେଶ ଖୁସୀ ମଧ୍ଯ ଅଛନ୍ତି। ଆଉ ଦୁହିଁଙ୍କୁ ପ୍ରାୟତଃ ସମୟରେ,
ଦୁହିଁଙ୍କ ସମ୍ପର୍କରେ ଅନେକ ପ୍ରଶଂସା କରୁଥିବାର ମଧ୍ଯ ଦେଖିବାକୁ ମିଳି ଥାଏ। ଆଉ ଏବେ ନିକଟରେ ମଧ୍ୟ ଏକ ସାକ୍ଷାତକାର ରେ କ୍ୟାଟ୍ରୀନା, ଭିକି କୌଶଲ୍ ଙ୍କ ଖୁବ ପ୍ରଶଂସା କରିଥିଲେ।
Special Report
ଆଉ କହିଥିଲେ କି ସେ ଯେତେବେଳେ ଚାହାଁନ୍ତି ସେତେବେଳେ ଭିକି ତାଙ୍କ ପାଖରେ ଉପସ୍ଥିତ ଥାଆନ୍ତି। ଆଉ ଦୁହିଁଙ୍କ ନିକଟରେ ବିବାହକୁ ଏକ ବର୍ଷ ମଧ୍ୟ ପୂରା ହୋଇ ସାରିଛି। ଆଉ ଦୁହେଁ ଦୁହିଁଙ୍କ ସହ ମଧ୍ଯ ପ୍ରାୟତଃ ସମୟରେ ଖୁବ୍ ଭଲ ସମୟ ବିତାଇ ଥାଆନ୍ତି।
ମାତ୍ର ଏବେ ଏକ ଖବର ସାମ୍ନାକୁ ଆସିଛି କି ଭିକି ସକାଳୁ ସକାଳୁ କ୍ୟାଟ୍ରୀନା ଙ୍କ ସହ ସମୟ ବିତାଇବା ପାଇଁ ଜମାରୁ ଇଚ୍ଛା କରନ୍ତି ନାହିଁ। ଏହା ଶୁଣିବା ପରେ ତାଙ୍କର ଫ୍ୟାନ ମାନେ ସଂପୂର୍ଣ୍ଣ ଭାବରେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।
Special Report
ସେମାନେ ଏକଥାକୁ ବିଶ୍ବାସ କରୁ ନାହାଁନ୍ତି। କାରଣ ପ୍ରାୟତଃ ସମୟରେ ଦୁହେଁ ଦୁହିଁଙ୍କ ସହ ସମୟ ବିତାଉ ଥିବାର ଦେଖିବାକୁ ମିଳିଥାଏ। ହେଲେ କ୍ୟାଟ୍ରୀନା କହିଥିଲେ କି ଭିକି ୩ ରୁ ୪ କପ୍ କଫି ପିଇବା ପରେ ମଧ୍ୟ ଉଠନ୍ତି ନାହିଁ।
ଆଉ ତାଙ୍କର ଅଳସୁଆ କାରଣ ଯୋଗୁଁ ସେ କାହା ସହ ସକାଳୁ କଥା ହେବା ପାଇଁ ମଧ୍ଯ ପସନ୍ଦ କରନ୍ତି ନାହିଁ। ଏଭଳି କି କ୍ୟାଟ୍ରୀନା ଙ୍କ ସହ ମଧ୍ୟ ସେ କଥା ହୁଅନ୍ତି ନାହିଁ।
Special Report
ହେଲେ କ୍ୟାଟ୍ରୀନା ସକାଳୁ ଭିକି ଙ୍କ ସହ ଖୁବ କଥା ହେବା ପାଇଁ ଚାହାଁନ୍ତି। ଏହି କଥା ପ୍ରକାଶ ପାଇବା ପରେ ଏହା ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି। ଓ ଏହାକୁ ମଧ୍ୟ ଲୋକ ମାନେ ବିଶ୍ବାସ କରି ପାରୁ ନାହାଁନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.