Movie prime

ସଲମାନ କଣ ପାଇଁ କାହାକୁ ବିବାହ କରୁ ନାହାନ୍ତି ଆସିଲା ପ୍ରକୃତ କାରଣ ! ଆପଣ ବି ଜାଣିଲେ ମୁଣ୍ଡ ରେ ହାତ ଦେବେ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବଲିଉଡ ଜଗତରେ ସଲମାନ୍ ଖାନ ହେଉଛି ଏକ ବହୁତ ବଡ଼ ନାଆ ସେ ସମଗ୍ର ଭାରତରେ ଲୋକଙ୍କ ଘରେ ଘରେ ପରିଚିତ ଅଟନ୍ତି।
ବଲିଉଡ କୁ ଅନେକ ଗୁଡ଼ିଏ ହିଟ୍ ଫିଲ୍ମ୍ ମଧ୍ୟ ଭେଟି ଦେଇଛନ୍ତି ଯାହା କି ସୁପର୍ ହିଟ୍ ହୋଇଛି। ଦର୍ଶକ ମାନେ ମଧ୍ଯ ତାଙ୍କୁ ପରଦା ଉପରେ ବେଶ ପଶନ୍ଦ କରନ୍ତି। ହେଲେ ସଲମାନ୍ ଖାନ ଫିଲ୍ମ୍ ଅପେକ୍ଷା ସେ ତାଙ୍କର ବ୍ୟକ୍ତିଗତ ଜୀବନ ପାଇଁ ବେଶ ଚର୍ଚ୍ଚାରେ ରୁହନ୍ତି।
କାରଣ ସେ ଏ ପର୍ଯ୍ୟନ୍ତ ବିବାହ କରିନାହାଁନ୍ତି ଯାହାକୁ ନେଇ ଅନେକ ଲୋକ ମାନେ ଅନେକ ପ୍ରଶ୍ନ ମଧ୍ଯ କରିଛନ୍ତି। ହେଲେ ସଲମାନ୍ ଖାନ ଏବେ ଏହାର ଉତ୍ତର ମଧ୍ୟ ଦେଇଛନ୍ତି।
Special Report
ସେ କହିଥିଲେ କି ଜଣେ ଏଭଳି ଝିଅ ଅଛନ୍ତି ଯାହା ପାଇଁ ସଲମାନ୍ ଖାନ ଏବେ ପର୍ଯ୍ୟନ୍ତ ବିବାହ ବନ୍ଧନରେ ବାନ୍ଧି ହୋଇ ନାହାଁନ୍ତି। ସଲମାନ୍ ଖାନ୍ ଏହି କଥା କହିବା ପରେ ଚାରିଆଡେ ଚର୍ଚ୍ଚା ହେବାରେ ଲାଗିଥିଲା। ହେଲେ ଆପଣ ମାନେ ସେହି ଝିଅ ସମ୍ପର୍କରେ ଜାଣିଲେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ।
ସେ ଝିଅ ଆଉ କେହି ନୁହେଁ ବରଂ ସେ ଝିଅ ହେଉଛି ପୁଜା। ଆଜ୍ଞା ହଁ ଡ୍ରିମ୍ ଗାର୍ଲ୍ ୨ ର ପୁଜା ପାଇଁ ସେ ବର୍ତ୍ତମାନ୍ ପର୍ଯ୍ୟନ୍ତ ବିବାହ କରି ନାହାଁନ୍ତି ବୋଲି କହିଛନ୍ତି। ଆଉ ଆୟୁଷ୍ମାନ ଖୁରାନା ମଧ୍ୟ ଏହି ପୂଜାର ଭୂମିକା ରେ ନଜର ଆସିଛନ୍ତି।
ନିକଟରେ ସଲମାନ୍ ଖାନ ଏକ ଇଣ୍ଟରଭିଉ ରେ ଏଭଳି କଥା କହିଥିଲେ ଯାହା କି ଖୁବ ମଜାଦାର ମଧ୍ୟ ଥିଲା। ଏହି ଫିଲ୍ମ୍ ରେ ମଧ୍ଯ ଆୟୁଷ୍ମାନ ଖାନ ତାଙ୍କର ଭୂମିକା କୁ ବେଶ ଭଲ ଭାବରେ ପ୍ରଦର୍ଶନ କରିଛନ୍ତି।
Special Report
ଏହି କଥା ଏବେ ସୋସିଆଲ ମିଡ଼ିଆରେ ଚାରିଆଡେ ଖୁବ୍ ଚର୍ଚ୍ଚା ହେବାକୁ ଲାଗିଛି। ଏବଂ ଦର୍ଶକ ମାନେ ସଲମାନ୍ ଙ୍କ କଥାର ଭରପୁର ମଜା ମଧ୍ୟ ନେଇଛନ୍ତି।
ଏହା ନିଶ୍ଚିତ ଭାବରେ ଖୁବ୍ ମଜାଦାର କଥା ଅଟେ। ତେବେ ଆପଣ ଏହି କଥା ଜାଣିବା ପରେ ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.